Odisha Public Voice

Odisha Public Voice Contact information, map and directions, contact form, opening hours, services, ratings, photos, videos and announcements from Odisha Public Voice, Media/News Company, Bombay chowk, Jharsuguda.

23/09/2025
28/08/2025
06/07/2024
09/06/2024

ରାଜନୀତି ଛାଡିବା ସହ କ୍ଷମା ମାଗିଲେ ଭିକେ ପାଣ୍ଡିଆନ

09/06/2024

ଝାରସୁଗୁଡ଼ା ରେ ବାଇକ ରେକେଟ ଠାବ, ୭ଗିରଫ, ୫ବାଇକ ଉଦ୍ଧାର

ଝାରସୁଗୁଡ଼ା ରୁ ଆସିଲା ୯ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ,୯ରାଉଣ୍ଡରେ ବିଜେଡିକୁ (୪୨୯୯), ବିଜେପିକୁ (୪୦୩୮) ଓ କ...
04/06/2024

ଝାରସୁଗୁଡ଼ା ରୁ ଆସିଲା ୯ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ,୯ରାଉଣ୍ଡରେ ବିଜେଡିକୁ (୪୨୯୯), ବିଜେପିକୁ (୪୦୩୮) ଓ କଂଗ୍ରେସକୁ (୧୬୧) ଖଣ୍ଡ ଭୋଟ ମିଳିଛି । ୯ ରାଉଣ୍ଡ ଶେଷ ସୁଦ୍ଧା ୧,୨୯୭ଖଣ୍ଡ ଭୋଟରେ ବିଜେଡି ଆଗୁଆ ।

ବ୍ରଜରାଜନଗର ଆସିଲା ୯ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୯ ରାଉଣ୍ଡରେ ବିଜେଡିକୁ (୨୮୪୦), ବିଜେପିକୁ (୩୮୦୯) ଓ କଂ...
04/06/2024

ବ୍ରଜରାଜନଗର ଆସିଲା ୯ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୯ ରାଉଣ୍ଡରେ ବିଜେଡିକୁ (୨୮୪୦), ବିଜେପିକୁ (୩୮୦୯) ଓ କଂଗ୍ରେସକୁ (୧୧୨୫) ଖଣ୍ଡ ଭୋଟ ମିଳିଛି । ୯ ରାଉଣ୍ଡ ଶେଷ ସୁଦ୍ଧା ୧୭,୧୨୯ଖଣ୍ଡ ଭୋଟରେ ବିଜେପି ଆଗୁଆ ।

ଝାରସୁଗୁଡ଼ା ରୁ ଆସିଲା ୮ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ୮ ରାଉଣ୍ଡରେ ବିଜେଡିକୁ (୪୮୨୧), ବିଜେପିକୁ (୫୩୨୭) ଓ କ...
04/06/2024

ଝାରସୁଗୁଡ଼ା ରୁ ଆସିଲା ୮ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେଡି ପ୍ରାର୍ଥୀ ଦୀପାଲି ଦାସ । ୮ ରାଉଣ୍ଡରେ ବିଜେଡିକୁ (୪୮୨୧), ବିଜେପିକୁ (୫୩୨୭) ଓ କଂଗ୍ରେସକୁ (୩୩୪) ଖଣ୍ଡ ଭୋଟ ମିଳିଛି । ୮ ରାଉଣ୍ଡ ଶେଷ ସୁଦ୍ଧା ୧୦୩୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ ।

ବ୍ରଜରାଜନଗର ଆସିଲା ୭ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୭ ରାଉଣ୍ଡରେ ବିଜେଡିକୁ (୩୧୦୧), ବିଜେପିକୁ (୪୪୭୬) ଓ କଂ...
04/06/2024

ବ୍ରଜରାଜନଗର ଆସିଲା ୭ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୭ ରାଉଣ୍ଡରେ ବିଜେଡିକୁ (୩୧୦୧), ବିଜେପିକୁ (୪୪୭୬) ଓ କଂଗ୍ରେସକୁ (୧୦୦୫) ଖଣ୍ଡ ଭୋଟ ମିଳିଛି । ୭ ରାଉଣ୍ଡ ଶେଷ ସୁଦ୍ଧା ୧୪,୭୪୭ ଖଣ୍ଡ ଭୋଟରେ ବିଜେପି ଆଗୁଆ ।

ବ୍ରଜରାଜନଗର ଆସିଲା ୬ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୬ ରାଉଣ୍ଡରେ ବିଜେଡିକୁ (୨୮୧୦), ବିଜେପିକୁ (୪୭୭୪) ଓ କଂ...
04/06/2024

ବ୍ରଜରାଜନଗର ଆସିଲା ୬ ରାଉଣ୍ଡ ଟ୍ରେଣ୍ଡ । ଆଗରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ୬ ରାଉଣ୍ଡରେ ବିଜେଡିକୁ (୨୮୧୦), ବିଜେପିକୁ (୪୭୭୪) ଓ କଂଗ୍ରେସକୁ (୧୨୭୩) ଖଣ୍ଡ ଭୋଟ ମିଳିଛି । ୬ ରାଉଣ୍ଡ ଶେଷ ସୁଦ୍ଧା ୧୩,୩୭୨ ଖଣ୍ଡ ଭୋଟରେ ବିଜେପି ଆଗୁଆ ।

Address

Bombay Chowk
Jharsuguda
768201

Website

Alerts

Be the first to know and let us send you an email when Odisha Public Voice posts news and promotions. Your email address will not be used for any other purpose, and you can unsubscribe at any time.

Share