Odia love Shaayari And Knowledge

Call Directions Contact the business

Odia love Shaayari And Knowledge ନୀରବ ରହିବା ପୃଥିବୀର ସବୁଠୁ ବଡ଼ ଔଷଧ ।🌹ରାଧେ ରାଧେ🌹

06/09/2026

ସ୍ୱାର୍ଥରେ ଲୋକ ଏମିତି ଅନ୍ଧ ହୋଇଯାଆନ୍ତି ଯେ,
ଆଖି ଆଗରେ ସବୁକିଛି ସତ ଥାଇ ବି ଚିହ୍ନି ପାରନ୍ତି ନାହିଁ।
ମୂଲ୍ୟବାନ ସମ୍ପର୍କକୁ ଅବହେଳା କରି,
ମୃଗତୃଷ୍ଣା ପଛରେ ଦୌଡ଼ନ୍ତି—
ଆଉ ଯେତେବେଳେ ବୁଝନ୍ତି,
ସେତେବେଳେ ହୁଏତ ହାତରେ କିଛି ବାକି ନଥାଏ।

ପ୍ରେମ କରିବା ପାଇଁ ବୟସ ହୋଇନଥିଲା, ବାସ୍ ଗୋଟିଏ ଚେହେରା ଦେଖିଲି... ଆଉ ଭୁଲ୍ କରିବସିଲି.."
10/06/2026

ପ୍ରେମ କରିବା ପାଇଁ ବୟସ ହୋଇନଥିଲା,
ବାସ୍ ଗୋଟିଏ ଚେହେରା ଦେଖିଲି... ଆଉ ଭୁଲ୍ କରିବସିଲି.."

12/05/2026

ଆମେ ତେଲ ବଞ୍ଚେଇବୁ
ଆମେ ସୁନା କିଣିବୁନି
ଆମେ ବିଦେଶ ଯିବୁନି
ଆଉ ସରକାର ଖାଲି ମାଗଣା ଯୋଜନା କରି ଟଙ୍କା ବାଣ୍ଟିବେ।

ଆସୁଛିରେ କଳିଆ ସବୁତକ ମାନ ଅଭିମାନ ବାଢିଦେବି ତୋ ହାତ ଆଞ୍ଜୁଳିରେ....
09/05/2026

ଆସୁଛିରେ କଳିଆ
ସବୁତକ ମାନ ଅଭିମାନ ବାଢିଦେବି ତୋ ହାତ ଆଞ୍ଜୁଳିରେ....

ସମୟ ଆଉ ବୁଝିବାର ଶକ୍ତି ଏକା ସାଙ୍ଗରେ        ସମସ୍ତଙ୍କ ପାଖରେ ନଥାଏ.......କାରଣ ଯେତେବେଳେ ସମୟ ଥାଏ ମଣିଷ ବୁଝିପାରେ ନାହିଁ ଆଉ ଯେତେବେଳେ ...
09/05/2026

ସମୟ ଆଉ ବୁଝିବାର ଶକ୍ତି ଏକା ସାଙ୍ଗରେ
ସମସ୍ତଙ୍କ ପାଖରେ ନଥାଏ.......
କାରଣ ଯେତେବେଳେ ସମୟ ଥାଏ ମଣିଷ ବୁଝିପାରେ ନାହିଁ
ଆଉ ଯେତେବେଳେ ବୁଝିବା ଆରମ୍ଭ କରେ
ସେତେବେଳେ ସମୟ ନଥାଏ........

ହଁ ମୁଁ ତାକୁ ଶବ୍ଦରେ ସଜାଏ ତା ପାଇଁ ଅନେଗୁଡ଼ିଏ ଭାବନା ହେଲେ ସେ କଣ ବୁଝୁଥିବ?ସେ ଯଦି ପଢ଼ି ପାରନ୍ତା ମୋ ଅବିଶ୍ରାନ୍ତ ଲୁହ କୁ ହୁଏ ତ ବୁଝି ଯ...
07/05/2026

ହଁ ମୁଁ ତାକୁ ଶବ୍ଦରେ ସଜାଏ
ତା ପାଇଁ ଅନେଗୁଡ଼ିଏ ଭାବନା
ହେଲେ ସେ କଣ ବୁଝୁଥିବ?
ସେ ଯଦି ପଢ଼ି ପାରନ୍ତା ମୋ
ଅବିଶ୍ରାନ୍ତ ଲୁହ କୁ ହୁଏ ତ ବୁଝି ଯାଆନ୍ତା
ଆଜି ବି ତାକୁ କେତେ ଝୁରି ହୁଏ।
ମୋର ପ୍ରତ୍ୟେକ ପ୍ରିୟ ଜିନିଷ ଗୁଡାକୁ
ସେ ଏମିତି ଘୃଣା କରନ୍ତାନି
ଲମ୍ବା ତାଲିକା ମୋ ବଦ୍ ଗୁଣର ତା ପାଖେ ଏବେ
ସବୁଠୁ ନିଆରା ବୋଲିକହିଥିଲା ଦିନେ

