SaraAkash

SaraAkash News Contain Creator in Odia people

16/10/2025

ନହକା ଛକ, ଦୁଇ ଜଣ ଯୁବକ ବାଇକ୍ ଯୋଗେ ଆସି ଅତର୍କିତ ଭାବରେ ଆଖିବୁଜା ଗୁଳି ଚାଳନା କରିଥିଲେ

16/10/2025

ଆସିଲେ ଗୁଳି ମାରି ଚାଲିଗଲେ
ନହକା ଛକ, ଦୁଇ ଜଣ ଯୁବକ ବାଇକ୍ ଯୋଗେ ଆସି ଅତର୍କିତ ଭାବରେ ଆଖିବୁଜା ଗୁଳି ଚାଳନା କରିଥିଲେ

13/10/2025

ମର୍ଦାନୀ ସ୍ପୋର୍ଟ୍ସ ଆସୋସିଏସନର ଜାତୀୟ ରେଫ୍ରି ଓ ପ୍ଲେୟାର୍ସଙ୍କ ମଧ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି

13/10/2025
13/10/2025

ବିଜେଡ଼ି ପାଉନି ପ୍ରାର୍ଥୀ ନବିନ ଚିନ୍ତାରେ କଣ କରିବେ

13/10/2025

ନୂଆପଡ଼ାରେ ବିଜେଡି ହାରିସାରିଛି ଭକ୍ତ ଦାସ
କଂଗ୍ରେସ ଜିତିକି ଅଛି
ଆପଣଙ୍କ ମତାମତ କଣ ଅଛି

13/10/2025

ତୁମ ଗୋଡ ତଳେ ପଡ଼ୁଛି ମୋତେ ଭୋଟ ଦିଅ
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

13/10/2025

ମୁଁ ନୂଆପଡ଼ା ପାଇଁ ମୋତେ ବିଜେଡି ପ୍ରାର୍ଥୀ କରୁ ମୁଁ ଜିତିକି ଦେଖେଇବି ନବିନ ବାବୁ ଥରେ ମୋ ଉପର ଭରଷା ରଖନ୍ତୁ

13/10/2025

ଦଳ ମୋତେ ଧୋକା ଦେଲା କେଉଁ ଦଳକୁ ଗଲେ ଭଲ ହେବ
#ବସନ୍ତ_ପଣ୍ଡା_ନୂଆପଡା

10/10/2025

#ଭତ୍ତା_3000_ଘୋଷଣା_କର
ତୁମେ କହିଥିଲ ଭତ୍ତା ବୃଦ୍ଧି କରି 3000 ଦେବାକୁ କଣ ପାଇଁ ଆଜି ଯାଏ ଘୋଷଣା କରାଯାଉନିବ

Address

Jajpur Road
Jajpur
755019

Alerts

Be the first to know and let us send you an email when SaraAkash posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to SaraAkash:

Share