Austin News

Austin News Contact information, map and directions, contact form, opening hours, services, ratings, photos, videos and announcements from Austin News, News & Media Website, Jajpur.

AUSTIN NEWS (VOICE OF NEW GENERATIONS) All types information we provide like political, social, economical or whatever, our focus always lies in rural development & issues based stories of our state.

21/10/2025

#ନାଣ୍ଡୁ_ବାବୁ_କିଛି_ତଥ୍ୟ_ରଖୁ_ନାହାନ୍ତି_ଯାହା_ପାରେ_ତାହା_କହି_ଯାଉଛନ୍ତି
#ସୃଜନ_କମିଟି_କୋ_ଚେୟାରମ୍ୟାନ_ନାଣ୍ଡୁଙ୍କୁ_ନେଇ_କହିଲେ_ଏମିତି
ନାଣ୍ଡୁ ବାବୁ କାହା ସହ ଉପରେ କଥା ହୋଇଥିଲେ ମିଶିବା ପାଇଁ ଆମେ ଜାଣି ନାହୁ, ଅନ୍ୟ ରାଜନୀତିକ ଦଳ କେହି ତାଙ୍କୁ ଏମିତି କରିବା ପାଇଁ କିଏ ପ୍ରବର୍ତାଇଛି।






20/10/2025

#ହୋ_ହୋ_କହି_ଖେଦି_ଗଲା_କଂଗ୍ରେସ_ପଳାଇଲା_ବିଜେପି
#ଭୋଟ_ଚୋର_ଗାଦି_ଛୋଡ଼_ନାରାରେ_ବିଜେପିର_ଛତ୍ରଭଙ୍ଗ
ନୂଆପଡାରୁ ଫେରି କଂଗ୍ରେସର ବରିଷ୍ଠ ରାଜନେତା ସୁର ରାଉତରାୟ କହିଲେ ଏମିତି। ନୂଆପଡାରେ କଂଗ୍ରେସ ସ୍ଥିତି ମଜବୁତ। ଘାସିରାମ ମାଝୀ ଜିତିବା ଥୟ।








19/10/2025

#ଆଦିବାସୀ_କେବେ_ଟଙ୍କା_ମଦ_ମାଂସରେ_ପ୍ରଲୋଭିତ_ହେବେ_ନାହିଁ
#ନୂଆପଡାରେ_ନୂଆ_ବ୍ୟାଟେଲ
#ଜଙ୍ଗଲ_ଅଧିକାର_ଆଇନ_କଂଗ୍ରେସ_ଆଣିଥିଲା
ନିର୍ବାଚନ ନୂଆପଡାର ନୁହଁ ସାରା ଓଡିଶାର ନିର୍ବାଚନ, ଦେଖନ୍ତୁ ସୃଜନ କମିଟି କୋ- ଚେୟାରମ୍ୟାନ ସୁଧାଂଶୁ ଶେଖର ଦେଓଙ୍କ ସହ ନୂଆପଡା ଉପ-ନିର୍ବାଚନକୁ ନେଇ ଆଲୋଚନା।











16/10/2025

#ଚଣ୍ଡୀତଳ_ଘଟଣାରେ_ଗ୍ରାଉଣ୍ଡ_ଜିରୋର_ସ୍ଥିତି
#ମୋହନ_ସରକାରରେ_କାହାକୁ_ନ୍ୟାୟ
ଯଦି ଏଭଳି ଅବସ୍ଥାରେ ରହୁଥିବା ପୀଡ଼ିତାଙ୍କୁ ନ୍ୟାୟ ନମିଳେ ତାହେଲେ ନ୍ୟାୟ କାହାକୁ ମିଳିବ?








16/10/2025

#ଚଣ୍ଡିତଳ_ଚଣ୍ଡାଳର_ଛାତିଥରା_କାହାଣୀ
ାଡିକୁ_ଶୌଚ_ହେବାକୁ_ମହିଳା_ଯାଇଥିବା_ବେଳେ
ଗତକାଲି କାଳରାତ୍ରିରେ ଘଟିଗଲା ଏମିତି ଘଟଣା।ପୀଡ଼ିତାଙ୍କୁ ଥାନାରେ ବସାଇ ତଦନ୍ତ ଚଳାଇଛି ବଡ଼ଚଣା ପୋଲିସ। ଆସାମୀକୁ ବାନ୍ଧିବାକୁ ଜାଲ ବିଛାଇଛି ପୋଲିସ।





13/10/2025

#ବଡଚଣା_କଂଗ୍ରେସର_ଭୋଟ_ଚୋର_ଗାଦି_ଛୋଡ_କାର୍ଯ୍ୟକ୍ରମକୁ_ନେଇ_ପ୍ରେସମିଟ
କେବଳ ଭୋଟ ଚୋର ନୁହଁ ଏମାନେ ସବୁ ବାୟା କହି ସମ୍ବୋଧନ କଲେ କଂନଭେନର ତଥା ପିସିସି ସଭ୍ୟ ଚିନ୍ମୟ କୁମାର ପ୍ରଧାନ।










09/10/2025

#ଗ୍ୟାସ_ଡିବିରି_ଲାଇଟ_ପୂଜାରୁ_ଲାଇଟ_ସାଉଣ୍ଡ_ଷ୍ଟେଜର_ମଣ୍ଡପ
#କମିଟିର_ସଦସ୍ୟଙ୍କ_ସରକାରୀ_ସହଯୋଗ_ପାଇଁ_ଦାବି
ଚଳିତବର୍ଷ ଚଉବନତମ ଗଜଲକ୍ଷ୍ମୀ ପୂଜା ଘାଟକୂଳ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏଭଳି ଭାବେ ଚାଲିଛି ପୂଜାର୍ଚ୍ଚନା।କମିଟିର ସଦସ୍ୟଙ୍କ ସରକାରୀ ସହଯୋଗ ପାଇଁ ଦାବି।





