Litu Pradhan

Litu Pradhan ମୋ ଯାଜପୁର ମା ବିରଜାଙ୍କ ଘର
ପୁଣ୍ୟଭୂମି ଇଏ

14/04/2025

#କାଦୁଅବନ୍ଦି_ଗ୍ରାମରେ_ମେରୁଯାତ୍ରା_ଅନୁଷ୍ଠିତ
ମାଆ କାଳୀଙ୍କୁ ପ୍ରତ୍ୟେକ୍ଷ ଦେବୀ ମାନି ପ୍ରତିବର୍ଷ ଦଣ୍ଡଯାତ୍ରା ସମୟରେ ଶତାଧିକ ଦଣ୍ଡୁଆ ସାମିଲ ହୁଅନ୍ତି। ଅନ୍ତିମ ଦିନ ବା ୧୩ ଦିନରେ ଭୁକ୍ତା ଓ ଗୁହାରିଆ ମାନଙ୍କର ମାନସିକ ପୂରଣ କରିବା ଉଦ୍ଦେଶ୍ୟରେ ଦଣ୍ଡୁଆଙ୍କ ଦ୍ଵାରା ଆୟୋଜିତ ହୁଏ ମେରୁଯଜ୍ଞ, ଯଜ୍ଞସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରିତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା।

14/04/2025

#କାଦୁଅବନ୍ଦି_ଗ୍ରାମରେ_ମେରୁଯାତ୍ରା_ଅନୁଷ୍ଠିତ
ମା କାଳୀଙ୍କର ୧୩ ଦିନର ଏହି ଐତିହ୍ୟ ଦଣ୍ଡଯାତ୍ରାକୁ ଗାଁ ଗାଁ ବୁଲି ପାରମ୍ପରିକ ସମରକଳାକୁ ପରିବେଷଣ କରି ମାଙ୍କ ଲୀଳା ଖେଳା ଓ ମହିମାର ଗାରିମାକୁ ପ୍ରସାର କରୁଥିବା ଏହି ୧୩ ଭକ୍ତଙ୍କ ଦ୍ବାରା ଶେଷ ୧୩ ଦିନରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଶହ ଶହ ଭକ୍ତ ମାଙ୍କ ନିକଟରେ ମାନସିକ ବ୍ରତ ପାଳନ ପାଇଁ ଏକତ୍ରୀତ ହୋଇ ଦର୍ଶନ ଲାଭ କରିଥିଲେ।

12/04/2025

#ଦଣ୍ଡନାଚରେ_କମ୍ପୁଛି_ଓଡ଼ିଶା
ହାଡ଼ିଆଣି ଦଣ୍ଡନାଚ ଦେଖିବାକୁ ଲାଗୁଛି ଭିଡ଼। ଅଭିନୟରେ ରାନା ଓ ବାବୁ ସୁନ୍ଦର ଗୀତ ସାଙ୍ଗକୁ ନାଚ କରି ଦର୍ଶକଙ୍କ ମନ କିଣୁଛନ୍ତି।

12/04/2025

#ଦଣ୍ଡନାଚରେ_କମ୍ପୁଛି_ଓଡ଼ିଶା
ଲୋକଙ୍କୁ ପସନ୍ଦ ଆସୁଛି ବାରୁଆଁ ଦଣ୍ଡନାଚ । ହାଡ଼ି ଭୂମିକାରେ ପହଲୀ ମାମୁଁ ଅତି ଚମତ୍କାର ଅଭିନୟ କରି ଅଜର୍ଶ ପ୍ରଶଂସାର ପାତ୍ର ହୋଇଛନ୍ତି।

12/04/2025

#ଦଣ୍ଡନାଚରେ_କମ୍ପୁଛି_ଓଡ଼ିଶା
ପ୍ରାଚୀନ କଳିଙ୍ଗ କଳା ଓ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ଦଣ୍ଡଯାତ୍ରା। କଳିଙ୍ଗର ହୃଦୟସ୍ଥଳି ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁରର ପୁରପଲ୍ଲୀ ଏହି ଲୋକଉତ୍ସବରେ ମୁଖରିତ। ସବୁଠି ଢୋଲ,ମହୁରୀ, ଝୁଣାର ବାସ୍ନା, ଝାଞ୍ଜର ତାଳେ ତାଳେ ଚାଲିଛି ଦଣ୍ଡନାଚ। ଆସନ୍ତୁ କଳିଙ୍ଗର ଏହି ପ୍ରାଚୀନ ପରମ୍ପରାର ସାକ୍ଷୀ ହୁଅନ୍ତୁ।

