Khabar Plus News

Khabar Plus News ଖବର ଉପରେ ନଜର #ଆଞ୍ଚଳିକ

29/05/2026

ବିଧାୟକ ସିତାଂସୁ ଶେଖର ମହାପାତ୍ରଙ୍କ ଦ୍ୱାରା ଆରସିବିଏଲ୍ ହାଇସ୍କୁଲ ପଡ଼ିଆର ଦୂରାବସ୍ଥା ଦୂରୀକରଣ।

27/05/2026

ଲିଫ୍ଟ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ସମସ୍ୟାରେ ଚାଷୀ ।

25/05/2026

ନରେନ ପଲେଇଙ୍କ ପକ୍ଷରୁ ଭଦ୍ରକରେ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ସ୍ଥାପନ ଦାବି, ତୃତୀୟ ଥର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

25/05/2026

ଲେସ ଟେଣ୍ଡରକୁ ଠିକାଦାର ସଂଘର ବିରୋଧ।
ସମସ୍ତ ଠିକାଦାର ନିର୍ଦ୍ଧାରିତ ଟେଣ୍ଡର ସିଡ୍ୟୁଲ ମୂଲ୍ୟରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ନିର୍ଦ୍ଧାରିତ ମୂଲ୍ୟରେ ହିଁ ଟେଣ୍ଡର ପକାଇବାକୁ ବିଭିନ୍ନ ଠିକାଦାର ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଏବଂ ଭଣ୍ଡାରିପୋଖରୀ ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

20/05/2026

ଭଦ୍ରକ ସି.ପି.ଆଇ.ଏମ୍ ତରଫରୁ ପ୍ରତିବାଦ ସଭା...

19/05/2026

ଆଜି ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତରେ ନାରୀ ଅଧିକାର ଅଭିଯାନ ଓ ମହିଳା ମାନଙ୍କୁ ୩୩% ସରଂକ୍ଷଣ ଦେବାରେ ବିଫଳ ପ୍ରତିବାଦରେ ବିଜେଡି ପକ୍ଷରୁ ଶୋଭାଯାତ୍ରା ହୋଇଯାଇଛି...

17/05/2026

ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡବରୁଆଁ ପଞ୍ଚାୟତର ତାଳଗଢିଆ ଭାଗବତ ମଣ୍ଡପରେ ଗତକାଲି ମହାସମାରୋହରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି ।

15/05/2026

ଭଦ୍ରକରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଲାଗିରହିଛି... ଆସନ୍ତୁ ଦେଖିବା ଲୋକ ମାନେ କଣ ମତ ରଖିଛନ୍ତି...

14/05/2026

ପଇସା ମାଗିବାକୁ ଯାଇ ମହିଳା ନିଖୋଜ, ଥାନାରେ ଅଭିଯୋଗ...

13/05/2026

ଭଞ୍ଜନଗରରେ କଂଗ୍ରେସର ମଶାଲ ଶୋଭାଯାତ୍ରା...

Address

Jajpur

Alerts

Be the first to know and let us send you an email when Khabar Plus News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khabar Plus News:

Share