 #ଚିନ୍ମୟ_ହେଲେ_ବଡ଼ଚଣା_ବ୍ଲକର_ନୂତନ_କନଭେର ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ଅନୁମୋଦନ କ୍ରମେ ମିଳିଲା ଦାୟିତ୍ଵ।ଭୋଟ ଚୋରି ପ୍ରତିବାଦରେ ଆରମ୍...
07/10/2025

#ଚିନ୍ମୟ_ହେଲେ_ବଡ଼ଚଣା_ବ୍ଲକର_ନୂତନ_କନଭେର
ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ଅନୁମୋଦନ କ୍ରମେ ମିଳିଲା ଦାୟିତ୍ଵ।ଭୋଟ ଚୋରି ପ୍ରତିବାଦରେ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନରେ ଜିଲ୍ଲା ଓ ବ୍ଲକ ପ୍ରତି କଂଗ୍ରେସ କର୍ମୀଙ୍କୁ ଦାୟିତ୍ଵ ଦେଇଛି ପିସିସି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ବଡ଼ଚଣା ବ୍ଳକର କନଭେନର ଭାବେ ପିସିସି ସଭ୍ୟ ତଥା ଯୁବ ନେତା ଶ୍ରୀଯୁକ୍ତ ଚିନ୍ମୟ କୁମାର ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଛି। ପିସିସି ସଭାପତି ଭକ୍ତ ଦାସ, ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି,ପରିବେଶ ସନ୍ତୁଳନ କମିଟି ସଦସ୍ୟ ସୁଧାଂଶୁ ଶେଖର ଦେଓଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଆଗାମୀ ଦିନରେ ଭୋଟ ଚୋରି ପ୍ରତିବାଦରେ ବଡ଼ଚଣାରେ ଦସ୍ତଖତ ଅଭିଯାନ ଆରମ୍ଭ ହେବ ବୋଲି ଅଷ୍ଟିନ ନ୍ୟୁଜକୁ ସୂଚନା ଦେଇଛନ୍ତି।








07/10/2025

#ଷୋହଳ_ମାସରେ_ଷୋହଳ_ପରୀକ୍ଷା_ବାତିଲ
#ବ୍ୟାପମ_ଦୁର୍ନୀତି_ଠାରୁ_ବଳିଯିବ_ଏସଆଇ_ଦୁର୍ନୀତି
#ସିବିଆଇକୁ_ତଦନ୍ତ_ଦିଆଯାଉ_ମୁଖ୍ୟମନ୍ତ୍ରୀ_ପର୍ଯ୍ୟନ୍ତ_ଲିଙ୍କ_ବାହାରିବ
େତୋଟି_ପରୀକ୍ଷା_ଦେଇଛନ୍ତି_ବାବୁ_ସିଂ_ମହୋଦୟ
ଏସଆଇ ଚାକିରୀ ଦୁର୍ନୀତି ଘଟଣାରେ ବିଜେପି ସରକାରକୁ କାଠଗଡାକୁ ଟାଣିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ଯେଉଁ ଯେଉଁ ରାଜ୍ୟରେ ଭାଜପା ସରକାର ସବୁଠି ଏପରି ଦୁର୍ନୀତି।










05/10/2025

#ପୁରସ୍କାର_ରାଶି_ବଢ଼ିଲେ_ବିହାରୀ_MP_ଧରି_ପାରନ୍ତି
ଚୌଦ୍ୱାର ଜେଲରୁ ଦୁଇ ବିହାରୀ ଫେରାର ଘଟଣାରେ ମନ୍ମଥଙ୍କ ମନ୍ତବ୍ୟ।




05/10/2025

#ଛାଟୋଇଙ୍କ_ଉପରେ_ବାଜିବ_କି_ଛାଟ
ବାବୁ ସିଂଙ୍କ ବୟାନ ପରେ ବଢିଲା ସସ୍ପେନ୍ସ ! ବହୁ ଚର୍ଚ୍ଚିତ ଏସଆଇ ଚାକିରୀ କେଳେଙ୍କାରୀ ଘଟଣାରେ ସୁବ୍ରତ ଛାଟୋଇଙ୍କ ବଣିକ କୋଚିଙ୍ଗ ସେଣ୍ଟରର ଅନେକ ଆଶାୟୀ ପରୀକ୍ଷାର୍ଥୀ ପଇସା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହାର ମାଲିକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବାବୁ ସିଂ ସୂଚନା ଦେଇଛନ୍ତି।







05/10/2025

#ବସ୍ତୁବାଦ_ଭୋଗବାଦର_ପ୍ରଚାର_ମଧ୍ୟରେ_ତତ୍ତ୍ଵ_ଦର୍ଶନ_ଲୁଚି_ଯାଉଛି
ବୌଦ୍ଧିକ ଓ ସାଂସ୍କୃତିକ ଅବକ୍ଷୟର କୁପରଣତି ଲେଖାକୁ ନେଇ ଅମରଙ୍କ ସ୍ପଷ୍ଟୀକରଣ। ଅବକ୍ଷୟ ସମାଜର ସୁଧାର ପାଇଁ କଣ କହୁଛନ୍ତି ଅମର ଦେଖନ୍ତୁ ଭିଡିଓ।

Address

Jajpur
754292

Alerts

Be the first to know and let us send you an email when Austin News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Austin News:

Share