Dev Sahoo Odia

Dev Sahoo Odia Email- [email protected]
Call- 6371803459

Dev Sahoo Odia is an Odia information platform for current affairs, India & world politics, breaking news analysis, general science, research-based facts, global events, defence, explained in Odia.

19/07/2026

ଏବେ ଆମେ କଣ କରିବା? 🫤

15/07/2026

2003 ମସିହାରେ ଭାରତ Ethanol Blended Petrol Programme ଆରମ୍ଭ କରିଥିଲା। ସେଠାରୁ ଆଜିର E20 ପର୍ଯ୍ୟନ୍ତ ଭାରତ କିପରି ପହଞ୍ଚିଲା?

ଏହି ଭିଡିଓରେ ଜାଣନ୍ତୁ Ethanol Blending Programme ର ସମ୍ପୂର୍ଣ୍ଣ ଇତିହାସ, ସରକାରଙ୍କ ନୀତି, କୃଷକଙ୍କ ଭୂମିକା, ତୈଳ ଆମଦାନି କମାଇବାର ପ୍ରୟାସ ଏବଂ କାହିଁକି Ethanol ଭାରତର Energy Security ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି।

15/07/2026

ଆପଣ କେବେ ଭାବିଛନ୍ତି କି Ethanol କେଉଁଠୁ ଆସେ? ଏହା କି ପେଟ୍ରୋଲ ପରି ଭୂମିରୁ ବାହାରେ, ନା କୃଷିଜ ପଦାର୍ଥରୁ ତିଆରି ହୁଏ?

ଏହି ଭିଡିଓରେ ଜାଣନ୍ତୁ ଆଖୁ, ମକା, ଭଙ୍ଗା ଚାଉଳ, ମୋଲାସେସ୍ ଓ ଅନ୍ୟାନ୍ୟ କୃଷିଜ ପଦାର୍ଥରୁ କିପରି Fermentation ଓ Distillation ପ୍ରକ୍ରିୟା ମାଧ୍ୟମରେ Ethanol ପ୍ରସ୍ତୁତ ହୁଏ। ଭାରତ କାହିଁକି Ethanol ଉପରେ ଏତେ ଗୁରୁତ୍ୱ ଦେଉଛି, ତାହା ମଧ୍ୟ ଜାଣନ୍ତୁ।

15/07/2026

ଆପଣ ଯେଉଁ ପେଟ୍ରୋଲ ପମ୍ପରେ E20 Petrol ଲେଖା ଦେଖୁଛନ୍ତି, ତାହାର ଅର୍ଥ କଣ? E85 ଓ E100 Fuel କଣ? ସବୁ ଗାଡ଼ିରେ ଏହି ଇନ୍ଧନ ବ୍ୟବହାର କରାଯାଇପାରିବ କି?

ଏହି ଭିଡିଓରେ ଜାଣନ୍ତୁ E20, E85 ଓ E100 Fuel ର ସମ୍ପୂର୍ଣ୍ଣ ଅର୍ଥ, ଏଥିରେ କେତେ ପ୍ରତିଶତ Ethanol ଓ କେତେ ପ୍ରତିଶତ Petrol ରହେ, ଏବଂ ଭବିଷ୍ୟତରେ ଭାରତର Fuel System କିପରି ବଦଳିବାକୁ ଯାଉଛି। ସହଜ ଓଡ଼ିଆରେ ବୁଝନ୍ତୁ Ethanol Blended Petrol ର ସତ୍ୟ।

10/04/2026

⚠️ ଏକ ପାଇଲଟ୍‌କୁ ବଞ୍ଚାଇବାରେ… ଆମେରିକା କେତେ ହାରିଲା? ସତ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ!
ଏହି ମିଶନ୍ କେବଳ success ନୁହେଁ—ଏହାର ପଛରେ ରହିଛି ବଡ଼ asset loss
💥 Confirmed losses:
👉 2 MC-130 transport aircraft destroy କରାଗଲା (enemy ହାତରୁ ବଞ୍ଚାଇବାକୁ)
👉 Multiple helicopters hit by enemy fire
👉 A-10 aircraft hit during operation

💥 Reports & claims:
👉 Iran claims multiple US aircraft & drones shot down
👉 Drones (MQ-9, others) involved and targeted
Reuters
📌 Reality:
👉 Mission ଜିତିଲା… କିନ୍ତୁ heavy risk & multi-million dollar damage
👉 Some aircraft deliberately destroyed to protect secret tech
The Washington Post
🔥 ଏହା ଦେଖାଏ—
“War କିମ୍ବା Rescue… cost ସବୁବେଳେ ଥାଏ!”
👉 ପ୍ରଶ୍ନ: ଏକ ଜୀବନ ପାଇଁ ଏତେ ବଡ଼ ନଷ୍ଟ justified କି?

