Sandhannews.com

Sandhannews.com News �

https://sandhannews.com/%e0%ac%a8%e0%ad%82%e0%ac%86%e0%ac%aa%e0%ac%a1%e0%ac%bc%e0%ac%be%e0%ac%b0%e0%ad%87-%e0%ac%89%e0%a...
20/09/2025

https://sandhannews.com/%e0%ac%a8%e0%ad%82%e0%ac%86%e0%ac%aa%e0%ac%a1%e0%ac%bc%e0%ac%be%e0%ac%b0%e0%ad%87-%e0%ac%89%e0%ac%aa%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ac%b0%e0%ac%be%e0%ac%9c/ -53799

Spread the love     ନୂଆପଡ଼ା/ସନ୍ଧାନ ନ୍ୟୁଜ: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛ...

https://sandhannews.com/%e0%ac%aa%e0%ac%be%e0%ac%a3%e0%ad%8d%e0%ac%a1%e0%ac%bf%e0%ac%86%e0%ac%a8%e0%ac%99%e0%ad%8d%e0%ac...
20/09/2025

https://sandhannews.com/%e0%ac%aa%e0%ac%be%e0%ac%a3%e0%ad%8d%e0%ac%a1%e0%ac%bf%e0%ac%86%e0%ac%a8%e0%ac%99%e0%ad%8d%e0%ac%95%e0%ad%81-%e0%ac%ad%e0%ac%a3%e0%ad%8d%e0%ac%a1-%e0%ac%b8%e0%ac%a8%e0%ad%8d%e0%ad%9f%e0%ac%be%e0%ac%b8/ -53814

Spread the love     ସନ୍ଧାନ ନ୍ୟୁଜ,ବ୍ୟୁରୋ : ପାଣ୍ଡିଆନଙ୍କୁ ଭଣ୍ଡ ସନ୍ୟାସୀ କହି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର ! ଶ୍ରୀମୟୀ ମିଶ୍ର ନିଜ ସୋସି.....

https://sandhannews.com/%e0%ac%95%e0%ac%bf%e0%ac%9b%e0%ac%bf-%e0%ac%a6%e0%ac%bf%e0%ac%a8%e0%ac%b0-%e0%ac%a8%e0%ad%80%e0%...
20/09/2025

https://sandhannews.com/%e0%ac%95%e0%ac%bf%e0%ac%9b%e0%ac%bf-%e0%ac%a6%e0%ac%bf%e0%ac%a8%e0%ac%b0-%e0%ac%a8%e0%ad%80%e0%ac%b0%e0%ac%ac%e0%ac%a4%e0%ac%be-%e0%ac%aa%e0%ac%b0%e0%ad%87-%e0%ac%aa%e0%ad%81%e0%ac%a3%e0%ac%bf/ -53820

Spread the love     ବାଲିଗୁଡ଼ା, ତା, ୧୮/୦୯ /୨୫ :(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥ.....

https://sandhannews.com/%e0%ac%9d%e0%ac%a1%e0%ac%bc-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%be-%e0%ac%b0%e0%ad%87-%e0...
20/09/2025

https://sandhannews.com/%e0%ac%9d%e0%ac%a1%e0%ac%bc-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%be-%e0%ac%b0%e0%ad%87-%e0%ac%95%e0%ac%b3%e0%ac%bf%e0%ac%99%e0%ad%8d%e0%ac%97%e0%ac%be-%e0%ac%98%e0%ac%be%e0%ac%9f%e0%ac%bf/ -53823

Spread the love     କନ୍ଧମାଳ,ତା,୧୭/୦୯/୨୫:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ....

https://sandhannews.com/%e0%ac%ae%e0%ac%a3%e0%ac%bf%e0%ac%b7%e0%ac%b0-%e0%ac%85%e0%ac%ae%e0%ac%be%e0%ac%a8%e0%ac%ac%e0%a...
20/09/2025

https://sandhannews.com/%e0%ac%ae%e0%ac%a3%e0%ac%bf%e0%ac%b7%e0%ac%b0-%e0%ac%85%e0%ac%ae%e0%ac%be%e0%ac%a8%e0%ac%ac%e0%ad%80%e0%ad%9f-%e0%ac%85%e0%ac%a4%e0%ad%8d%e0%ad%9f%e0%ac%be%e0%ac%9a%e0%ac%be%e0%ac%b0%e0%ac%97/ -53835

