Odisha Connect

Odisha Connect awakening people

15/07/2025

ଏ ଦୃଶ୍ୟ କହୁଛି ପିଲା ସବୁ ଆଗ ଜାଣିଥିଲେ।।

07/07/2025

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ

ସୁନାବେଶ।।
06/07/2025

ସୁନାବେଶ।।

01/07/2025

ରାଗିଲେ ଅପରାଜିତା, ବିଏମସି କାର୍ଯ୍ୟାଳୟରେ ଭଣ୍ଡାମିକୁ କଲେ ନାପସନ୍ଦ

30/06/2025

ଅଫିସରଙ୍କୁ ଏ କି ବ୍ୟବହାର, ବିଏମସି ଅଫିସର ଅତିରିକ୍ତ କମିଶନର ଙ୍କୁ ମାଡ଼।

28/06/2025

ଛତିଶଗଡ଼ ଗାଡି କାହିଁକି ପଶିଥିଲା ବଡ଼ଦାଣ୍ଡରେ।।

28/06/2025

୨ ଭକ୍ତ ମରିବା ମୁଁ ଦେଖିଛି, ୭ ମରିବା ଶୁଣିଛି।

ଉପରେ ମୂଖ୍ୟମନ୍ତ୍ରୀ ଦେଖୁଛନ୍ତିତଳେ ଦୁଇ ଦଳର ମୁଖ୍ୟ ନାୟକଙ୍କ ଏ ବନ୍ଧୁତା ସମ୍ପର୍କ ତେଣୁ ସାଧାରଣ ଭୋଟର ବୁଝନ୍ତୁ.. ନେତା ମାନେ ମଧ୍ୟ ଟିକେ ବୁ...
28/06/2025

ଉପରେ ମୂଖ୍ୟମନ୍ତ୍ରୀ ଦେଖୁଛନ୍ତି
ତଳେ ଦୁଇ ଦଳର ମୁଖ୍ୟ ନାୟକଙ୍କ ଏ ବନ୍ଧୁତା ସମ୍ପର୍କ

ତେଣୁ ସାଧାରଣ ଭୋଟର ବୁଝନ୍ତୁ.. ନେତା ମାନେ ମଧ୍ୟ ଟିକେ ବୁଝାନ୍ତୁ ।

ନିରିହ ଲୋକ ଅଯଥା ରେ କେଶ୍ ଖାଇକି ହଇରାଣ ହେଉଛନ୍ତି । ଗାଁ ଗାଁ ରେ ଆକ୍ରୋଶ ବଢୁଛି । ଗାଁ ପରିଚୟ ନଷ୍ଟ ହେଉଛି । ସହଯୋଗ ବଦଳରେ, ଗାତ ଖୋଳା ହେଉଛି ।
କେଉଁ ଗାଁ ରେ ବି ଶାନ୍ତି ନାହିଁ

28/06/2025

ରଥ ଉପରେ ଜଗନ୍ନାଥଙ୍କ ଆଳତୀ

ଆଜି ଆସୁଛନ୍ତି ଗୌତମ ଆଦାନୀ
28/06/2025

ଆଜି ଆସୁଛନ୍ତି ଗୌତମ ଆଦାନୀ

ଗଡ଼ିଲାରେ ରଥ...
27/06/2025

ଗଡ଼ିଲାରେ ରଥ...

Jay jagannath
27/06/2025

Jay jagannath

Address

Kakatpur

Telephone

+917381288208

Website

Alerts

Be the first to know and let us send you an email when Odisha Connect posts news and promotions. Your email address will not be used for any other purpose, and you can unsubscribe at any time.

Share