NNO 24×7

NNO 24×7 We are public media for the public good.We neverend our quest forfact and truth.

17/08/2024

ଯାଜପୁର CT&GST ଆସିଷ୍ଟାଣ୍ଟ କମିଶନର ଘରେ ଭିଜିଲାନ୍ସ ରେଡ୍

17/08/2024

#ମହାପ୍ରଭୁଙ୍କୁ_ଦର୍ଶନ_କଲେ_ନୂଆ_ପୋଲିସ_ଡିଜି

17/08/2024

ନୂଆ ଡିଜିପି ୱାଇ.ବି. ଖୁରାନିଆଙ୍କୁ ଦାୟିତ୍ଵ ହସ୍ତାନ୍ତର କଲେ ଡିଜି ଅରୁଣ ଷଢ଼ଙ୍ଗୀ ।

ଦାୟିତ୍ୱ ହସ୍ତାନ୍ତର ପରେ ପୋଲିସ ମୁଖ୍ୟାଳୟରୁ ଯିବାବେଳେ ପୋଲିସ କର୍ମଚାରୀଙ୍କୁ ଭେଟି ହାତ ମିଳାଇଲେ ଓ ଫଟୋ ଉଠାଇଲେ

15/08/2024

#ମାତୃତ୍ବ_ଛୁଟି_୧୨_ସପ୍ତାହରୁ_୨୬_ସପ୍ତାହକୁ_ବଢ଼ିଛି’

କର୍ମଜୀବୀ ମହିଳାଙ୍କ ପାଇଁ ମାତୃତ୍ବ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବଢ଼ିଛି: ମୋଦି

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ  । ପ୍ରଧାନମନ୍ତ୍ରୀ ଭାବେ ଲଗାତାର ୧୧ଥର ପାଇଁ ତ୍ରିରଙ୍ଗା ଉଡ଼ାଇଲେ
15/08/2024

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ଲଗାତାର ୧୧ଥର ପାଇଁ ତ୍ରିରଙ୍ଗା ଉଡ଼ାଇଲେ

 #ଆଜି_୭୮ତମ_ସ୍ବାଧୀନତା_ଦିବସରାଜଘାଟରେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
15/08/2024

#ଆଜି_୭୮ତମ_ସ୍ବାଧୀନତା_ଦିବସ

ରାଜଘାଟରେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

14/08/2024

ଦିଲ୍ଲୀ: 78 ତମ ସ୍ୱାଧୀନତା ଦିବସ ଅବସରରେ ସଫଦରଜଙ୍ଗ କବର ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି |

14/08/2024

ପ୍ରୟାଗରାଜ, ଉତ୍ତରପ୍ରଦେଶ: ସ୍ୱାଧୀନତା ଦିବସ ଅବସରରେ ପ୍ରୟାଗରାଜର ଐତିହାସିକ କୋଠାଗୁଡ଼ିକ ଆଲୋକିତ ହୋଇଥିଲା।

14/08/2024

ଅମରାବତୀ, ଆନ୍ଧ୍ରପ୍ରଦେଶ: ବେଲାଗପୁଡି ଠାରେ ଥିବା ଆନ୍ଧ୍ରପ୍ରଦେଶ ସଚିବାଳୟ ଏବଂ ବିଧାନସଭା ଭବନ ୭୮ ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ସହିତ ଆଲୋକିତ ହୋଇଥିଲା.

05/08/2024

#ଭାରତୀୟ_ଖାଦ୍ୟର_ପ୍ରଂଶସା_କଲେ_ଜନ୍‌_ସେନା

05/08/2024

#ପବିତ୍ର_ଶ୍ରାବଣ_ମାସ_ତୃତୀୟ_ସୋମବାର

05/08/2024

ପବିତ୍ର ଶ୍ରାବଣ ମାସ ତୃତୀୟ ସୋମବାରରେ ମହାକାଳେଶ୍ବରଙ୍କ ଦିବ୍ୟ ଆଳତି

Address

Dhanipur,Mangalpur
Jajpur
755011

Alerts

Be the first to know and let us send you an email when NNO 24×7 posts news and promotions. Your email address will not be used for any other purpose, and you can unsubscribe at any time.

Share