Mantu vlogs

Mantu vlogs Contact information, map and directions, contact form, opening hours, services, ratings, photos, videos and announcements from Mantu vlogs, News & Media Website, JHARSUGUDA, Jharsuguda.

05/07/2024

ଠିକ୍ ବଛରେ ଆଘୋ ଏନ୍ତା ଦିନେ ଉତ୍କଲ୍ ମାଟିଁ ଭାଇ ଭାଗ୍ ଲାଗିଁ ବାଘର୍ ଗର୍ଜନ୍ ଗର୍ଜୁଥିଲେ ହଜାର୍ ହଜାର୍ କୋଶଲ୍ ସଂଗ୍ରାମି !
We Demand Koshal State ଆଉ JAY KOSHAL ନାରା ରେ ଉଠୁଥିଲା ପଡୁଥିଲା ରାଜଧାନୀ ଭୁବନେଶ୍ବର୍ ! ଅଲଗ୍ କୋଶଲ୍ ରାଏଜ୍ ଦାବିକେ ଉପ୍ କୁଳିଆ ସର୍କାର୍ ର କାନେ ତପାବାର୍ ଲାଗି ହଜାର୍ ହଜାର୍ କୋଶଲ୍ ସଂଗ୍ରାମି ବର୍ଷା ଥିଁ ଭିଜି ଭିଜି ବିଧାନସଭା ଆଗାଡେ ହେଇଥିଲେ ଠିଆ ! ବେରିକେଡ଼୍ ଉପରେ ବେରିକେଡ଼୍ ଘେରେଇ ଉପକୂଳିଆ ସର୍କାର୍ କେ ଜୁଗି ରଖିଥିଲେ ସବୁ ତାଙ୍କର୍ ପୁଷ୍'ଲା ମାଟିଆ ପୁଲିସ୍ ! ହେଲେ ନାଁ ବେରିକଡ଼୍ ର ଦମ୍ ଥିଲା ନା ପୁଲିସ୍ ର ଲାଠିର୍ ମାଡ୍ ର ଡର୍ ଥିଲା ! ଲାଥ୍ ବିଧା ମାଡ୍ ଖାଇ ଖାଇ ଗୁଟେ ଗୁଟେ କରି ସବୁ (୫ଟା) ବେରିକେଡ୍ ଭାଙ୍ଗି କରି ବିଧାନସଭା ଭିତର୍ କେ ପଶିଥିଲେ ସବୁ ସଂଗ୍ରାମି ସାଥୀ !
ହେଲେ ବହୁତ୍ ଦୁଃଖର୍ କଥା ସର୍କାର୍ ପୁରା ନୀରବ୍...
ନାଁ Action ନାଁ Reaction...
ଇଟା ତ ସଂଗ୍ରାମି ମାନ୍ ଙ୍କର୍ ପହେଲା ଟେଲର୍ ଥିଲା...👍
ଲଢ଼େଇର୍ ପ୍ରସ୍ତୁତି ଚାଲିଛେ...ପୁରା ଫିଲ୍ମ ଦେଖାମୁଁ ଦିଲ୍ଲୀ ରେ...✊
Wait & Watch...
ଅନ୍ୟାୟ ଦୁର୍ନୀତି ଶୋଷଣ୍ ପାତର୍ ଅନ୍ତର୍ ଭେଦଭାବ୍ ର ଆନ୍ଦୋଳନ୍ କୋଶଲ୍ ଆନ୍ଦୋଳନ୍ ଆଗ୍ କେ ବହୁତ୍ ଭୟଙ୍କର୍ ହେବା ✊
ସମ୍ କୁ ଅନୁରୋଧ୍ ସଭେ ଇ ଆନ୍ଦୋଳନ୍ ରେ ଯୁଡି ହେଉନ୍🙏
🚩ଜଏ କୋଶଲ୍ 🚩

11/01/2024

ଆମେ ମନା କଲା ପରେ ବି ଜବରଦସ୍ତି ଆମର୍ ଜମୀନ୍ ଥି ଆସ୍ ପକେଇ ଛେ କମ୍ପାନୀ | ଚାଷ ଜମିନ୍ ଥି ଆସ୍ ପକଉଛେ କମ୍ପାନୀ ବିରୋଧ୍ କରୁନ୍ ଗା ଲୋକ୍ .....

10/01/2024

Jay jagannath arpan ratha
At-tumbekela,jsg

ଝାରସୁଗୁଡ଼ା ଜିଲ୍ଲା ତୁମ୍ବେକେଲା ଜନ୍ମାଷ୍ଟମୀ ପୂଜା
07/09/2023

ଝାରସୁଗୁଡ଼ା ଜିଲ୍ଲା ତୁମ୍ବେକେଲା ଜନ୍ମାଷ୍ଟମୀ ପୂଜା

ଝାରସୁଗୁଡ଼ା ନେ ଜନ୍ମାଷ୍ଟମୀ ପାଲନ୍ ଝାରସୁଗୁଡ଼ା ନେ ଜନ୍ମାଷ୍ଟମୀ ପାଲନ୍ ...

06/09/2023

ସମ୍ବଲପୁରୀ ଝଟକା ସୁନ୍ଦରଗଡ଼ ଅଡିସନ୍
Contact -8249202764

News & media website

05/09/2023
30/08/2023
28/08/2023

ଝାରସୁଗୁଡ଼ା ରାମ୍ ଚଣ୍ଡି ମନ୍ଦିର ଉନ୍ନତି ହେବା ବୋଲି କହିଛନ୍ ପାଣ୍ଡିଏନ୍ ଆଜ୍ଞା ହେଲେ କେଭେ ହେବା ତାର ଉନ୍ନତି

27/08/2023

ଆୟେଜ ବାବା ଝାଡେଶ୍ୱର୍ ର ଆଶୀର୍ବାଦ ନୁ ଦାହନା ଟିଭି
ଶୁଭାରମ୍ଭ ହେଲା
!! ଆପଣ ମାନ୍କର୍ ଶୁକ୍ ଦୁକ୍ ର ସାଥି ଦାହନା ଟିଭି ଆପଣଙ୍କର ସାଙ୍ଗେ ସବୁ ବେଳେ ଯୁଡ଼ି ହେଇକରି ରହେବା ଆପଣ ମାନ୍ କର୍ ସାହୋଯୋଗ ଦରକାର !!

Address

JHARSUGUDA
Jharsuguda
768202

Telephone

+916371253565

Website

Alerts

Be the first to know and let us send you an email when Mantu vlogs posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mantu vlogs:

Share