Trishakti News

Trishakti News ଲୋକଙ୍କ ଚ୍ୟାନେଲ

27/02/2026

ପାଣିକୋଇଲି ନେକ୍ସା ଶୋରୁମ ରେ ଲୋକାର୍ପଣ ହେଲା ଇଭି ଭିଟାରା

ଏନସିପି ଅଧ୍ୟକ୍ଷ, ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଜୀଙ୍କ ବିୟୋଗରେ ତ୍ରିଶକ୍ତି ପରିବାର ପକ୍ଷରୁ ଅଶ୍ରୁଳ ଶ୍ର...
28/01/2026

ଏନସିପି ଅଧ୍ୟକ୍ଷ, ବରିଷ୍ଠ ରାଜନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଜୀଙ୍କ ବିୟୋଗରେ ତ୍ରିଶକ୍ତି ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଜନସେବା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଚିର ସ୍ମରଣୀୟ ରହିବେ ।

⭐ଦୁର୍ଘଟଣାରେ ବରିଷ୍ଠ ଶିକ୍ଷକ ଅବ୍ଦଦୁଲ ମୋରାଦ ଖାଁ ଙ୍କ ପରଲୋକ⭐କୋରେଇ ବ୍ଲକ ତାରାକୋଟ ଗ୍ରାମପଞ୍ଚାୟତ ରଘୁନାଥ ସାହୁ ଉଚ୍ଚ ବିଦ୍ୟାଳୟ ର କାର୍ଯ୍...
26/01/2026

⭐ଦୁର୍ଘଟଣାରେ ବରିଷ୍ଠ ଶିକ୍ଷକ ଅବ୍ଦଦୁଲ ମୋରାଦ ଖାଁ ଙ୍କ ପରଲୋକ

⭐କୋରେଇ ବ୍ଲକ ତାରାକୋଟ ଗ୍ରାମପଞ୍ଚାୟତ ରଘୁନାଥ ସାହୁ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଥିଲେ

26/01/2026

I got over 10 reactions on one of my posts last week! Thanks everyone for your support! 🎉

29/09/2025

ଜହ୍ନା ମା ମହାଲକ୍ଷ୍ମୀ ଯୁବକ ସଂଘ ଦ୍ୱାରା ଆସନ୍ତା ଅକ୍ଟୋବର ୭ ତାରିଖ ରେ ସ୍ୱେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟଶିବିର ପାଇଁ ପ୍ରସ୍ତୁତି ବୈଠକ

27/09/2025

କୋରେଇ ବିଜେପିର ମହା ମିଶ୍ରଣ ପର୍ବ

ବିଜେଡି ଭାଡ଼ି ଫାଙ୍କା ହେବାରେ ଲାଗିଛି

ଯାଜପୁର ନେତାଙ୍କୁ ଗ୍ରହଣ କରୁନାହାନ୍ତି କୋରେଇ ଜନତା
Trishakti News Akash Dasnayak

ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
27/09/2025

ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରଶାସନିକ ପ୍ରତିଶୃତି ପରେ ପ୍ରତ୍ୟାହୁତ ହେଲା ଧାରଣା Trishakti News
26/09/2025

ପ୍ରଶାସନିକ ପ୍ରତିଶୃତି ପରେ ପ୍ରତ୍ୟାହୁତ ହେଲା ଧାରଣା
Trishakti News

01/09/2023

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ସାର ଜିନ୍ଦାବାଦ!!

Address

JAJPUR
Jajpur

Telephone

+917205733695

Website

Alerts

Be the first to know and let us send you an email when Trishakti News posts news and promotions. Your email address will not be used for any other purpose, and you can unsubscribe at any time.

Share