23/11/2024
Breaking
jaleswar -ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଓଡିଶାକୁ ଦ୍ରୁତ ଗତିରେ ଆସୁଥିଲା ବେଳେ ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର,ଅଳ୍ପକେ ରକ୍ଷା ପାଇଲେ ଟୋଲପ୍ଲାଜା କର୍ମଚାରୀ !ସମ୍ପୂର୍ଣ୍ଣ ଭାବରେ ଜଳିଗଲେ ଡ୍ରାଇଭର ଓ ହେଲ୍ପର !ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ, ପୋଲିସର ତଦନ୍ତ ଜାରୀ !