ଲୋକଙ୍କ ଏବଂ ଅଞ୍ଚଳର ସମସ୍ୟା

  • Home
  • India
  • Jashipur
  • ଲୋକଙ୍କ ଏବଂ ଅଞ୍ଚଳର ସମସ୍ୟା

ଲୋକଙ୍କ ଏବଂ ଅଞ୍ଚଳର ସମସ୍ୟା ଲୋକଙ୍କୁ ସଚେତନତା ଅଭିଯାନ

ଆଗକୁ ଦୀପାବଳି: କମୁଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭାର ପରିବାର ସମସ୍ତଙ୍କୁ ଅନୁରୋଧ, ଆସନ୍ତୁ ସମସ୍ତେ ମାଟିରେ ତିଆରି ଜିନିଷ ବ୍ୟବହାର...
28/10/2024

ଆଗକୁ ଦୀପାବଳି: କମୁଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭାର ପରିବାର
ସମସ୍ତଙ୍କୁ ଅନୁରୋଧ, ଆସନ୍ତୁ ସମସ୍ତେ ମାଟିରେ ତିଆରି ଜିନିଷ ବ୍ୟବହାର କରିବା ।

ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ କୌଳିକ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଛି ।

- ମୟୂରଭଞ୍ଜରେ ଅଦା ଚାଷର ଆଦର ବଢ଼ୁଛି, ୨୫୦- ହେକ୍ଟର ଜମିରେ ଲାଗିଛି ୧୭୫୦ କ୍ରିଣ୍ଟାଲ୍
17/10/2024

- ମୟୂରଭଞ୍ଜରେ ଅଦା ଚାଷର ଆଦର ବଢ଼ୁଛି, ୨୫୦
- ହେକ୍ଟର ଜମିରେ ଲାଗିଛି ୧୭୫୦ କ୍ରିଣ୍ଟାଲ୍

17/10/2024

ଡବଲ୍ ଇଞ୍ଜିନ ସରକାର ମାନେ ଦୁଇଗୁଣା ବିକାଶ କହନ୍ତି ମନ୍ତ୍ରୀ ମାନେ କିନ୍ତୁ ଯଶିପୁର, ମୟୂରଭଞ୍ଜରେ କେବେ ?

06/09/2024

ଯଶିପୁର ମୁଖ୍ୟ ବଜାର ଜଳମୟ ପରେ ଧୂଳିମୟ
ପ୍ରତିକାର କରିବ କିଏ ?

ଏ ବିଷୟରେ ଆପଣଙ୍କର ମତାମତ କଣ ରହିବ ? ପୂର୍ବ ଭୁଲ ରୁ କିଛି ଶିଖିବା    #ଯଶିପୁର_ବାସୀ
26/08/2024

ଏ ବିଷୟରେ ଆପଣଙ୍କର ମତାମତ କଣ ରହିବ ? ପୂର୍ବ ଭୁଲ ରୁ କିଛି ଶିଖିବା
#ଯଶିପୁର_ବାସୀ

ଜିଲ୍ଲା ପ୍ରଶାସନ ; ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିନମ୍ର ଅନୁରୋଧ କରିଛନ୍ତି ।
02/08/2024

ଜିଲ୍ଲା ପ୍ରଶାସନ ; ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ବିନମ୍ର ଅନୁରୋଧ କରିଛନ୍ତି ।

27/07/2024

ଯଦି ପାଠ ଟା ନପଢ଼- ବାହାରିଆ ଲୋକ ଆସି ଏଠି ତୁମକୁ ମୂଲିଆ କରି ରଖିବେ
~ପ୍ରେରଣା ଓଡିଶା~

ସମସ୍ତଙ୍କୁ ବିନମ୍ର ନିବେଦନମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ମାରାତ୍ମକ ରୋଗର ନିରାକରଣ ତଥା ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ସ୍ୱାସ୍ଥ୍ୟ ଓ...
16/07/2024

ସମସ୍ତଙ୍କୁ ବିନମ୍ର ନିବେଦନ

ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ମାରାତ୍ମକ ରୋଗର ନିରାକରଣ ତଥା ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାକୁ ନିଶ୍ଚିତରୂପେ ଦୈନନ୍ଦିନ ଜୀବନରେ ପାଳନ କରନ୍ତୁ ।

06/07/2024

ବର୍ଷା ଋତୁ ରେ ପାଣି ଫୁଟାଇ ପିଇବା ସ୍ବାସ୍ଥ୍ୟପକ୍ଷେ ଭଲ । ପ୍ରଦୂଷିତ ପାଣି ପିଅନ୍ତୁ ନାହିଁ ।

୧୫ ବର୍ଷ ହେଲା ନିର୍ମାଣ ଅଟକିଥିବା   ପାନୀୟ ଜଳ ପ୍ରକଳ୍ପ ପୁଣି ଆରମ୍ଭ ହେଲା ପ୍ରଶାସନ ଙ୍କୁ ଅନେକ ଅନେକ ଧନ୍ୟବାଦ ।
31/05/2024

୧୫ ବର୍ଷ ହେଲା ନିର୍ମାଣ ଅଟକିଥିବା ପାନୀୟ ଜଳ ପ୍ରକଳ୍ପ ପୁଣି ଆରମ୍ଭ ହେଲା ପ୍ରଶାସନ ଙ୍କୁ ଅନେକ ଅନେକ ଧନ୍ୟବାଦ ।

ମୟୁରଭଞ୍ଜ ଲୋକସଭା ଆସନ ଓ  ସମସ୍ତ ବିଧାନସଭା ଆସନ ପାଇଁ ଜୁନ୍ ୧ ରେ ହେବ ଭୋଟ୍ ଗ୍ରହଣ । 🗳️ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୨ ...
30/05/2024

ମୟୁରଭଞ୍ଜ ଲୋକସଭା ଆସନ ଓ ସମସ୍ତ ବିଧାନସଭା ଆସନ ପାଇଁ ଜୁନ୍ ୧ ରେ ହେବ ଭୋଟ୍ ଗ୍ରହଣ ।
🗳️ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୨ ଦିନ ରହିଲା

 #ଶିକ୍ଷା_ସମସ୍ୟା_ଦୂର_ହେବ_କେମିତି? ଏହି ନିୟମ ଆସିଲେ ଶିକ୍ଷା ସମସ୍ୟା ଆପେ ଆପେ ଦୂର ହେଇଯିବ ।President of IndiaMinistry of Education...
30/05/2024

#ଶିକ୍ଷା_ସମସ୍ୟା_ଦୂର_ହେବ_କେମିତି?
ଏହି ନିୟମ ଆସିଲେ ଶିକ୍ଷା ସମସ୍ୟା ଆପେ ଆପେ ଦୂର ହେଇଯିବ ।
President of India
Ministry of Education
EducationOdisha
Dharmendra Pradhan
Sudam Marndi
Mo Sarkar 5T

Address

Jashipur
757034

Website

Alerts

Be the first to know and let us send you an email when ଲୋକଙ୍କ ଏବଂ ଅଞ୍ଚଳର ସମସ୍ୟା posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଲୋକଙ୍କ ଏବଂ ଅଞ୍ଚଳର ସମସ୍ୟା:

Share