Spread the love     ସମ୍ବଲପୁର/ସନ୍ଧାନ ନ୍ୟୁଜ: ବର୍ବର । ବୀଭତ୍ସ । ଭୟଙ୍କର। କଳ୍ପନା ବାହାରେ ଅମାନୁଷିକ କାରନାମା। ଅମାନବୀୟ ଅତ୍ୟାଚାର।ଗୋମା...

https://sandhannews.com/%e0%ac%b0%e0%ad%87%e0%ac%9e%e0%ad%8d%e0%ac%9c%e0%ac%b0%e0%ac%99%e0%ad%8d%e0%ac%95-%e0%ac%ac%e0%a...
20/09/2025

https://sandhannews.com/%e0%ac%b0%e0%ad%87%e0%ac%9e%e0%ad%8d%e0%ac%9c%e0%ac%b0%e0%ac%99%e0%ad%8d%e0%ac%95-%e0%ac%ac%e0%ac%be%e0%ac%b2%e0%ac%bf%e0%ac%97%e0%ad%81%e0%ac%a1%e0%ac%be-%e0%ac%a8%e0%ac%bf%e0%ac%9c%e0%ac%b8%e0%ad%8d/

Spread the love     ବାଲିଗୁଡା, ତା, ୧୯/୦୯/୨୫ : (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକା....

ଚଳିବା ପାଇଁ ଟଙ୍କା ଦରକାର, କିନ୍ତୁ ଏମିତି ବିଡ଼ା ବିଡ଼ା ଓ ଗାଦି ଗାଦି ଟଙ୍କା ସତରେ କେମିତି ଖର୍ଚ୍ଚ କରାଯାଏ? କୋରାପୁଟ ଜିଲ୍ଲା ଜୟପୁରର ଡେପୁଟୀ...
04/08/2025

ଚଳିବା ପାଇଁ ଟଙ୍କା ଦରକାର, କିନ୍ତୁ ଏମିତି ବିଡ଼ା ବିଡ଼ା ଓ ଗାଦି ଗାଦି ଟଙ୍କା ସତରେ କେମିତି ଖର୍ଚ୍ଚ କରାଯାଏ? କୋରାପୁଟ ଜିଲ୍ଲା ଜୟପୁରର ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକ୍। ଏହାଙ୍କ ସିକ୍ରେଟ୍ ଟ୍ରେଜେରୀରୁ ମିଳିଛି ୫୦୦ ଓ ୨୦୦ ଟଙ୍କିଆ ବିଡ଼ା, ମୂଲ୍ୟ ୧ କୋଟି ୪୪ ଲକ୍ଷ ଟଙ୍କା। ୪ଟି ସୁନା ବିସ୍କୁଟ୍, ସୁନା କଏନ୍। ୧୫ ଶହ ୬ ଗ୍ରାମ୍ ସୁନା। ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ। ବହୁତଳ କୋଠା, ୨ଟି 2-BHK ଫ୍ଲାଟ୍, ୨ଟି ବହୁମୂଲ୍ୟ ପ୍ଲଟ, ଭୁବନେଶ୍ବରରେ ଗୋଟିଏ 3-BHK ଫ୍ଲାଟ୍। Sandhannews.com

Suspend him
04/08/2025

Suspend him

04/08/2025

ବାଲେଶ୍ୱର ସୋମ୍ୟଶ୍ରୀ ଆତ୍ମହତ୍ୟା ଘଟଣା ରେ ଦୁଇ ଛାତ୍ର ଗିରଫ ସୁବ୍ରତ ଏବଂ ଜ୍ୟୋତି ପ୍ରକାଶ ଯିଏ ନିଆଁ ଲେଭେଇବାକୁ ଚେଷ୍ଟା କରିଥିଲା ଏମାନେ ଛାତ୍ରୀ ଙ୍କୁ ପବିବାର୍ତ୍ତାଇବା ଅଭିଯୋଗରେ ଗିରଫ

