Odra News ଓଡିଆ

Odra News ଓଡିଆ We will provide all kind of latest odiya news & updates, breaking new, stories etc of local as well as odisha state and national news.

16/10/2025

ଜୟପୁର -ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ତାଲା ମାରି ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ odranews

15/10/2025

ଜୟପୁର- ଗଞ୍ଜାଇ ଚାଲାଣ କାରୀଙ୍କ ଠାରୁ ଦୁଇ ପିସ୍ତଲ ଓ ଗଞ୍ଜାଇ ଜବତ,ଏସପିଙ୍କ ପ୍ରେସ ବିବୃତି ***a

15/10/2025

ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା, ଧର୍ମନ୍ତକରଣ ବିରୁଦ୍ଧରେ ଗର୍ଜିଲେ

14/10/2025

କୋରାପୁଟ- ଗାଁ କୁ ରାସ୍ତା ନଥିବା ନେଇ ଅଭିଯୋଗ କଲେ କୋରାପୁଟ ଜିଲ୍ଲାପାଳଙ୍କୁ ଗ୍ରାମବାସି

13/10/2025

କୋରାପୁଟ ଜିଲ୍ଲାର ସବୁ ଗାଁ ରେ ବିଜୁଳି ସଂଯୋଗ ହେବ - ଜିଲ୍ଲାପାଳ

13/10/2025

କୋରାପୁଟ-ବନ୍ଧୁଗାଁରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବିଭାଗୀଅ ଅଧିକାରୀଙ୍କୁ ତାଗିତ

11/10/2025

ଜୟପୁରରେ ଯୁବ କଂଗ୍ରେସ ସଂଗଠନ ମଜଭୂତ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛି। କୋରାପୁଟ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ କଂଗ୍ରେସରେ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ଜିଲ୍ଲା ସଭାପତି।

11/10/2025

ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଚାଲିଲା ବ୍ୟାଟେରୀ ଆମ୍ବୁଲାନ୍ସ। ଦୁଇ ଭାଇଙ୍କ ସ୍ମୃତିରେ ସଞ୍ଜୟ ଜୈନ ଓ ତାଙ୍କ ପରିବାର ପକ୍ଷରୁ ଏକ ବ୍ୟାଟେରୀ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ମେଡ଼ିକାଲ ଭିତରେ ଯାତାୟତରେ ସହାୟକ ହେବ। District Magistrate Koraput

11/10/2025

କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକୁଙ୍କ ନେତୃତ୍ୱରେ ଜୟପୁର କଂଗ୍ରେସ କାର୍ଯାଳୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

08/10/2025

ଗଞ୍ଜାମ ଜିଲ୍ଲାରେ ଆଇନଜୀବୀ ଙ୍କୁ ହତ୍ୟା, ମାଲକାନଗିରି କୋର୍ଟ ପରିସରସେ ଘଟଣାକୁ ନିନ୍ଦା, କମାଲ ଛାଡ଼ ଆନ୍ଦୋଳନ, ମାଲକାନଗିରି

08/10/2025

ଗଞ୍ଜାମ ଜିଲ୍ଲାରେ ଆଇନଜୀବୀ ଙ୍କୁ ହତ୍ୟା, ମାଲକାନଗିରି କୋର୍ଟ ପରିସରସେ ଘଟଣାକୁ ନିନ୍ଦା, କମାଲ ଛାଡ଼ ଆନ୍ଦୋଳନ

ନୂଆପଡ଼ା ଉପନିର୍ବାଚନ ପାଇଁ Indian National Congress - Odisha ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ
07/10/2025

ନୂଆପଡ଼ା ଉପନିର୍ବାଚନ ପାଇଁ Indian National Congress - Odisha ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଘାସିରାମ ମାଝୀ

Address

Parabedha
Jeypore
764001

Alerts

Be the first to know and let us send you an email when Odra News ଓଡିଆ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odra News ଓଡିଆ:

Share