ନା ପଶ୍ଚାତାପ ଅତିତ ବଦଳାଇ ପାରିବନା ଆଉ ଚିନ୍ତା ଭବିଷ୍ୟତ ବଦଳାଇ ଦେବ..   ,, #ପାଗଳ_ମୁଁ
06/05/2026

ନା ପଶ୍ଚାତାପ ଅତିତ ବଦଳାଇ ପାରିବ
ନା ଆଉ ଚିନ୍ତା ଭବିଷ୍ୟତ ବଦଳାଇ ଦେବ.. ,,
#ପାଗଳ_ମୁଁ

ଆଖିରେ ବାନ୍ଧି ରଖି ଦିଅ ନା ଦୁନିଆଁ ପାଦରେ ବେଡି ପକେଇ ରଖିଛିତୋତେ ନିଜର କରିବାକୁ #ପାଗଳ_ମୁଁ
06/05/2026

ଆଖିରେ ବାନ୍ଧି ରଖି ଦିଅ ନା
ଦୁନିଆଁ ପାଦରେ ବେଡି ପକେଇ ରଖିଛି
ତୋତେ ନିଜର କରିବାକୁ
#ପାଗଳ_ମୁଁ

ଶେଷ ଥର ପାଇଁ କେବଳ ଏତିକିତୁମ ଖୁସି ହିଁ ମୋର ସବୁଠୁ ବଡ଼ ଇଚ୍ଛାମୁଁ ତୁମ ଜୀବନରେ ରହିବି କି ନାହିଁ ସେଥିରେ କିଛି ମାନେ ନାହିଁ,କିନ୍ତୁ ମୋର ପ୍...
05/05/2026

ଶେଷ ଥର ପାଇଁ କେବଳ ଏତିକି
ତୁମ ଖୁସି ହିଁ ମୋର ସବୁଠୁ ବଡ଼ ଇଚ୍ଛା
ମୁଁ ତୁମ ଜୀବନରେ ରହିବି କି ନାହିଁ ସେଥିରେ କିଛି ମାନେ ନାହିଁ,
କିନ୍ତୁ ମୋର ପ୍ରତିଟି ପ୍ରାର୍ଥନାରେ ସଦା ତୁମେ ରହିବ !!

ତୁମ ହସ ସେଇ ଅବିଚଳ ରହୁ
ଯାହା ପାଇଁ ମୁଁ ସବୁକିଛି ଭୁଲିଯାଇଥିଲି
ଦୂରେ ଥିଲେ ବି, ମୋ ଭଲପାଇବା
ସଦା ତୁମ ପାଇଁ ଶୁଭେଚ୍ଛା ହୋଇ ରହିବ !!

ତୁମକୁ ନିଜର କରି ଭାବିନେଲିସବୁ କିଛି ମୋର ହେଇଗଲା ବୋଲି ଲାଗିଲା !!କିନ୍ତୁ ଶେଷରେ ବୁଝିଲିମୋ ପାଖରେ ସବୁ ଅଛିସେହି ମିଠା ସ୍ମୃତି, ସେହି ଅନୁଭୂ...
05/05/2026

ତୁମକୁ ନିଜର କରି ଭାବିନେଲି
ସବୁ କିଛି ମୋର ହେଇଗଲା ବୋଲି ଲାଗିଲା !!

କିନ୍ତୁ ଶେଷରେ ବୁଝିଲି
ମୋ ପାଖରେ ସବୁ ଅଛି
ସେହି ମିଠା ସ୍ମୃତି, ସେହି ଅନୁଭୂତି
କେବଳ ତୁମେ ନାହଁ
ଯାହା ପାଇଁ ସବୁ କିଛି ଥିଲା !!

ସ୍ମୃତି ରହିଗଲା, ଅନୁଭୂତି ରହିଗଲା
କିନ୍ତୁ ଯାହା ସବୁଠୁ ଦରକାର
ସେ ତୁମେ ଅଧୁରା ହିଁ ରହିଗଲା… 💔

Address

Jajpur

Telephone

+917892768960

Website

Alerts

Be the first to know and let us send you an email when Odia love Shaayari And Knowledge posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia love Shaayari And Knowledge:

Shortcuts

Share