Local News

Local News Local News Jharsuguda
(1)

23/06/2026

LIVE - ବିଶିଷ୍ଟ ସମାଜସେବୀ,ବରିଷ୍ଠ ଆଇନଜୀବି ଏବଂ ଲୋକପ୍ରିୟ ରାଜନେତା ତ୍ରିନାଥ ଗୁଆଲଙ୍କ ଶେଷ ଯାତ୍ରା.........ଶୋକାକୁଳ ପରିବେଶ...

23/06/2026

ଝାରସୁଗୁଡ଼ା ଓକିଲ ସଂଘ ପୂର୍ବ ସଭାପତି,ବିଜେଡି ନେତା,ବିଶିଷ୍ଟ ସମାଜସେବୀ ତ୍ରିନାଥ ଗୁଆଲଙ୍କ ମୃତ ଦେହ ରେଳ ଲାଇନ୍ ରୁ ଉଦ୍ଧାର,ପରିବାର ଲୋକଙ୍କ ଅଭିଯୋଗ ହତ୍ୟା ସନ୍ଦେହ,ପୋଲିସ ତଦନ୍ତ ଜାରି।

22/06/2026

ବିରଞ୍ଚି ମେହେର ଆକ୍ରମଣ ଘଟଣାରେ ପ୍ରେସବାର୍ତ୍ତା କରି ପୁଣିଥରେ ଝାରସୁଗୁଡ଼ା ବିଧାୟକଙ୍କୁ ଟାର୍ଗେଟ କଲେ ପୂର୍ବ ବିଧାୟିକା ତଥା BJD ନେତ୍ରୀ ଦିପାଲୀ ଦାସ ।

22/06/2026

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସର୍କଲ ଷଡ଼ ବଂଶୀୟ ବ୍ଲକସ୍ତରୀୟ ଗୋଣ୍ଡ ସମାଜ ସଂଘ ଆୟୋଜନରେ କନକତୁରା ଆଞ୍ଚଳିକ ଗୁଡ଼ି ମଣ୍ଡପ ଠାରେ ମେଧା ସମ୍ମାନ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ,ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଙ୍କ ଯୋଗଦାନ ।

22/06/2026

ଡ.ପ୍ରତ୍ୟୁଷ ରଞ୍ଜନ ଫ୍ରାନ୍ସର ଆୟରନମ୍ୟାନ ଟୁର୍ସ ଲୋଇର ଭ୍ୟାଲି ସଫଳତାର ସହ ପରିକ୍ରମା କରି ଦେଶ ଓ ରାଜ୍ୟ ପାଇଁ ଆଣିଲେ ଗର୍ବ ଓ ଗୌରବ ।

22/06/2026

କିର୍ମୀରା ବ୍ଲକରେ ୩୩କୋଟି ଟଙ୍କାର ଗମନା ଗମନ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ଟଙ୍କଧର ତ୍ରିପାଠୀ ।

ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଭାଜପା କର୍ମକର୍ତ୍ତାଙ୍କ ପାନୀୟ ଜଳ ଓ ମୃଦୁ ପାନୀୟ ବଣ୍ଟନ,ସାଧାରଣରେ ପ୍ରଶଂସା।
21/06/2026

ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଭାଜପା କର୍ମକର୍ତ୍ତାଙ୍କ ପାନୀୟ ଜଳ ଓ ମୃଦୁ ପାନୀୟ ବଣ୍ଟନ,ସାଧାରଣରେ ପ୍ରଶଂସା।

21/06/2026

ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଭାଜପା କର୍ମକର୍ତ୍ତାଙ୍କ ପାନୀୟ ଜଳ ଓ ମୃଦୁ ପାନୀୟ ବଣ୍ଟନ,ସାଧାରଣରେ ପ୍ରଶଂସା।

21/06/2026

ବଲାଂଗୀର,ବେଲପଡ଼ା ବୁଦାମୁଡ଼ାର ଘନ ଧୂରୁଆ ତିରୁପତି(ଆନ୍ଧ୍ର) ଇଟାଭାଟିକୁ ଯାଇଥିଲେ ଦାଦନ ହୋଇ,ଫେରିଲେ ଶବ ହୋଇ,କଣ୍ଟାବାଞ୍ଜି - ପାଟଣାଗଡ ମୁଖ୍ୟରାସ୍ତାରେ ଶବ ରଖି ଆଦିବାସୀ ସଂଘ ପକ୍ଷରୁ ରାସ୍ତାରୋକ, ୧୦ଲକ୍ଷ କ୍ଷତିପୂରଣ ଦାବି ।

21/06/2026

ଲଖନପୂର୍ କୁଡ଼ାଲୋଇ ଠାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

Address

Odisha
Jharsuguda

Alerts

Be the first to know and let us send you an email when Local News posts news and promotions. Your email address will not be used for any other purpose, and you can unsubscribe at any time.

Share