22/02/2026
ଜୟପୁର : ଉମୁରୀ ଦୁର୍ଘଟଣା ଘଟଣାରେ କ୍ଷତିପୂରଣ ପାଇଁ ପରିବାର ଲୋକଙ୍କ ରାସ୍ତା ରୋକ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ।