
24/07/2025
ପ୍ରଦୀପ ବାବୁ ଆପଣଙ୍କ ପ୍ରତିଶୃତି କୁଆଡେ ଗଲା 8 ମାସବିତି ଗଲାଣି | କିନ୍ତୁ railway ବ୍ରହ୍ମପୁର ପାଇଁ କିଛି କରିନି |
ବ୍ରହ୍ମପୁର MP ହିସାବରେ ଆପଣଂକ ପ୍ରତିଶୃତି କିଏ ଶୁଣୁନି କି?
ନା ଆପଣ ଭୋଟ ମିଳିଲା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛନ୍ତି |