Jatra Dhauli

Jatra Dhauli BEYOND REEL

ଯାତ୍ରା ଧଉଳିର ଆଖଡ଼ା ପୂଜାର ଝଲକ...            #ଯାତ୍ରାଧଉଳି  #ଆଖଡ଼ାପୂଜା  #ବର୍ଷଆରମ୍ଭ  #ବିଶ୍ୱଜିତରାଜ୍
21/06/2026

ଯାତ୍ରା ଧଉଳିର ଆଖଡ଼ା ପୂଜାର ଝଲକ...

#ଯାତ୍ରାଧଉଳି #ଆଖଡ଼ାପୂଜା #ବର୍ଷଆରମ୍ଭ #ବିଶ୍ୱଜିତରାଜ୍

ଆଖଡ଼ା ପୂଜା ପୂର୍ବରୁ ପ୍ରାରମ୍ଭିକ ପ୍ରସ୍ତୁତି...ବାବା ବିପିନେଶ୍ୱରଙ୍କ ପାଦପଦ୍ମରେ ପ୍ରଣିପାତ କରି ଆମେ ଆରମ୍ଭ କଲୁ ଅଭିଯାନ...           #ଯ...
21/06/2026

ଆଖଡ଼ା ପୂଜା ପୂର୍ବରୁ ପ୍ରାରମ୍ଭିକ ପ୍ରସ୍ତୁତି...

ବାବା ବିପିନେଶ୍ୱରଙ୍କ ପାଦପଦ୍ମରେ ପ୍ରଣିପାତ କରି ଆମେ ଆରମ୍ଭ କଲୁ ଅଭିଯାନ...

#ଯାତ୍ରାଧଉଳି #ଆଖଡ଼ାପୂଜା #ବର୍ଷଆରମ୍ଭ

ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ… 🌸ମାଟିର ପର୍ବ, ମାଟିର ମହକର ମିଠାପଣ ଭିତରେ ଯାତ୍ରା ଧଉଳି ପୁଣି ଆରମ୍ଭ କରୁଛି ନୂଆ ବର୍ଷର ନୂଆ ...
16/06/2026

ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ… 🌸

ମାଟିର ପର୍ବ, ମାଟିର ମହକର ମିଠାପଣ ଭିତରେ ଯାତ୍ରା ଧଉଳି ପୁଣି ଆରମ୍ଭ କରୁଛି ନୂଆ ବର୍ଷର ନୂଆ ଯାତ୍ରା…

ବର୍ଷ ବର୍ଷ ଧରି ଆପଣମାନଙ୍କ ଭଲପାଇବା ହିଁ ଆମର ସବୁଠୁ ବଡ଼ ଶକ୍ତି। ସେହି ଆଶୀର୍ବାଦ, ସେହି ତାଳି, ସେହି ସ୍ନେହକୁ ସାଥି କରି ଆସନ୍ତା ୨୧ ଜୁନ୍‌, ରବିବାରଠାରୁ ଯାତ୍ରା ଧଉଳିର ନୂଆ ବର୍ଷ, ନୂଆ ସ୍ବପ୍ନ ଓ ଏବର୍ଷର ମଞ୍ଚଯାତ୍ରା ଆରମ୍ଭ ହେବ।

ଆସନ୍ତୁ, ପୁଣିଥରେ ହଜିବା…
କାହାଣୀରେ, କଳାରେ, ଅଭିନୟରେ ଓ ଅନନ୍ତ ଭଲପାଇବାରେ..

ଜୟ ଜଗନ୍ନାଥ 🙏
ଯାତ୍ରା ଧଉଳି ପରିବାର

#ଯାତ୍ରାଧଉଳି

ମଞ୍ଚରେ ପ୍ରତିଟି ଭୂମିକାକୁ ଜୀବନ୍ତ କରିବାର ପ୍ରଚେଷ୍ଟା କରୁଥିବା ନାମ — 🎭 ଜୁନିୟର କୈଳାସ..ଏବର୍ଷ ଯାତ୍ରା ଧଉଳିରେ...   #ଯାତ୍ରାଧଉଳି      ...
14/06/2026

ମଞ୍ଚରେ ପ୍ରତିଟି ଭୂମିକାକୁ ଜୀବନ୍ତ କରିବାର ପ୍ରଚେଷ୍ଟା କରୁଥିବା ନାମ —

🎭 ଜୁନିୟର କୈଳାସ..

ଏବର୍ଷ ଯାତ୍ରା ଧଉଳିରେ...

#ଯାତ୍ରାଧଉଳି #ଯାତ୍ରା

ଅନୁଭବ କମ୍ ହୋଇପାରେ...କିନ୍ତୁ ସ୍ୱପ୍ନ ଓ ପରିଶ୍ରମର କୌଣସି ବୟସ ନ ଥାଏ...ପ୍ରତିଟି ଚରିତ୍ରକୁ ନିଜର କରିବାର ଚେଷ୍ଟା, ପ୍ରତିଟି ମଞ୍ଚରେ ଶିଖିବ...
14/06/2026

ଅନୁଭବ କମ୍ ହୋଇପାରେ...କିନ୍ତୁ ସ୍ୱପ୍ନ ଓ ପରିଶ୍ରମର କୌଣସି ବୟସ ନ ଥାଏ...

