05/08/2024
ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆମ ପ୍ରିୟ ନେତ୍ରୀ #ଶ୍ରୀମତୀ_ପ୍ରମିଳା_ମଲ୍ଲିକ_ମହୋଦୟା ସାରା ଓଡ଼ିଶାର ମହିଳାଙ୍କୁ ସୁଚନା ଦେଇଛନ୍ତି।
ସରକାର ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ତିଆରି କରିନାହାନ୍ତି ଅର୍ଥାତ୍ କେଉଁମାନେ ପାଇବେ କଣ କଣ ଆବଶ୍ୟକ କେମିତି ତାହା କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇନାହିଁ କି ଯୋଜନା ତିଆରି ହୋଇନାହିଁ। ସାଧାରଣ ମହିଳାଟିଏ ବୋହୁତ ଖର୍ଚ୍ଚାନ୍ତ ହେବା ସହିତ ହଇରାଣ ହୋଇସାରିଲାଣି।ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆମ ପ୍ରିୟ ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସାରା ଓଡ଼ିଶାର ମହିଳାଙ୍କୁ ସୁଚନା ଦେଇଛନ୍ତି।
ସରକାର ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ତିଆରି କରିନାହାନ୍ତି ଅର୍ଥାତ୍ କେଉଁମାନେ ପାଇବେ କଣ କଣ ଆବଶ୍ୟକ କେମିତି ତାହା କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇନାହିଁ କି ଯୋଜନା ତିଆରି ହୋଇନାହିଁ। ସାଧାରଣ ମହିଳାଟିଏ ବୋହୁତ ଖର୍ଚ୍ଚାନ୍ତ ହେବା ସହିତ ହଇରାଣ ହୋଇସାରିଲାଣି।