Bari Vikash Manch

Bari Vikash Manch BARI VIKASH MANCH ( BVM) IS A SOCIAL ORGANIZATION

09/07/2024
07/07/2024

*। ହରି ଓମ୍ ।*

*ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବରୀ ଖଣ୍ଡ ର* ___ ଆଜି ନୂତନ ଭାବେ ଦାୟିତ୍ଵ ଘୋଷିତ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ *ବରୀ ବିକାଶ ମଞ୍ଚ ତରଫରୁ* ଢେର ସାରା ଶୁଭେଛା ଓ ଅଭିନନ୍ଦନ 💐💐💐

୧.ରାଜେଶ ରାୟ _ ଖଣ୍ଡ ଶାରୀରିକ ପ୍ରମୁଖ
୨. ଅବିନାଶ ଧଳ _ ଖଣ୍ଡ ଜାଗରଣ ପ୍ରମୁଖ
୩. ନଳିନୀ କାନ୍ତ ଜେନା_ ଖଣ୍ଡ ବର୍ଗ ବୈଠକ ପ୍ରମୁଖ
୪. ବିଜୟ କୁମାର ସାହୁ _ ଅଟିରା ମଣ୍ତଳ ପ୍ରମୁଖ
୫. ସୂର୍ଯ୍ୟ ନାରାୟଣ ମହାପାତ୍ର_ ଚନ୍ଦନପୁର ମଣ୍ତଳ ପ୍ରମୁଖ
୬. ସୁଭ୍ରକାନ୍ତ ଧଳ _ ବାଲିବିଲ ମଣ୍ତଳ ପ୍ରମୁଖ
୭. ମୃତୁଞ୍ଜୟ ନାୟକ _ ରତ୍ନଗିରି ମଣ୍ତଳ ପ୍ରମୁଖ

 # ବରୀ ବିକାଶ ମଞ୍ଚ _ପରିବାର ତରଫରୁ ଯୁଗ ପୁରୁଷ ତଥା ସମାଜ ସେବୀ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଶ୍ରlଦ୍ଧ ଦିବସ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି...
29/06/2024

# ବରୀ ବିକାଶ ମଞ୍ଚ _ପରିବାର ତରଫରୁ ଯୁଗ ପୁରୁଷ ତଥା ସମାଜ ସେବୀ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଶ୍ରlଦ୍ଧ ଦିବସ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ ଜଣାଉଛୁ 🙏🙏

26/06/2024
 #ଵରି ବିକାଶ ମଞ୍ଚ ତରଫରୁ__ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫୧ ତମ ରାଜ୍ୟାରୋହଣ ଉତ୍ସବରେ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।
20/06/2024

#ଵରି ବିକାଶ ମଞ୍ଚ ତରଫରୁ__ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫୧ ତମ ରାଜ୍ୟାରୋହଣ ଉତ୍ସବରେ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ।

11/06/2024

Address

BARI
Jajpur

Website

Alerts

Be the first to know and let us send you an email when Bari Vikash Manch posts news and promotions. Your email address will not be used for any other purpose, and you can unsubscribe at any time.

Share