Life with Krishna

Life with Krishna Contact information, map and directions, contact form, opening hours, services, ratings, photos, videos and announcements from Life with Krishna, Digital creator, Jajpur.

ରାଧେ ରାଧେ କହି ଚାଲ,
ଦୁଃଖ ଆପେଆପେ ଦୂରେ ଯାଏ।
କୃଷ୍ଣ କୃଷ୍ଣ କହି ହସ,
ଭୟ ହୃଦୟ ଛାଡ଼ି ପଳାଏ।
ଯେ ନାମରେ ଲୁହ ଝରେ,
ସେଇ ନାମେ କୃଷ୍ଣ ମିଳନ୍ତି।
ନାମ ଜପ ହିଁ ଜୀବନ,
ବାକି ସବୁ ମାୟା ମାତ୍ର। Hare Krishna 👏 Dandovat pranam to all vaishnavs 🙏 YouTube 🔗📌 https://yt.openinapp.co/d1lla

16/09/2026

କୃଷ୍ଣ ଭୁଲିବେ ନାହିଁ... ବାସ୍ ସରଣାଗତ ହୁଅନ୍ତୁ। 🥰🙏🏿 Swadhin Kumar Nath

📌 ଶୁଭ ସକାଳ ହରେ କୃଷ୍ଣ, ରାଧେ ରାଧେ 🙇🏻‍♂️
16/09/2026

📌 ଶୁଭ ସକାଳ
ହରେ କୃଷ୍ଣ, ରାଧେ ରାଧେ 🙇🏻‍♂️

15/09/2026

ଦୁନିଆର ସବୁ ଶକ୍ତି ଗୋଟିଏ ପାଖରେ, ଆଉ ତାଙ୍କ ନାମର ବଳ ଅନ୍ୟ ପାଖରେ... ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀମତୀ ରାଧାରାଣୀଙ୍କ ଭକ୍ତି ହିଁ ହୃଦୟକୁ ସବୁଠାରୁ ବଡ଼ ସାହସ ଦେଇଥାଏ। 🥰🙏🏿 Swadhin Kumar Nath

📌 ଶୁଭ ସନ୍ଧ୍ୟା 🪔ହରେ କୃଷ୍ଣ ରାଧେ ରାଧେ 🙇🏻‍♂️
15/09/2026

📌 ଶୁଭ ସନ୍ଧ୍ୟା 🪔
ହରେ କୃଷ୍ଣ ରାଧେ ରାଧେ 🙇🏻‍♂️

📌 ଶୁଭ ଅପରାହ୍ନ 🌞 ହରେ କୃଷ୍ଣ ରାଧେ ରାଧେ 🥰🙏🏿
15/09/2026

📌 ଶୁଭ ଅପରାହ୍ନ 🌞
ହରେ କୃଷ୍ଣ ରାଧେ ରାଧେ 🥰🙏🏿




15/09/2026

ପରିସ୍ଥିତି ଜେତେ ବି କଠିନ ହେଉ ନା କାହିଁକି, ବସ୍ ସଦାସର୍ବଦା ନିଷ୍ଠା ରଖନ୍ତୁ। ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀମତୀ ରାଧାରାଣୀ ସେଠାରେ ରାସ୍ତା ତିଆରି କରନ୍ତି ଯେଉଁଠି ସବୁ ଆଶା ଶେଷ ହୋଇଯାଏ। 🥰🙏🏿 Swadhin Kumar Nath

📌 ଶୁଭ ସକାଳ 🌞ହରେ କୃଷ୍ଣ ରାଧେ ରାଧେ 🙇🏻‍♂️
15/09/2026

📌 ଶୁଭ ସକାଳ 🌞
ହରେ କୃଷ୍ଣ ରାଧେ ରାଧେ 🙇🏻‍♂️

📌 ଶୁଭ ରାତ୍ରୀ 😴💤....🌹
14/09/2026

📌 ଶୁଭ ରାତ୍ରୀ 😴💤....🌹


📌 ଶୁଭ ସନ୍ଧ୍ୟା....🌹
14/09/2026

📌 ଶୁଭ ସନ୍ଧ୍ୟା....🌹


Address

Jajpur

Alerts

Be the first to know and let us send you an email when Life with Krishna posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share