Won24

Won24 LOCAL NEWS/ LOCAL ENTERTAINMENT/WESTERN ODISSA NEWS 24

ଖାଣ୍ଟି ସମ୍ବଲପୁରୀ ମାତୃଭାଷା ର ଚେନେଲ୍,

31/12/2024
31/12/2024

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ଲାଗି ସଂସ୍କୃତି ଭବନ ଠାନେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

30/12/2024

ପୂର୍ବତନ ବାଚସ୍ପତି ସ୍ଵର୍ଗତ କିଶୋର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

27/12/2024

ପ୍ରୟାସ ଚେରିଟେବୁଲ ଟ୍ରଷ୍ଟ ତରଫନୁ ଅସହାୟ ମାନଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

26/12/2024

ଝାରସୁଗୁଡ଼ା:- ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ।

25/12/2024

କୋଲାବିରା ଥାନା ଅନ୍ତର୍ଗତ ନୂଆଁପାଲି ଗାଁ ର ସନ୍ତୋଷ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ,୩ ଅଭିଯୁକ୍ତ ଗିରଫ ବାଇକ୍ ଲୁଟ୍ ଉଦ୍ଦେଶ୍ୟରେ କରିଥିଲେ ହତ୍ୟା।

25/12/2024

ଠନଠନ୍ ଧାନ୍ ଆନିଛୁ ଠନଠନ୍ ପୈସା ନେମୁ, କଟନି ଛଟନି ଆଉ ସରକାରୀ ଅବ୍ୟବସ୍ଥା ବିରୋଧ ରେ ପଞ୍ଚପଡା ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ।

25/12/2024

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଲ ବିହାରୀ ବାଜପେୟୀଙ୍କ ଜନମ୍ ଶତବାର୍ଷିକୀ ଉଧେ ଝାରସୁଗୁଡ଼ା ୟୁଥ୍ ଆସୋସିଏସନ୍ ତରଫନୁ ରକ୍ତଦାନ ଶିବିର ଆୟୋଜତ, ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଆଉ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପ୍ରମୋଦ ତ୍ରିପାଠୀ ଙ୍କର ଯୋଗଦାନ।

ଓଡ଼ିଶାର ର ନୂଆଁ ରାଜ୍ୟପାଳ
24/12/2024

ଓଡ଼ିଶାର ର ନୂଆଁ ରାଜ୍ୟପାଳ

24/12/2024

ବେଦାନ୍ତ କମ୍ପାନୀ ଆମକୁ ଜଳଦି ବିସ୍ଥାପିତ କର ନାଇଁ ହେଲେ ଆଏବା ଜାନୁଆରୀ ୧୦ ତାରିଖ ମୂଖ୍ୟ ଗେଟ୍ ସାମ୍ନା ରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଆନ୍ଦୋଳନ, ଭୁର୍କାମୁଣ୍ଡା ଗ୍ରାମବାସୀ ଙ୍କର ଚେତାବନୀ।

24/12/2024

ଶବ ସଂସ୍କାର ଲାଗି ଅକ୍ଷମ ଥିବାର ଝାଡ଼ଖଣ୍ଡ ରାଜ୍ୟର ଜଣେ ମହିଳା କିରଣ ମୁଣ୍ଡା ଙ୍କର ଶବ ସଂସ୍କାର କଲା ପ୍ରୟାସ ଚେରିଟେବୁଲ ଟ୍ରଷ୍ଟ।

Address

Jharsuguda

Alerts

Be the first to know and let us send you an email when Won24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Won24:

Share