10/04/2026

🚨 ଇରାନ୍ ଭିତରେ F-15E fighter jet ପଡିଗଲା … ଏବଂ ଆରମ୍ଭ ହେଲା ଆମେରିକାର ସବୁଠୁ ଜଟିଳ rescue mission!

ଏହି ଅପରେସନ୍ ସାଧାରଣ ନୁହେଁ—ଏହା ଥିଲା Combat Search and Rescue (CSAR)

📌 କିଏ ଅଂଶଗ୍ରହଣ କଲେ?
👉 US Air Force Special Tactics Teams
👉 Navy SEAL Team Six (DEVGRU)
👉 CIA intelligence support
👉 200+ Special commandos
📌 କେଉଁ equipment ବ୍ୟବହାର ହେଲା?
✈️ 155 aircraft (fighters, bombers, tankers)
🚁 HH-60 / MH-6 helicopters
🛰️ Surveillance drones & satellites
💻 Electronic warfare & jamming ସ୍ଵଷ୍ଟଏମ୍ସ

📌 Ground reality:
👉 ପାଇଲଟ୍ 2 ଦିନ ପର୍ଯ୍ୟନ୍ତ ପାହାଡ଼ରେ ଲୁଚିଥିଲେ
👉 US forces ଓ Iran forces ମଧ୍ୟରେ race ଚାଲିଥିଲା
👉 Rescue time ~7 ଘଣ୍ଟା operation inside enemy territory

💥 ଏହା କେବଳ rescue ନୁହେଁ… ଏହା ହେଉଛି technology + strategy + survivalର real ଟେଷ୍ଟ

👉 ପ୍ରଶ୍ନ: ଏକ ପାଇଲଟ୍ ପାଇଁ 155 aircraft use କରିବା—ଏହା power ନା pressure?

25/03/2026

ଯଦି ଆଜି ଯୁଦ୍ଧ ଶେଷ ହେଉଥାନ୍ତା…📍
ତାହେଲେ କାଲି ସବୁକିଛି ନର୍ମାଲ୍ ହୋଇଯିବ କି?
👉 ସତ୍ୟଟା — ନାହିଁ।
Iran ଓ United States ମଧ୍ୟରେ ଚାଲୁଥିବା ଏହି ସଂଘର୍ଷ ଯଦି ଏବେ ଶେଷ ହେଉଥାଏ…
ତାହାହେଲେ ମଧ୍ୟ ତାର ପ୍ରଭାବ ମାସ ମାସ ଧରି ରହିପାରେ।
👉 କାହିଁକି?
🔻 ତେଲ ମାର୍କେଟ୍ ତୁରନ୍ତ ସ୍ଥିର ହେଉନାହିଁ
🔻 ସପ୍ଲାଇ ଚେନ୍ ପୁଣି ସେଟ୍ ହେବାକୁ ସମୟ ଲାଗେ
🔻 ବ୍ୟବସାୟ ଓ ନିବେଶରେ ଅନିଶ୍ଚିତତା ରହିଯାଏ
🔻 ଭୟ ଓ ତନାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ
👉 ଏହା କେବଳ ଏକ ଯୁଦ୍ଧ ନୁହେଁ…
ଏହା ଏକ economic shock ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ।
👉 ତେବେ ପ୍ରଶ୍ନ ହେଉଛି —
ଯୁଦ୍ଧ ଶେଷ ହେଲେ ବି ଆମେ କେତେ ସିଘ୍ର ସାଧାରଣ ଜୀବନକୁ ଫେରିପାରିବୁ?






Geopolitics
WarImpact
MiddleEastConflict
EconomicCrisis
DevSahooOdia
Reels

25/03/2026

ଭବିଷ୍ୟତରେ ଆସୁଛି ବଡ଼ ଚ୍ୟାଲେଞ୍ଜ…🇮🇳🔱
ଏହା କେବଳ ଯୁଦ୍ଧ ନୁହେଁ — ଏହା ଆମ ଜୀବନକୁ ପ୍ରଭାବିତ କରିପାରେ।
Narendra Modi ସମ୍ପ୍ରତି ଚେତାବନୀ ଦେଇଛନ୍ତି —
ଇରାନ ଯୁଦ୍ଧର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ।
👉 ପ୍ରଶ୍ନ ହେଉଛି —
ଏହାର ପ୍ରଭାବ ଆମ ଉପରେ କେମିତି ପଡ଼ିବ?
🔻 ତେଲ ଦର ବଢ଼ିପାରେ
🔻 ପେଟ୍ରୋଲ୍, ଡିଜେଲ୍ ଓ LPG ଦାମ ବଢ଼ିପାରେ
🔻 ଖାଦ୍ୟ ଓ ଦୈନିକ ସାମଗ୍ରୀ ମହଙ୍ଗା ହୋଇପାରେ
🔻 ସପ୍ଲାଇ ଚେନ୍ ବିଘ୍ନ ହୋଇପାରେ
ଏହି ଯୁଦ୍ଧ କେବଳ Iran ଓ United States ମଧ୍ୟରେ ନୁହେଁ…
ଏହା ଆମ ଅର୍ଥନୀତିକୁ ସିଧା ପ୍ରଭାବିତ କରିପାରେ।
👉 PM Modi କହିଛନ୍ତି —
ଆସୁଥିବା ସମୟ ଆମ ପାଇଁ ଏକ ବଡ଼ ପରୀକ୍ଷା ହେବ।
ସେଇଥିପାଇଁ —
ଆମେ ପ୍ରସ୍ତୁତ ତ?





