Jeypore media

Jeypore media ଜୟପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଖବର

12/09/2026

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବାର କିଛି ମାସ ପରେ ବଦଳି ହେଇ ଚାଲିଯାଉଛନ୍ତି। ପିଲାଙ୍କ ପଢ଼ାରେ ସମସ୍ୟା ହେଉଛି। ଏଭଳି ଅନେକ ସମସ୍ୟା ସଂପର୍କରେ ଶିକ୍ଷା ଵିଭାଗ ଯୁଗ୍ମ ସଚିବଙ୍କ ସହ ଆଲୋଚନା କରିଛନ୍ତି ଛାତ୍ର ନେତା ।

12/09/2026

ଜୟପୁର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଗଛ ପଡି ବାଣିଜ୍ୟ ବିଭାଗ ଛାତ୍ର ମାନଵ ଜୈନ ଗୁରୁତର। ଅଳ୍ପକେ ବର୍ତ୍ତିଲେ ୩ ଛାତ୍ର। ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ ରେଜିଷ୍ଟ୍ରାର।

ଜୟପୁର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଗଛ ପଡି ବାଣିଜ୍ୟ ବିଭାଗ ଛାତ୍ର ମାନଵ ଜୈନ ଗୁରୁତର ।
12/09/2026

ଜୟପୁର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଗଛ ପଡି ବାଣିଜ୍ୟ ବିଭାଗ ଛାତ୍ର ମାନଵ ଜୈନ ଗୁରୁତର ।

11/09/2026

ଜୟପୁରରେ ସଶସ୍ତ୍ର ଡକାୟତି। ଘରେ ପସି ଆକ୍ରମଣ କଲେ। ବନ୍ଧୁକ ଦେଖାଇ ଟଙ୍କା ସୁନଗହଣା ନେଇ ଗଲେ ଦୁର୍ବୃତ୍ତ। ତଦନ୍ତ ଆରମ୍ଭ କରିଛି ସଦର ପୋଲିସ। ଫାମୁଣୀ ନିକଟ ଗୌଡଗୁଡ଼ା ଗାଁର ଘଟଣା ।

ଭିଜିଲାନ୍ସ ହାତରେ ମାଥିଲି କୋର୍ଟର ବରିଷ୍ଟ କିରାଣୀ ଅଚ୍ୟୁତ ପ୍ରଧାନ।  ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଧରିଥିବା ସୁଚନା ...
10/09/2026

ଭିଜିଲାନ୍ସ ହାତରେ ମାଥିଲି କୋର୍ଟର ବରିଷ୍ଟ କିରାଣୀ ଅଚ୍ୟୁତ ପ୍ରଧାନ। ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଧରିଥିବା ସୁଚନା ମିଳିଛି।

10/09/2026

ଶ୍ରାବଣ ସୋମବାର ପରେ ଆବର୍ଜନାରେ ଭର୍ତ୍ତି ଶୈବପୀଠ ପରିବେଶ। କାଉଡିଆଙ୍କ ସେବା ପରେ ସଫାସୁତରା ହେଉନି ସ୍ଥାନୀୟ ଅଞ୍ଚଳ। ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ସେବକମାନଙ୍କୁ ଅନୁରୋଧ କଲେ ସ୍ୱେଚ୍ଛାସେବୀ।

ବଦଳିଲେ ଜୟପୁର ଉପ ଜିଲ୍ଲାପାଳ । IAS ଶୁଭ୍ରା ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।
10/09/2026

ବଦଳିଲେ ଜୟପୁର ଉପ ଜିଲ୍ଲାପାଳ । IAS ଶୁଭ୍ରା ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଘରୋଇ ସଂସ୍ଥା ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ପକ୍ଷରୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିକୁ ସାଂସଦ ରତ୍ନ ପୁରସ୍କା...
10/09/2026

ଘରୋଇ ସଂସ୍ଥା ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ପକ୍ଷରୁ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିକୁ ସାଂସଦ ରତ୍ନ ପୁରସ୍କାର ପ୍ରଦାନ। କମିଟି ଅଧ୍ୟକ୍ଷ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

09/09/2026

ଜୟପୁର: ବ୍ୟବସାୟୀଙ୍କ ଅକ୍ତିଆରରେ ରାଜପଥ। ବର୍ଷବର୍ଷ ଧରି ଅଭିଯୋଗ କଲେ ମଧ୍ଯ ନୀରବ ପ୍ରସାଶନ। ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା । District Magistrate Koraput CMO Odisha Taraprasad Bahinipati

09/09/2026

ଜୟପୁର ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ଵିଭାଗ ଖୋଲିବ କେବେ ? ଛାତ୍ରୀଙ୍କ ସମସ୍ୟା ନେଇ ସବ୍ କଲେକ୍ଟରଙ୍କ ନିକଟରେ ଦାବୀ ଜଣାଇଲେ ବିଜେଡି ନେତ୍ରୀ ଶିଳ୍ପା ପାଣି।

Address

Jeypore
764001

Alerts

Be the first to know and let us send you an email when Jeypore media posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share