ପ୍ରତିଟି ଚରିତ୍ରକୁ ନିଜର କରିବାର ଚେଷ୍ଟା, ପ୍ରତିଟି ମଞ୍ଚରେ ଶିଖିବାର ସୁଯୋଗ...

ଯାତ୍ରା ଧଉଳିର ନୂଆ ପ୍ରତିଭା —✨ ମାନସ ✨

ଆପଣଙ୍କ ଭଲପାଇବା ହିଁ ହେବ ତାଙ୍କର ସବୁଠାରୁ ବଡ଼ ଶକ୍ତି ❤️

#ଯାତ୍ରାଧଉଳି #ଯାତ୍ରା

Trend ବଦଳେ,Talent ନୁହେଁ...ପ୍ରତି ଚରିତ୍ରରେ ଏକ ନୂଆ ଚମକ,ପ୍ରତି ଅଭିନୟରେ ଏକ ନୂଆ କାହାଣୀ।✨ BINNYHashtags:
14/06/2026

Trend ବଦଳେ,
Talent ନୁହେଁ...

ପ୍ରତି ଚରିତ୍ରରେ ଏକ ନୂଆ ଚମକ,
ପ୍ରତି ଅଭିନୟରେ ଏକ ନୂଆ କାହାଣୀ।

✨ BINNY

Hashtags:

ହସେଇବା ଯାହାଙ୍କ ଅଭ୍ୟାସ,ମନ ଜିତିବା ଯାହାଙ୍କ ଅନ୍ଦାଜ...ଆପଣଙ୍କ ପ୍ରିୟ ହାସ୍ୟ କଳାକାର🎭 ଟୁନା 🎭ଏବର୍ଷ ଯାତ୍ରା ଧଉଳିରେ....               ...
14/06/2026

ହସେଇବା ଯାହାଙ୍କ ଅଭ୍ୟାସ,
ମନ ଜିତିବା ଯାହାଙ୍କ ଅନ୍ଦାଜ...

ଆପଣଙ୍କ ପ୍ରିୟ ହାସ୍ୟ କଳାକାର
🎭 ଟୁନା 🎭

ଏବର୍ଷ ଯାତ୍ରା ଧଉଳିରେ....

ହସର ଠିକଣା ଯଦି କେହି ଖୋଜନ୍ତି,ଆଙ୍ଗୁଠି ସିଧା ଯିବ କାଠିଆ ନନାଙ୍କ ପାଖକୁ! 😄ମଞ୍ଚରେ ସେ ଥିଲେ,ହସ ଅଟକାଇବା ଅସମ୍ଭବ! 😂ଏଥର ଯାତ୍ରା ଧଉଳି ମଞ୍ଚ...
13/06/2026

ହସର ଠିକଣା ଯଦି କେହି ଖୋଜନ୍ତି,
ଆଙ୍ଗୁଠି ସିଧା ଯିବ କାଠିଆ ନନାଙ୍କ ପାଖକୁ! 😄

ମଞ୍ଚରେ ସେ ଥିଲେ,
ହସ ଅଟକାଇବା ଅସମ୍ଭବ! 😂

ଏଥର ଯାତ୍ରା ଧଉଳି ମଞ୍ଚରେ
ଆପଣଙ୍କ ପ୍ରିୟ "କାଠିଆ ନନା"- ଦିଲ୍ଲୀପ

#ଯାତ୍ରାଧଉଳି

ଯାତ୍ରା ଧଉଳି ମଞ୍ଚରେ ଦେଖିବାକୁ ପାଇବେ ଚରିତ୍ର ଅଭିନେତା ପ୍ରଭାସ ମିଶ୍ରଙ୍କୁ...   #ଯାତ୍ରାଧଉଳି    #ପ୍ରଭାସ    #ଯାତ୍ରା
13/06/2026

ଯାତ୍ରା ଧଉଳି ମଞ୍ଚରେ ଦେଖିବାକୁ ପାଇବେ ଚରିତ୍ର ଅଭିନେତା ପ୍ରଭାସ ମିଶ୍ରଙ୍କୁ...

#ଯାତ୍ରାଧଉଳି #ପ୍ରଭାସ #ଯାତ୍ରା

ପୁଣି ଥରେ ଯାତ୍ରା ଧଉଳି ମଞ୍ଚରେ ଦେଖିବାକୁ ପାଇବେ ଗୋବିନ୍ଦଙ୍କୁ...     #ଯାତ୍ରାଧଉଳି    #ଯାତ୍ରା
13/06/2026

ପୁଣି ଥରେ ଯାତ୍ରା ଧଉଳି ମଞ୍ଚରେ ଦେଖିବାକୁ ପାଇବେ ଗୋବିନ୍ଦଙ୍କୁ...

#ଯାତ୍ରାଧଉଳି #ଯାତ୍ରା

Address

BARAGADIA

Website

Alerts

Be the first to know and let us send you an email when Jatra Dhauli posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jatra Dhauli:

Shortcuts

  • Want your business to be the top-listed Media Company?

Share