Sanat Kumar Sahu

Sanat Kumar Sahu public figure

29/03/2026

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଏବଂ କର୍ମକର୍ତ୍ତାମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ରାଇବଣିଆ ଥାନା ସମ୍ମୁଖରେ ଏକ ବିଶାଳ ଧାରଣା ଦିଆଯାଇଛି। ଦଳୀୟ କର୍ମକର୍ତ୍ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ବିରୋଧ କରି ବିଜେପିର ଶତାଧିକ କର୍ମୀ ଏହି ପ୍ରତିବାଦରେ ସାମିଲ ।

"ଯେପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ନ୍ୟାୟ ମିଳିନାହିଁ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।"

With Sanat Shibun – I just got recognised as one of their top fans! 🎉
28/03/2026

With Sanat Shibun – I just got recognised as one of their top fans! 🎉

ଯାହାଙ୍କ ନାମ ସ୍ମରଣ କଲେ ମନକୁ ଶାନ୍ତି ମିଳେ, ସେହି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମତିଥିରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କ ଜୀବନ ସୁଖ, ସମୃ...
27/03/2026

ଯାହାଙ୍କ ନାମ ସ୍ମରଣ କଲେ ମନକୁ ଶାନ୍ତି ମିଳେ, ସେହି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମତିଥିରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ ଭରିଯାଉ, ଏତିକି ପ୍ରାର୍ଥନା।
​🚩 ଜୟ ଶ୍ରୀରାମ 🚩

19/03/2026

19/03/2026

🚩 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗେୱାରଭାରତୀୟ ଜାତୀୟତାବାଦର ଜଣେ ମହାନ ସଂଗଠକ ତଥା ରାଷ୍ଟ୍ରୀୟ ସ୍ୱ...
19/03/2026

🚩 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗେୱାର

ଭାରତୀୟ ଜାତୀୟତାବାଦର ଜଣେ ମହାନ ସଂଗଠକ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂସ୍ଥାପକ ଡକ୍ଟର କେଶବ ବଳିରାମ ହେଡଗେୱାରଙ୍କ ସଂକ୍ଷିପ୍ତ ଜୀବନୀ:
📍 ଜନ୍ମ ଓ ପ୍ରାରମ୍ଭିକ ଜୀବନ:
ଜନ୍ମ: ୧ ଏପ୍ରିଲ, ୧୮୮୯ (ଯୁଗାଦି ତିଥି)
ଜନ୍ମସ୍ଥାନ: ମହାରାଷ୍ଟ୍ରର ନାଗପୁର।
ଶିକ୍ଷା: ସେ କଲିକତାରୁ ଡାକ୍ତରୀ ବିଦ୍ୟା (L.M.S.) ଶିକ୍ଷା ସମାପ୍ତ କରିଥିଲେ। ସେଥିପାଇଁ ତାଙ୍କୁ ସମସ୍ତେ ଶ୍ରଦ୍ଧାରେ 'ଡକ୍ଟରଜୀ' ବୋଲି ସମ୍ବୋଧନ କରନ୍ତି।
🚩 RSS ର ପ୍ରତିଷ୍ଠା:
ହିନ୍ଦୁ ସମାଜକୁ ସଂଗଠିତ କରିବା ଏବଂ ଦେଶସେବା ପାଇଁ ସ୍ୱୟଂସେବକ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସେ ୧୯୨୫ ମସିହା ବିଜୟାଦଶମୀ ଦିନ ନାଗପୁରଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା କରିଥିଲେ।
🇮🇳 ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ:
ସେ ପ୍ରାରମ୍ଭରେ ଅନୁଶୀଳନ ସମିତି ଭଳି ବିପ୍ଳବୀ ସଂଗଠନ ସହ ଜଡିତ ଥିଲେ।
ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ଅସହଯୋଗ ଆନ୍ଦୋଳନ (୧୯୨୧) ଏବଂ ସତ୍ୟାଗ୍ରହ (୧୯୩୦) ରେ ସକ୍ରିୟ ଅଂଶଗ୍ରହଣ କରି କାରାବରଣ କରିଥିଲେ।
✨ ଆଦର୍ଶ ଓ ବିଚାରଧାରା:
ତାଙ୍କର ମୂଳ ମନ୍ତ୍ର ଥିଲା "ଶୃଙ୍ଖଳିତ ସମାଜ ଓ ଶକ୍ତିଶାଳୀ ରାଷ୍ଟ୍ର"। ସେ ଚାହୁଁଥିଲେ ଯେ ଦେଶର ଯୁବପିଢ଼ି ଚରିତ୍ରବାନ ହୁଅନ୍ତୁ ଏବଂ ମାତୃଭୂମିର ସେବା ପାଇଁ ନିଜକୁ ସମର୍ପିତ କରନ୍ତୁ।

