Thuamul Rampur Fast News

Thuamul Rampur Fast News Thuamul Rampur Fast News
ଖବର ଆମର ଅଞ୍ଚଳର 🗞️📸
(1)

09/07/2025
07/07/2025

ମାଟିକାଦୁଅରେ ସରସର ଥୁଆମୁଳ ରାମପୁର ମୁଖ୍ଯାଳୟ କଲେଜ ଛକ ରାସ୍ତା I

07/07/2025

ବିଦେଶ ମାଟି ଋଷିଆ ଦେଶର ମସ୍କୋ ଅଞ୍ଚଳରେ ଆମ ଜିଲ୍ଲାର ପ୍ରସିଦ୍ଧ ଘୁମୁରା ନାଚ ଓ ସିଙ୍ଗାରି ବାଦ୍ୟ ସାଙ୍ଗକୁ ଜିଲ୍ଲାର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ଦେଶ ତଥା କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଅର୍ଜନ କରିଛନ୍ତି ସର୍ବେଶ୍ଵର ଭୋଇ ଏବଂ ତାଙ୍କ ଅନୁଷ୍ଠାନର କଳାକାର ମାନେ l

04/07/2025

କଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ସିଲେଟ ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଆଜି ଏହି ଅବସ୍ଥା l

03/07/2025

ଲଗାଣ ବର୍ଷାରେ ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ l ଦେଖନ୍ତୁ ଏହି ରିପୋର୍ଟ......

https://youtu.be/BgDdN4Gj6zs?si=WSooK-spP1hMutsb

03/07/2025

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ଗତ କିଛି ଦିନ ହେଲା ଲଗାଣ ବର୍ଷ ହେବାରୁ ଧନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l
ଏହି ପରିପ୍ରେକଷୀରେ ବ୍ଲକ୍ ର ଭେଜିଗୁଡ଼ା ଗ୍ରାମର ନାରୀଙ୍ଗ ମାଝୀ ଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି l ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବୀ ହେଉଛି l

🌍ଆମର ଥୁଆମୂଳ ରାମପୁର /Aamar Thuamul Rampur 🌍 DM Kalahandi

ବ୍ଲକ୍ ର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା    #ଫଟୋରେ_ଖବର
28/06/2025

ବ୍ଲକ୍ ର ବିଭିନ୍ନ ସ୍ଥାନରେ ଘୋଷ ଯାତ୍ରା
#ଫଟୋରେ_ଖବର

27/06/2025
 #ଫଟୋରେ_ଖବର 🌍ଆମର ଥୁଆମୂଳ ରାମପୁର /Aamar Thuamul Rampur 🌍 ଠାରେ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତ l ରଥ ପୂଜା ପରେ ରଥାରୁଢ ହେବେ ୩ ଠା...
27/06/2025

#ଫଟୋରେ_ଖବର
🌍ଆମର ଥୁଆମୂଳ ରାମପୁର /Aamar Thuamul Rampur 🌍 ଠାରେ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତ l ରଥ ପୂଜା ପରେ ରଥାରୁଢ ହେବେ ୩ ଠାକୁର

Address

Jaykaypur

Telephone

+918480051882

Website

Rampur Fast News

Alerts

Be the first to know and let us send you an email when Thuamul Rampur Fast News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Thuamul Rampur Fast News:

Share