Pritiranjan Gharai fan club Kuhika

Pritiranjan Gharai fan club Kuhika I think Camera is the 3rd EYE of Lord Shiva.......

King is king.........
13/09/2025

King is king.........

Biju babu
12/09/2025

Biju babu

10/07/2025
08/07/2025

मै "BJP" join करना चाहती 🤔 | नेहा सिंह राठौर | this channel to get access to perks:https://...

27/06/2025
ପବିତ୍ର  #ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣାରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।...
27/06/2025

ପବିତ୍ର #ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣାରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
୍ନାଥ

ଓଡ଼ିଶାବାସୀଙ୍କ ଜନମାନସର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାମ...
22/06/2025

ଓଡ଼ିଶାବାସୀଙ୍କ ଜନମାନସର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାମ୍ବିଲୋ ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ ସହ କୀର୍ତ୍ତନ କରାଯାଇଛି |
Naveen Pattnaik
Jay BJD
Jay Dani Bhai

21/06/2025

ମନ-ଶରୀର-ଆତ୍ମା ଶୁଦ୍ଧତାର ମାଧ୍ୟମ ହେଉଛି "ଯୋଗ"
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

06/06/2025
19/04/2025

*ଅଭିନନ୍ଦନ ନବୀନ ବାବୁ*💐💐💐
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ସମ୍ମାନର ପାତ୍ର, ଆଧୁନିକ ଓଡ଼ିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ *Naveen Patnaik* ନବମ ଥର ପାଇଁ ବିଜୁ ଜନତା ଦଳର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
14/04/2025

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

Address

Jajpur
755018

Telephone

6371773065

Website

Alerts

Be the first to know and let us send you an email when Pritiranjan Gharai fan club Kuhika posts news and promotions. Your email address will not be used for any other purpose, and you can unsubscribe at any time.

Share