Taladhwaja Tv

Taladhwaja Tv Taladhwaja Tv is Odisha's First and No.1 News And Devotional Channel
(1)

07/06/2025

Nachibi Mu Dhuli Udeyi Are Mo Goura Raja | Astaprahari Nagara Song | Taladhwaja Tv

05/06/2025

ଶେଷ ହେବ କଳିଯୁଗ | ଏହି ଦିନ ବାଇଶି ପାହାଚରେ | ଖେଳିବ ୨ମୁଣ୍ଡିଆ ମୀନ

05/06/2025

ସବୁଠାରୁ ଶକ୍ତିଶାଳୀ ହନୁମାନ ଚାଳିଶା // Shri Hanuman Chalisa By Kumar Chintu // New Hanuman Bhajan 2025

02/06/2025

୨୦୨୫ ଶେଷରେ ଧ୍ବଂସ ପାଇବ ବିଶ୍ଵ ରାଗିଛନ୍ତି ପ୍ରଭୁ ଜଗନ୍ନାଥ |ସତ ହେବ ମାଳିକା ବଚନ| Bhavishya Malika 2025 !

01/06/2025

ଶ୍ରୀମନ୍ଦିରକୁ ଦୂରରୁ ଦେଖି ଆଶ୍ଚର୍ଯ୍ୟ ଫେଲ୍ ମାରିଲା ଆମେରିକା ବୈଜ୍ଞାନିକଙ୍କ ଆଧୁନିକ ଯନ୍ତ୍ର Lord Jagannath Real Story

29/05/2025

Lord Jagannath Story Puri Odisha

24/05/2025

Tate Bhabile Lage Anand - ତତେ ଦେଖିଲେ ଲାଗେ ଆନନ୍ଦ - New Jagannath Bhajan 2025 - Odia Bhajan Hits

20/05/2025

Kumar Jitu Trending Kirtan Odia Song

04/05/2025

ସିରିଜ ଚୋରୀ ଘଟଣାରେ 7 ଗିରଫ|
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ପୋଲିସ କୁ ଚ୍ୟାଲେଞ୍ଜ କଲା ଭଳି ଗୋଟିଏ ପରେ ଗୋଟିଏ ଡକାୟତି ଚାଲିଥିଲା| ଯାହା ପୋଲିସ ସମେତ ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା| ତେବେ ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ, ଚୋରୀର ମାଧ୍ୟମ ଏବଂ ଚୋରୀ ହେଉଥିବା ଘର ଆଦିକୁ ଲକ୍ଷ କରି ଦୀର୍ଘ ଦିନ ହେବ ତଦନ୍ତ ଜାରି ରଖିଥିଲା| ଫଳ ସ୍ୱରୂପ ବାଇକ ଚୋର ଠାରୁ ଆରମ୍ଭ କରି ଡକାୟତି ଘଟଣାରେ ସମ୍ପୃକ୍ତ ସ୍ଥାନୀୟ 7 ଜଣ ଯୁବକଙ୍କୁ ଉଠାଇ ନେଇଛି ମଙ୍ଗଳପୁର ପୋଲିସ| ପ୍ରକାଶ ଥାଉ କି ଗତ କିଛି ମାସ ମଧ୍ୟରେ ଏହି ଲୁଟେରା ମାନେ ଚଷାଖଣ୍ଡ, ଦିହୁଡିସାହି, ଓଳସାହି, ହୀରାପୁର ଏବଂ ମଙ୍ଗଳପୁର ବଜାର, ଦୋକାନ ଆଦିରେ ଚୋରୀର ପ୍ରକ୍ରିୟା ଜାରି ରଖିଥିଲେ | ଏମାନଙ୍କ ଲିଙ୍କ ଜିଲ୍ଲାର ମଙ୍ଗଳପୁର ଠାରୁ ଆରମ୍ଭ କରି କୋରେଇ, କେନ୍ଦୁଝର ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି ଯେଉଁମାନେ ଟଙ୍କା, ସୁନା, ଗାଡି, ମୋବାଇଲ ଆଦି ଲୁଟ କରିଆସୁଥିଲେ| ତେବେ ଏମାନଙ୍କ ଗିରଫଦାରୀ ନିଶ୍ଚିତ ଭାବେ ଜନସାଧାରଣଙ୍କୁ ଆଶ୍ବସ୍ତି ଦେବ|

Maa  ゚viralシ
30/04/2025

Maa ゚viralシ

30/04/2025

ସତ ହେବକି ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ | ୨୦୨୫ର ସବୁଠୁ ବଡ଼ ଭବିଷ୍ୟବାଣୀ !

29/04/2025

Yeh Dua Hai Meri Rab Se | Hindi Swarare || Hare Krishna Mahamantra Viral Kirtan

Address

Jajpur Odisha
Jajpur
755011

Website

Alerts

Be the first to know and let us send you an email when Taladhwaja Tv posts news and promotions. Your email address will not be used for any other purpose, and you can unsubscribe at any time.

Share