Geopolitics
GlobalImpact
EnergyCrisis
WarImpact
DevSahooOdia
Reels

22/03/2026

ବିଶ୍ୱ ଆଶ୍ଚର୍ଯ୍ୟଚକିତ! 🌍😳
ଇରାନ 4000 କିଲୋମିଟର ଦୂରରେ ଥିବା ଆମେରିକା-ୟୁକେ ମିଲିଟାରୀ ବେସ୍ “ଡିଏଗୋ ଗାର୍ସିଆ” କୁ ଟାର୍ଗେଟ୍ କଲା!
ସମ୍ବାଦ ଅନୁସାରେ, ଇରାନ 2ଟି ବାଲିଷ୍ଟିକ୍ ମିସାଇଲ୍ ଲଞ୍ଚ କରିଥିଲା…
ଯାହା ମଧ୍ୟରୁ ଗୋଟିଏ ମିଡ୍-ଏୟାରରେ ଫେଲ୍ ହେଲା ଓ ଅନ୍ୟଟିକୁ ଆମେରିକା ଇଣ୍ଟରସେପ୍ଟ କଲା

କିନ୍ତୁ ଏଠାରେ ମୁଖ୍ୟ କଥା ହେଉଛି—
ଏହା ହିଟ୍ କଲା କି ନାହିଁ ସେଟା ନୁହେଁ…
👉 ମୁଖ୍ୟ କଥା ହେଉଛି —
ଇରାନ ଏବେ 4000 କିମି ଦୂରକୁ ଟାର୍ଗେଟ୍ କରିପାରୁଛି!
ଏହି ଘଟଣା ପରେ ଇଉରୋପିୟ ଦେଶମାନେ ମଧ୍ୟ ଆଲର୍ଟ ହୋଇଗଲେ…
କାରଣ ଏହି ରେଞ୍ଜ ଥିଲେ ବଡ଼ ସହରମାନେ ମଧ୍ୟ ରିସ୍କରେ ପଡ଼ିପାରନ୍ତି

ଏହା କେବଳ ଏକ ଆକ୍ରମଣ ନୁହେଁ…
ଏହା ଗୋଟେ ସିଗ୍ନାଲ୍ —

👉 “War is no longer regional… it is becoming global.”
ଏବେ ପ୍ରଶ୍ନ ହେଉଛି—
ଏହା ଏକ failed attack…
ନା କି ଗୋଟେ powerful warning? 🔥

MiddleEastWar Geopolitics MissileStrike GlobalTension WarUpdate

17/03/2026

ଅମେରିକା ଗୋଟେ ବଡ଼ ଭୁଲ କରିଦେଲା କି?
ସେମାନେ ଭାବିଲେ — ଇରାନ ୱେନେଜୁଏଲା ଭଳି ଦୁର୍ବଳ ଦେଶ…
କିଛି ଦିନ ମଧ୍ୟରେ ଚାପରେ ଭାଙ୍ଗି ପଡ଼ିବ।
କିନ୍ତୁ ସତ୍ୟଟା ଅନ୍ୟ କିଛି…
Iran–Iraq War ପରେ ଇରାନ ନିଜକୁ ଏମିତି ଭାବରେ ତିଆରି କଲା —
ଯେଉଁଥିରେ ଲମ୍ବା ସମୟର ଯୁଦ୍ଧରେ ଟିକି ରହିବା ପାଇଁ ସମସ୍ତ ପ୍ରସ୍ତୁତି ଥିଲା।
ମିସାଇଲ୍, ଡ୍ରୋନ୍, decentralized system…
ସବୁକିଛି ଗୋଟେ ପ୍ଲାନ୍ ଅନୁସାରେ।
ସେଇଥିପାଇଁ —
ଇରାନ ସହଜରେ ଭାଙ୍ଗୁନାହିଁ…
ଏବଂ ଯୁଦ୍ଧ ଅପେକ୍ଷା କରାଯାଉଥିବାଠାରୁ ଅଧିକ ଲମ୍ବା ହେଉଛି।
👉 ତେବେ ପ୍ରଶ୍ନ ହେଉଛି —
ଅମେରିକା ଇରାନକୁ ଠିକ୍ ଭାବରେ ବୁଝିପାରିଲା କି?

Address

Dharmasala
Jajpur
755008

Alerts

Be the first to know and let us send you an email when Dev Sahoo Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dev Sahoo Odia:

Shortcuts

Share