11/04/2025

#ଦଣ୍ଡନାଚରେ_ମା_କାଳୀଙ୍କ_ନୃତ୍ୟ
କଥା ପୌରାଣିକ ଆଖ୍ୟାନ କୁ ନେଇ ପ୍ରସ୍ତୁତ ଏହି ଦଣ୍ଡନାଚରେ ମା ଦକ୍ଷିଣ କାଳୀ ରୂପେ ନୃତ୍ୟ ପରିବେଶ

11/04/2025

ଟାଟା ପାୱାର ର ଦାଦା ଗିରି ଘରେ ନଥିବା ସମୟରେ ପୁରୁଣା ମିଟର କାଢି ନୂଆ ମିଟର ଜବରଦସ୍ତି ଲଗାଇ ଛନ୍ତି ଟାଟା ପାୱାର ର ଏଭଳି କାଜ୍ୟକୁ ଲୋକେ ଘୋର ନିନ୍ଦା କରୁଛନ୍ତି

10/04/2025

ୋହୁଛି_ଦଣ୍ଡନୃତ୍ୟ
ଚୈତ୍ର ମାସର ଏହି ଯାତ୍ରା ସାରା ଓଡ଼ିଶାରେ ଲୋକନାଟ୍ୟ କଥା ସଂସ୍କୃତିକୁ ଆଗକୁ ବଢ଼ାଇବାରେ ସକ୍ଷମ ହୋଇଛି। ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ପୁରୁଣା କାଳର କଥାକୁ ମନେପକାଇ ଦେଉଛି ଦଣ୍ଡ ନାଚ। ଏହା ମା ପ୍ରଭା କାଳୀଙ୍କ ଦଣ୍ଡନୃତ୍ୟ ଆପଣ ଭିଡିଓ ମାଧ୍ୟମରେ ଦେଖନ୍ତୁ

07/04/2025

#ଯାତ୍ରା_ଯାଜ୍ଞସେନୀ_କଳାକାରଙ୍କ_ଦ୍ଵାରା_ପ୍ରଭୁ_ଶିବଙ୍କ_ତାଣ୍ଡବ_Video
ଶିବଙ୍କ ତାଣ୍ଡବ ଏବଂ ନୃତ୍ୟକୁ ନେଇ ଯାତ୍ରା କଳାକାରଙ୍କ ମେଲୋଡି ହଜାର ହଜାର ଦର୍ଶକଙ୍କ ମନକୁ ବାନ୍ଦି ପାରିଛି
#ଯାତ୍ରା

06/04/2025

#ଯାତ୍ରା_ଯାଜ୍ଞସେନୀରେ_ଅମିତ୍_କୁମାର_କଣ୍ଠରୁ_ମା_ପରୀ_କିଏ_ହେବ
ଦର୍ଶକ ଯାତ୍ରା ପ୍ରତି ଆଗ୍ରହୀ ହୋଇସାରିଲାଣି। ସବୁ ସ୍ଥାନରେ ଯାତ୍ରାକୁ ନେଇ ଅନେକ ବାଦବିବାଦ ଦେଖିବା ସତ୍ତ୍ଵେବି, ଯାତ୍ରାଦର୍ଶକ ଯାତ୍ରା ପ୍ରତି ଭଲ ପାଇବା କମେଇ ନାହାଁନ୍ତି। ଖଚାଖଚ୍ ଭିଡ଼କୁ ସୁନ୍ଦର ଗୀତ ଲୋକଙ୍କୁ ମୁଗ୍ଧ କରାଉଛି।

06/04/2025

#ପ୍ରଥମ_ରାତ୍ରିରେ_ଯାତ୍ରା_ଯାଜ୍ଞାସେନୀ_ଜମୁନାକୋଟ_ଗ୍ରାମରେ
ପ୍ରଥମ ଦିନ ପ୍ରଥମ ରଜନୀ ଅବସରରେ ଯାତ୍ରା ଯାଜ୍ଞାସେନୀର ରୋମାଞ୍ଚଙ୍କର ନାଟକ ଆଜି ଜମୁନାକୋଟ ଗ୍ରାମରେ।
#ଯାତ୍ରା

Address

Jajpur
755018

Alerts

Be the first to know and let us send you an email when Litu Pradhan posts news and promotions. Your email address will not be used for any other purpose, and you can unsubscribe at any time.

Share