ଓଡ଼ିଶା ଆମେ ଓଡ଼ିଆ

ଓଡ଼ିଶା ଆମେ ଓଡ଼ିଆ ...........🙏 ଓଁ 🙏.........
🙏 ଧର୍ମ ବେକଳ ଗୋଟିଏ🙏
🙏ଜୟ ସନାତନ🙏

06/08/2025
30/07/2025

ରାଙ୍ଗା ମାରା ସରକାର୍

30/07/2025

ବିଜେପି ସରକାର ଶପଥ ଗ୍ରହଣ ଅଭିଯାନ ରେ ନେଇଥିବା ଶପଥ ପାଠ

୧ ମୁଁ ଲୋକ ଙ୍କ ସରକାର ଲୋକମାନଙ୍କୁ ହଇରାଣ କରିବା ମୋର ଅଧିକାର

୨ ମୁଁ ଲୋକ ଙ୍କ ସରକାର
ଚାଷୀଙ୍କୁ ଠକିବା ମୋର ଅଧିକାର

୩ ମୁଁ ଲୋକ ଙ୍କ ସରକାର
ନାରୀ, ମା, ମାଉସୀ, ମାନଙ୍କୁ ଅତ୍ୟାଚାର କରିବା ମୋର ଅଧିକାର

୪ ମୁଁ ଲୋକ ଙ୍କ ସରକାର
ଗୁଣ୍ଡା ଲଗେଇ ବଳାତ୍କାର କରିବା ମୋର ଅଧିକାର

୫ ମୁଁ ଲୋକ ଙ୍କ ସରକାର
ବିଜେଡି, କଂଗ୍ରେସ କୁ ଗାଳି ଦେବା ମୋର ଅଧିକାର

୬ ମୁଁ ଲୋକ ଙ୍କ ସରକାର
ବାପା ର ପୁଅ ଜମି ଚାଷ ନ କରି ହୋଇବ ବେକାର,

୭ ମୁଁ ଲୋକ ଙ୍କ ସରକାର
Legal hair certificate ନାଁ ରେ ଲୁଟିବା ମୋର ଅଧିକାର

୮ ମୁଁ ଲୋକ ଙ୍କ ସରକାର
ନିରିହ ଲୋକ ମାନଙ୍କୁ ଫସେଇ ଥାନା ରେ‌ ରଖିବା ମୋର ଅଧିକାର

୯ ମୁଁ ଲୋକ ଙ୍କ ସରକାର
ଚାଷୀ ମୂଲିଆ ଙ୍କ ର ଅଧିକ ଟଙ୍କା ଖର୍ଚ୍ଚ କରିବା ମୋର ଅଧିକାର

୧୦ ମୁଁ ଲୋକ ଙ୍କ ସରକାର
ନାରୀ ମାନଙ୍କୁ ଖରାପ୍ ଭାଷା ରେ ଗାଳି ଗୁଲଜ କରିବା ମୋର ଅଧିକାର

୧୧ ମୁଁ ଲୋକ ଙ୍କ ସରକାର
ଗୁଣ୍ଡା, ମାଫିଆ, ଡ଼୍ରଗ୍ ବେପାରୀ ଙ୍କୁ
ସୁରକ୍ଷା ଦେବା ମୋର ଅଧିକାର

୧୨ ମୁଁ ଲୋକ ଙ୍କ ସରକାର
ରାଜ୍ୟ ରାଜକୋଷର ଟଙ୍କା କୁ ନେଇ ବର୍ବାଦ କରିବା ମୋର ଅଧିକାର

୧୩ ମୁଁ ଲୋକ ଙ୍କ ସରକାର
ସ୍କୁଲ, କଲେଜ୍, ଟିଉଟରିଆଲ୍ ରେ ଛାତ୍ର ଛାତ୍ରୀଙ୍କ ଜୀବନ ସହ ଖେଳିବା ମୋର ଅଧିକାର , ( ପ୍ରଶ୍ନ ପତ୍ର ଲିକ୍ )

୧୪ ମୁଁ ଲୋକ ଙ୍କ ସରକାର
ସମସ୍ତ ଅନ୍ୟାୟ କୁ ନ୍ୟାୟ କରିବା ମୋର ଅଧିକାର

୧୫ ମୁଁ ଲୋକ ଙ୍କ ସରକାର
ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଲୁଟିବା ମୋର ଅଧିକାର

୧୫ ମୁଁ ଲୋକ ଙ୍କ ସରକାର
ଜଗନ୍ନାଥ ମହାପ୍ରଭୁଙ୍କ ସୁରକ୍ଷା ନାଁ ରେ
ଅତ୍ୟାଚାର କରିବା ମୋର ଅଧିକାର

୧୬ ମୁଁ ଲୋକ ଙ୍କ ସରକାର
ଶ୍ରୀ ମନ୍ଦିରର ସମସ୍ତ ଫୋଟ ବାହାରକୁ ଭାଇରାଲ୍ କରିବା ମୋର ଅଧିକାର

୧୭ ମୁଁ ଲୋକ ଙ୍କ ସରକାର
ସବୁଠାରେ ନାମ ଓ ରଙ୍ଗ ପରିବର୍ତ୍ତନ
କରିବା ମୋର ଅଧିକାର

ଏମିତି ଆହୁରି ଅନେକେ ଅଛି
ଇତ୍ୟାଦି ଇତ୍ୟାଦି

ମୁଁ ଲୋକ ଙ୍କ ସରକାର
ସାଧାରଣ ଲୋକଙ୍କୁ ହୋଇରାଣ ରେ ପକାଇବା ମୋର ଅଧିକାର
( ଶିକ୍ଷା, ସ୍ଵାସ୍ଥ୍ୟ,, ଆମ୍ବୁଲାନ୍ସ,,,GST,,ମିଶନ ଶକ୍ତି ,, ବିଜୁଳି,, ପେଟ୍ରୋଲ,, ଡିଜେଲ,, )

29/07/2025

କାହା ଦୁର୍ବଳତା କୁ ନେଇ ହସିବା ଠିକ୍ ନୁହେଁ

29/07/2025

ସରକାର୍ ପରିବର୍ତ୍ତନଶିଳ
ପୃଥିବୀ ଗୋଲ
ସମୟ ଆସିବ

29/07/2025

26/07/2025

ଖେଲା ହୋବେ.....?

24/07/2025

50---50
ରେ ଖେଳ ଚାଲିଛି ଯାହାର ଦରକାର କୁହ
ରାକ୍ଷୀ ବାନ୍ଧିଲେ 50 ଟଙ୍କା ମିଳୁଚି

ଓଡ଼ିଶାରେ ଦେଖା କରିପାରିଲ ନାଇ ଦିଲ୍ଲୀ ଯାଇ ଦେଖା କଲ
23/07/2025

ଓଡ଼ିଶାରେ ଦେଖା କରିପାରିଲ ନାଇ ଦିଲ୍ଲୀ ଯାଇ ଦେଖା କଲ

21/07/2025

କାଚ ଆଉ ଟିଣ ରେ ପେଟ୍ରୋଲ ଦେଲେ ନିଆଁ ଲାଗିବ ନାଇ ଏଥର

Address

Jajpur
Keonjhar

Telephone

+19853494574

Website

Alerts

Be the first to know and let us send you an email when ଓଡ଼ିଶା ଆମେ ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଓଡ଼ିଶା ଆମେ ଓଡ଼ିଆ:

Share