NEWS7 ODIA

NEWS7 ODIA NEWS & MEDIA

08/09/2026

ଯାଜପୁର ଜିଲ୍ଲା ବ୍ୟାସନଗରଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କୋରେଇ ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି ।

07/09/2026

ଉଦ୍‌ଘାଟନର ୫ ମାସ ପରେ ବି ଅଚଳ ଅବସ୍ଥାରେ ପଡ଼ିରହିଛି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ନା ଅଛନ୍ତି ଏଲୋପାଥିକ୍ ଡାକ୍ତର, ନା ଅଛନ୍ତି ଫାର୍ମାସିଷ୍ଟ। ଏପର୍ଯ୍ୟନ୍ତ ହୋଇନାହିଁ ବିଦ୍ୟୁତ ସଂଯୋଗ। ଏହାସହ ୮୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଗୁଣବତ୍ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ନିର୍ମାଣର କିଛି ମାସ ମଧ୍ୟରେ ବାରଣ୍ଡା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ l
#ସ୍ୱାସ୍ଥ୍ୟକେନ୍ଦ୍ର #ଯାଜପୁର #କୋରେଇ #ବନ୍ଦାଳ #ସ୍ୱାସ୍ଥ୍ୟସେବା #ଡାକ୍ତର #ଫାର୍ମାସିଷ୍ଟ #ଓଡ଼ିଶାସମ୍ବାଦ

07/09/2026

ସ୍ୱର୍ଗତ ବିଜୟ କୁମାର ସେନାପତିଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ମହାସଂଘ କଲ୍ୟାଣ ବୋର୍ଡ ପକ୍ଷରୁ ୨ ଲକ୍ଷ ୩୦ ହଜାର ଟଙ୍କା ସହାୟତା ପ୍ରଦାନ।
#ସହାୟତାରାଶି #ଆର୍ଥିକସହାୟତା #ଡ୍ରାଇଭରମହାସଂଘ #ଯାଜପୁର #କୋରେଇ #ଓଡ଼ିଶାସମ୍ବାଦ #ନ୍ୟୁଜପାଇ

05/09/2026

ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇ ଦେଇଥିବା ଅଭିଯୋଗ ଆସିଛି ଯାଜପୁର ବିଂଝାରପୁର ବ୍ଲକ ବାସୁଦେବପୁର ଗ୍ରାମର ଶାସନପଡ଼ା ନିକଟରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ। ଶାଶୁଘରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

05/09/2026

ଯାଜପୁର ଟାଉନସ୍ଥିତ ଦେବେଶ୍ୱର ଇଣ୍ଟରନ୍ୟାସନାଲ ସ୍କୁଲରେ ଧୁମଧାମରେ ପାଳିତ ହେଲା ଗୁରୁ ଦିବସ ।
#ଗୁରୁଦିବସ #ଶିକ୍ଷକଦିବସ #ଗୁରୁଦିବସପାଳନ #ଯାଜପୁର #ଓଡ଼ିଶାସମ୍ବାଦ #ଶିକ୍ଷା ゚viralシ

05/09/2026

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଅବସରରେ ଯାଜପୁର ଯୋଡ଼ିକୁଅ ଛକ ନିକଟସ୍ଥ ରାଧେ ରାଧେ ଆଶ୍ରମରେ ଧୁମଧାମ ଓ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।
#ଜନ୍ମାଷ୍ଟମୀ #ରାଧେରାଧେଆଶ୍ରମ #ଶ୍ରୀକୃଷ୍ଣ #ରାଧାକୃଷ୍ଣ #ଜନ୍ମୋତ୍ସବ #ଯାଜପୁର #ଯାଜପୁରନ୍ୟୁଜ୍ #ଓଡ଼ିଆନ୍ୟୁଜ୍

05/09/2026

ମାଲୁଦ ମା’ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ l
#ଶ୍ରୀକୃଷ୍ଣ #ଜନ୍ମାଷ୍ଟମୀ #କୃଷ୍ଣପ୍ରସାଦ #ପୁରୀ #ଓଡ଼ିଆଖବର

04/09/2026

ଦେବେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଜନ୍ମାଷ୍ଟମୀ l
#ଶ୍ରୀକୃଷ୍ଣ #ଜନ୍ମାଷ୍ଟମୀ #ରାଧାକୃଷ୍ଣ #ଦେବେଶ୍ୱରସ୍କୁଲ #ଭକ୍ତିମୟପରିବେଶ #ସାଂସ୍କୃତିକକାର୍ଯ୍ୟକ୍ରମ #ଶ୍ରୀକୃଷ୍ଣଙ୍କଜନ୍ମାଷ୍ଟମୀ

03/09/2026

ସ୍ଵୟଂସହାୟକ ଗଷ୍ଠୀ ତାଲିମ କେନ୍ଦ୍ର ଉଦ୍‌ଘାଟିତ: ଆତ୍ମନିର୍ଭର ହେବେ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଯୁଗଳଠାରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ସିଲାଇ ଓ ତାଲିମ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି।
#ଯାଜପୁର #କୋରେଇ #ମିଶନଶକ୍ତି #ସ୍ୱୟଂସହାୟକଗୋଷ୍ଠୀ #ମହିଳାସଶକ୍ତିକରଣ #ଆତ୍ମନିର୍ଭର

01/09/2026

ଯାଜପୁର ପୌରପାଳିକାର ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳିତ l

Address

Jajpur

Telephone

+917735266588

Website

Alerts

Be the first to know and let us send you an email when NEWS7 ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NEWS7 ODIA:

Shortcuts

Share