Dr. Indira Nanda

Dr. Indira Nanda Contact information, map and directions, contact form, opening hours, services, ratings, photos, videos and announcements from Dr. Indira Nanda, Digital creator, Jeypore.

10/06/2026
17/05/2026

ନାରୀ ସୁରକ୍ଷା ଓ ଅଧିକାର ନିମନ୍ତେ ଆଜି ଜୟପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ବିଶାଳ ସଭା ଯାତ୍ରା ଜ୍ୟୋତି କଲ୍ୟାଣ ମଣ୍ଡପ ଠାରେ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ଡଃ ଇନ୍ଦିରା ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଥିଲା। ପଞ୍ଚାନନ ମଣ୍ଡଳ ପ୍ରାଙ୍ଗଣ ଠାରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଥିଲା। ଡଃ ଇନ୍ଦିରା ନନ୍ଦଙ୍କ ନେତୃତ୍ୱରେ ଏବଂ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ପାର୍ବତୀ ମସ୍ତି ସଭାପତିତ୍ବରେ ବିକ୍ଷୋଭ ପ୍ରଦର୍ଶନ ଆମର ହେଇଥିଲା। ଡଃ ଇନ୍ଦିରା ନନ୍ଦ, କୋସୁଲିକ ହିକକା, ତ୍ଵୀଙ୍କଲେ ମିଶ୍ର, ସୁସୋମା ମହାପାତ୍ର, ଶିଳ୍ପ ପାଣି, ଅ ଅରୁଣା, ଦୀପ୍ତି ନାୟକ ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷ, ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୁର୍ବତନ ବିଧାୟକ
ବିଧାୟକ ପେଡାଲ, ପୁର୍ବତନ ପୈାରପାଳିକା ଉପାଧ୍ୟକ୍ଷ ମୁନା ରାଥ , କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରି ସଭାପତି ଦୁଗ୍ର ମିଶ୍ର, କୋରାପୁଟ ଜିଲ୍ଲା ଉପସଭାପତି ନାଗୁ ଦୋରା ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ଭାଷଣ ରହିଥିଲେ । ଏହା ସହିତ ଧନ ଖରା, ରାଧା ବିନୋଦ ସାମନ୍ତରାୟ, ଟୁନା ରଥ, ଈଶ୍ୱର ବାଘ, ଏବଂ ଅନେକ ମହିଳା କାଉନସିଲର, ମହିଳା ସରପଞ୍ଚ ମହିଳା ପଦାଧିକାରୀ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
07/01/2026

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Address

Jeypore
764001

Telephone

+919861909323

Website

Alerts

Be the first to know and let us send you an email when Dr. Indira Nanda posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share