Mo Odisha Khabar

Mo Odisha Khabar This is what really happened, reported by a free press to a free people.
(1)

06/08/2026

ବନ୍ୟା ପରବର୍ତୀ ଅବସ୍ଥାର ସମୀକ୍ଷା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ|

05/08/2026

ଓଡିଶା ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ସମନ୍ୱୟ ସମିତି ତରଫରୁ ରାଜ୍ୟବ୍ୟାପୀ ଧାରଣା ଦିଆଯାଇଥିବାବେଳେ, ଦଶରଥପୁର ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମିତି ତରଫରୁ ଦଶରଥପୁର ବ୍ଲକ ସମ୍ମୁଖରେ ୪ଦଫା ଦାବି ନେଇ ଧାରଣା ଓ ପ୍ରତିବାଦ ସଭା ଦେଖିବାକୁ ମିଳିଛି|

05/08/2026

#ଉପମୁଖ୍ୟମନ୍ତ୍ରୀଙ୍କୁ_ବିରୋଧକୁ_ନେଇ_ମତ_ରଖିଲେ_ସମର୍ଥକ
ଯାଜପୁର ଜିଲ୍ଲାର ଦଶରଥପୁରର ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ| ଏହାକୁ କେନ୍ଦ୍ରକରି ମତ ରଖିଛନ୍ତି ବିଜେପି ସମର୍ଥକ|

04/08/2026

#ଉପମୁଖ୍ୟମନ୍ତ୍ରୀଙ୍କ_ବନ୍ୟାଞ୍ଚଳ_ପରିଦର୍ଶନ
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟା ସ୍ଥିତି ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ|

04/08/2026

ବନ୍ୟାର କ୍ଷୟକ୍ଷତିରେ କାହାକୁ କେତେ ମିଳିବ

03/08/2026

#ପାଲ_ଲାଗି_ଧାରଣାରେ_ବସିଲେ_ବନ୍ୟା_ବିପନ୍ନ_ଲୋକେ
ବନ୍ୟା ବିପନ୍ନଙ୍କ ଲାଗି ଆସିଥିବା ପାଲ ଜୟନ୍ତରା ପଞ୍ଚାୟତବାସୀ ନ ପାଇବାରୁ ଆଜି ଦଶରଥପୁର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ସରପଞ୍ଚଙ୍କ ସମେତ ଶତାଧିକ ଲୋକେ|

03/08/2026

#ପାଲତଳେ_ସଂଘର୍ଷରତ_ଶହ_ଶହ_ଜୀବନ| ଅସହ୍ୟ ଖରା ଗରମ ଗୁଳୁଗୁଳି ସାଙ୍ଗକୁ ଅନ୍ଧାର ହେଲେ ମଶା, ସାପ ଆଦି ସରୀସୃପଙ୍କ ଭୟ, | ଖାଇବା ପିଇବା କଥା ନକହିବା ଭଲ, ଏମିତି ଦୃଶ୍ୟ ଯାହା ଛାତି ଥରାଇଦେବ| ଦଶରଥପୁର ବ୍ଲକରେ ବନ୍ୟା ରଚିଛି ଏହିପରି ତାଣ୍ଡବ|

02/08/2026

#ବନ୍ୟା_ବିପନ୍ନଙ୍କୁ_ସହାୟତା
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅଠରରୁ ଉର୍ଦ୍ଧ ପଞ୍ଚାୟତ ଜଳମଗ୍ନ ହୋଇଯାଇଥିଲା| ପାଣି ଛାଡ଼ିଛି ସତ କିନ୍ତୁ ଦୁଃଖ, ଅନାହାରରେ ଏବେ ବନ୍ୟା ବିପନ୍ନ ଲୋକେ|

02/08/2026

#ଶହେ_ବର୍ଷର_ରେକର୍ଡ_ଭାଙ୍ଗିଛି_ବନ୍ୟା
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୩୫ ପଞ୍ଚାୟତରୁ କୋଡିଏ ରୁ ଉର୍ଦ୍ଧ ପଂଚାୟତ ଜଳମଗ୍ନ ହୋଇଛି|

02/08/2026

#ବିଜେପିର_ଅଭିଯୋଗ_ଲୋକଙ୍କୁ_ଭୁଆଁ_ବୁଲାଉଛି_ବିଜେଡି
ଯାଜପୁର ଜିଲ୍ଲାରେ ବନ୍ୟା ବିଭୀଷିକା ରଚିଥିବା ବେଳେ ସରକାର ଯୋଗାଉଥିବା ରିଲିଫ ସାମଗ୍ରୀ ଲୋକଙ୍କୁ ନଦେଇ ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ଲୋକଙ୍କୁ ସରକାରଙ୍କ ବିରୁଦ୍ଧରେ ମାତାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି|

Address

Jajpur
755011

Alerts

Be the first to know and let us send you an email when Mo Odisha Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Odisha Khabar:

Shortcuts

Share