ଖୁଆଡ଼ ପଞ୍ଚାୟତ ଅଧିନସ୍ଥ କେନ୍ଦୁଖୁଣ୍ଟା ଝରଣାସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ରାତି ପ୍ରାୟ ୨ଟା ସ...
17/03/2026

ଖୁଆଡ଼ ପଞ୍ଚାୟତ ଅଧିନସ୍ଥ କେନ୍ଦୁଖୁଣ୍ଟା ଝରଣାସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ରାତି ପ୍ରାୟ ୨ଟା ସମୟରେ ଏକ ଦନ୍ତା ହାତୀ ଗ୍ରାମର ଉଦ୍ଦବ ବେଶ୍ରାଙ୍କ ବାସଗୃହ ଉପରେ ଆକ୍ରମଣ କରି ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

କାନ୍ଥ ପଡ଼ିଯିବା ଫଳରେ ଉଦ୍ଦବ ବେଶ୍ରାଙ୍କ ୨ ବର୍ଷର ଶିଶୁ ପୁତ୍ର "ନାରାୟଣ ବେଶ୍ରା"ଙ୍କର ଘଟଣାସ୍ଥଳରେ ହିଁ ଅକାଳ ମୃତ୍ୟୁ ଘଟିଛି। ଏହା ସହିତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଆଜି ସକାଳୁ ଆମେ ପ୍ରଭାବିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଥିଲୁ।

ଘଟଣାସ୍ଥଳରୁ ହିଁ ସ୍ଥାନୀୟ ଫରେଷ୍ଟର (Forester) ଏବଂ ରାଜସ୍ୱ ନିରୀକ୍ଷକ (RI) ଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ସମ୍ପୃକ୍ତ ଅଧିକାରୀମାନେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମୟରେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ବିଜେପି କାର୍ଯ୍ୟକର୍ତ୍ତା ସୁଜିତ୍ ଦାସ, ଧର୍ମେନ୍ଦ୍ର ବେଶ୍ରା, ଫତେ କିସ୍କୁ, ଗୋଲକ୍ ବେଶ୍ରା, ପ୍ରମୁଖ ଉପସ୍ଥିତ ଥିଲେ।

Sujit Kumar Das Brajamohan Pradhan Pratap Chandra Sarangi PMO India Badal Soren Adv Phalguni Panigrahi Kalicharan Das Manmohan Samal Mohan Charan Majhi Ministry of Environment, Forest & Climate Change, Government of India Pratap Chandra Sarangi.

16/03/2026
"ଜଗନ୍ନାଥ ପ୍ରଭୁ ନୟନ ପଥ ଗମି ଭବ ତୁମେ..."ସୁବର୍ଣ୍ଣରେଖା ନଦୀର ବାଲୁକା ଶଯ୍ୟା ଆଜି ଯେମିତି ରତ୍ନବେଦୀର ଭ୍ରମ ସୃଷ୍ଟି କରୁଛି। ଚଳଚଞ୍ଚଳ ନଦୀର...
14/03/2026

"ଜଗନ୍ନାଥ ପ୍ରଭୁ ନୟନ ପଥ ଗମି ଭବ ତୁମେ..."

ସୁବର୍ଣ୍ଣରେଖା ନଦୀର ବାଲୁକା ଶଯ୍ୟା ଆଜି ଯେମିତି ରତ୍ନବେଦୀର ଭ୍ରମ ସୃଷ୍ଟି କରୁଛି। ଚଳଚଞ୍ଚଳ ନଦୀର ଜଳରାଶି ଧୀରେ ଧୀରେ ପ୍ରଭୁଙ୍କ ପାଦପଦ୍ମକୁ ସ୍ପର୍ଶ କରିବାର ଅଭିଳାଷ ରଖିଥିବା ବେଳେ, ତଟରେ ଆୟୋଜିତ ମହାପ୍ରଭୁଙ୍କ ୩୨ ବେଶ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଛି।

ମୋର ପ୍ରିୟ ବନ୍ଧୁ ମାନଙ୍କ ସହିତ ରେ Brajamohan Pradhan ଦ୍ଵାରା ଆୟୋଜନ କରାଯାଇଥିବା #ସୁବର୍ଣ୍ଣରେଖା_ମହୋତ୍ସବ ର ମଜା ନେବା ଅବସରରେ।

Address

Jaleswar

Telephone

+918908646880

Website

Alerts

Be the first to know and let us send you an email when Sanat Kumar Sahu posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sanat Kumar Sahu:

Share