Paahanti

Paahanti ସୁଖ ଦୁଖ୍ ଥି ଆଉ ଆମର ଭାଷା ସଂସ୍କୃତି ର ଟିକିନିକି ଖବର୍ ନେଇ କରି ଆପଣଙ୍କର୍ ସାଙ୍ଗେ ଠିଆ ହେମୁ ପାହାଁତି ନୁଁ

ବିଶ୍ୱ ମାତୃ ଦିବସ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ❤️🙏💐
10/05/2026

ବିଶ୍ୱ ମାତୃ ଦିବସ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ❤️🙏💐

ପବିତ୍ର ଅକ୍ଷୟ ତୃତୀୟା ର ଅନେକ୍ ଅନେକ୍ ଶୁବେଛା ଆଉ ଅଭିନନ୍ଦନ୍ 💐💐💐
20/04/2026

ପବିତ୍ର ଅକ୍ଷୟ ତୃତୀୟା ର ଅନେକ୍ ଅନେକ୍
ଶୁବେଛା ଆଉ ଅଭିନନ୍ଦନ୍ 💐💐💐

19/02/2026

କୁନି କଣ୍ଠଶିଳ୍ପୀ ଚିନ୍ମୟୀ ସାହୁଙ୍କର୍ ଗୀତର ଯାଦୁଗରୀ | Singer Chinmayee Sahu | Interview | Paahanti

09/02/2026

ଶ୍ରୀ ରବୀନ୍ଦ୍ର ପଣ୍ଡା ସମ୍ବଲପୁର ର ଝନେ ଆକାଶବାଣୀ ର ଗାୟକ ଆନ୍ | ସେ ୧୯୮୮ ନୁ ସାଲ ଆକଶବାଣୀ ସମ୍ୱଲପୁର ଇଟିକିଲି ମିଟିକିଲି ବିଭାଗ ନୁ ସଂଗୀତ ମୂଳ କରି ଏବେ ଭିଲ ଆକାଶ ବାଣୀରେ ସେ ଗୀତ ଗାଏବାର ଜାରି ରଖିଛନ୍ | ରାଜ୍ୟ ଆଉ ରାଜ୍ୟ ବାହାରେ ଭି ନିଜର କଳା ପ୍ରଦର୍ଶନ କରି ଭିନ୍ ଭିନ୍ ଠାନେ ପୁରସ୍କୃତ ଭିଲ ହେଇଛନ |

ବଡ଼ବଡ଼ଖା ମାଏନମନସାର୍ ଆଶୀର୍ବାଦଥି "ପାହାଁତି" ଗୁଟେ ନିରୁତା ସମ୍ବାଦ ପ୍ରସାରଣ ଭୂମିକା ନିଭେଇ ସତକେ ସବୁବେଲେ ଡିଜିଟାଲ୍ ମାଧ୍ୟମଥି ଦର୍ଶକ୍ ମ...
06/02/2026

ବଡ଼ବଡ଼ଖା ମାଏନମନସାର୍ ଆଶୀର୍ବାଦଥି "ପାହାଁତି" ଗୁଟେ ନିରୁତା ସମ୍ବାଦ ପ୍ରସାରଣ ଭୂମିକା ନିଭେଇ ସତକେ ସବୁବେଲେ ଡିଜିଟାଲ୍ ମାଧ୍ୟମଥି ଦର୍ଶକ୍ ମାନକର୍ ପାସକେ ପହଁଚାବାରକେ ଚେଷ୍ଟା କରୁଛେ। "ପାହାଁତି" ପଶ୍ଚିମ ଓଡ଼ିଶାର୍ ଦେ'ଧାମି, ଠାନ୍-ଠକା, ଜୀବନ୍-ଜୀବକା, ଖାନ୍-ପାନ୍, ପିନ୍ଧନ୍-ଉଢ଼ନ୍, ସଭ୍ୟତା-ସଂସ୍କୃତି, କଳା-ସାହିତ୍ୟ, ସୁଖ୍-ଦୁଖ୍, ଘଟନ୍-ଅଘଟନକେ ଉକିଆକେ ଆନବାରକେ ସବୁବେଲେ ଆଗଭର୍। ଇ' ଦିଗେ ଆପଣ ଆମକୁ ଖୋବ୍ ସହଁରେଇଛନ୍, ତହଁକେଇଛନ୍ ସେଥିର ଲାଗି ଗୁରଦୁଟେ ଧନ୍ୟବାଦ ଆଉ "ପାହାଁତି" ଆଜି ତିନ୍ ବଛରେ ପାଦ୍ ଥାପିଛେ |
#ପାହାଁତି

02/02/2026

ପରମାଣପୁର୍ ଧନଯାତ୍ରା ସାଙ୍ଗେ ହେଉଛେ ଧନୁ ମହାଯଜ୍ଞ | Parmanpur Dhanujatra 2026 | Paahanti

ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପା...
23/01/2026

ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା 🙏 ଜୟ ମା ସରସ୍ଵତୀ 🙏

10/01/2026

ସମ୍ବଲପୁରରେ ଆଜି ଇ-ବସ୍‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | Mohan Charan Majhi | Sambalpur | Paahanti

09/01/2026

ସମ୍ବଲପୁର ଲୋକ ମହୋତ୍ସବ ରେ ସୁଖବିନ୍ଦର୍ ସିଂ ଙ୍କର ଗୀତେ ଝୁମଲେ ଦର୍ଶକ | Sukhvinder Singh | Sambalpur Youth Festival 2026 | Paahanti

09/01/2026

ସୁଖବିନ୍ଦର୍ ସିଂ ସାଙ୍ଗେ ଗୀତ ଗାଏଲେ ସମ୍ୱଲପୁରର୍ ଟୁକେଲ୍ ସୁଷ୍ରିତା ପାଣିଗ୍ରାହୀ | Sukhvinder Singh | Sambalpur Youth Festival 2026 | Paahanti

Address

Jharsuguda

Alerts

Be the first to know and let us send you an email when Paahanti posts news and promotions. Your email address will not be used for any other purpose, and you can unsubscribe at any time.

Share