03/08/2025

ମୁଁ ଗୋଟିଏ କଥା ବୁଝି ପାରୁନି - ଯଦି ଗରିବ ଲୋକଟିର ଦୁଇ ଜାଗାରେ ଦୈବାତ ରାସନ କାର୍ଡରେ ନାଁ ଉଠିଯାଏ ତେବେ ତାକୁ ସରକାରୀ ସିଷ୍ଟମ ମାଡି ବସୁଛି | ଆଧାର ଲିଙ୍କ ଥିବାରୁ ଏହା ସମ୍ଭବ ହେଉଛି | ସବୁ ଆଧାରର କମାଲ |

ମାତ୍ର ଗୋଟିଏ ଗୋଟିଏ ବାବୁ ଡଜନ ଡଜନ ପ୍ଲଟ ରେଜିଷ୍ଟ୍ରେସନ କଲାବେଳେ କେହି ଜାଣି ପାରୁ ନାହାନ୍ତି | ଭିଜିଲାନ୍ସ ଯାଏଁ କଥା ଯାଉଛି | ଭିଜିଲାନ୍ସ ମାଡି ବସିଲେ ଜଣାପଡୁଛି ବାବୁ ଜଣକ ଏତେ ପ୍ଲଟର ମାଲିକ ! କାହାର ଶହେ କାହାର ପଚାଶ ଏତେ ପ୍ଲଟ ସବୁ ସେ ବାବୁମାନେ କିଣୁଛନ୍ତି କେମିତି ?

ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇ ପାରୁଛି, ଗୋଟିଏ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ଖୋଲିବାକୁ କହିବା ମାତ୍ରକେ ବ୍ୟାଙ୍କ ବାବୁ କହିଦଉଛନ୍ତି ଆପଣଙ୍କର ପରା ଆମର ଅମୁକ ବ୍ରାଞ୍ଚରେ ଆକାଉଣ୍ଟ ଅଛି.... ଟ୍ରାନ୍ସଫର କରି ଆଣନ୍ତୁ | ଆଉ କାହିଁକି ଖୋଲିବେ ?

ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇ ଲୋକର ଆକାଉଣ୍ଟ ସୂଚନା ଯଦି ଜଣାପଡୁଛି ତେବେ ଜମିଜମା ରେଜିଷ୍ଟ୍ରସନର ଏ ବ୍ୟାପାରଟି ହୋଇ ପାରିବନି କାହିଁକି ? ଜଣେ ବାବୁ ଏକାଧିକ ପ୍ଲଟ କିଣିଲା ମାତ୍ରକେ ଧରା ପଡିଯିବେ | ସରକାର ଏ ବ୍ୟବସ୍ଥାଟି କରିବା ଦରକାର | ଜଣେ ଲୋକର ଏକାଧିକ ପ୍ଲଟ ରହିଲେ ତାର ଖବର ଆଧାର ବାପୁଡା ଦେଇ ପାରିବାର ବ୍ୟବସ୍ଥା ହେଲେ ପ୍ଲଟଧାରୀ ବାବୁମାନେ ସାବାଡ ହୋଇଯାଆନ୍ତେ !

ଏ ବାବୁ ମାନେ ସାରା ଓଡ଼ିଶାର ମାଟି ଖାଇଗଲେଣି | ସତରେ ଏମାନେ କଳିଯୁଗର ବକାସୁର | ବ୍ରହ୍ମାଣ୍ଡ ଖାଇଦେବେ | ଭିଜିଲାନ୍ସ ମାଡିବସି ପାଟିମେଲା କଲେ ଦିଶୁଛି ଭିତରେ ସାରା ଓଡ଼ିଶା.......

Address

Jaraka
Jajpur

Alerts

Be the first to know and let us send you an email when Sandhannews.com posts news and promotions. Your email address will not be used for any other purpose, and you can unsubscribe at any time.

Share