06/08/2024
ଓଡ଼ିଶା ର ପ୍ରତ୍ୟେକ ଗାଁ ଗଣ୍ଡା ର ସ୍ବାସ୍ଥ୍ୟ କେନ୍ଦ୍ର ରେ ଏହି ଭଳି ଅବସ୍ଥା ଅଛି, ଯାହା ପାଇଁ ସାଧାରଣ ଲୋକ ଟିଏ ରୋଗ ବେମାର ହେଲେ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛି। ଯଦି ଆପଣ ଙ୍କ Area ରେ ଏହିଭଳି କିଛି ସମସ୍ୟା ରହିଛି ତାହେଲେ ଆମ ସହ ଯୋଡି ହୁଅନ୍ତୁ ଏବଂ ଏହାକୁ ଅଧିକ ମାତ୍ରା ରେ share କରନ୍ତୁ ଯେମିତି ସରକାର ଙ୍କ ଦୃଷ୍ଟି ଗୋଚର ହେବ 🙏
Biju Janata Dal Odisha Naveen Patnaik Mohan Charan Majhi
ଆପଣଙ୍କ area ର ସମସ୍ୟା ଆମ ସହ share କରନ୍ତୁ https://facebook.com/events/s/odisha-rural-healthcare-initia/1932570503855518/