Kakatpur Khabar

Kakatpur Khabar Contact information, map and directions, contact form, opening hours, services, ratings, photos, videos and announcements from Kakatpur Khabar, Social Media Agency, Kakatpur Puri, Kakatpur.
(1)

“ଏହି Page ମାଧ୍ୟମରେ ପୁରୀ ଜିଲ୍ଲାର ସମସ୍ତ ପ୍ରକାରର ସତ୍ୟ ସୂଚନା ଓ ଖବର ପହଞ୍ଚାଇବାକୁ ଉଦ୍ଦେଶ୍ୟ କରୁଛୁ” । କୌଣସି ବ୍ୟକ୍ତି ବିଶେଷ, ଧର୍ମ ,ଜାତିକୁ ଅସମ୍ମାନ କରିବା ଉଦ୍ଦେଶ୍ୟ ନୁହେଁ । ଅଞ୍ଚଳର ସମସ୍ୟା ଜଣାଇବା ପାଇଁ ଫୋଟୋ ଭିଡିଓ ସମ୍ପୂର୍ଣ ତଥ୍ୟ ପଠାଇ ପାରିବେ 📲୯୪୩୮୭୭୩୮୮୦ ( କେବଳ ପୁରୀ ଜିଲ୍ଲା )

ଜବରଦଖଲ ଜମି ଯିବ ସରକାରୀ ଖାତାକୁ
15/11/2025

ଜବରଦଖଲ ଜମି ଯିବ ସରକାରୀ ଖାତାକୁ

ଅସ୍ତରଙ୍ଗରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ  #ଅସ୍ତରଙ୍ଗ
15/11/2025

ଅସ୍ତରଙ୍ଗରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ #ଅସ୍ତରଙ୍ଗ

 #ଜରୁରୀ_ସୂଚନାହୋମଗାର୍ଡ ପାଇଁ ଆବେଦନ କରିଥିବା ଆବେଦନ କାରୀଙ୍କୁ ଜଣlଇ ଦିଆ ଯାଉଅଛି କି, କାକଟପୁର ଥାନା ସହ ଯୋଗାଯୋଗ କରି ନିଜନିଜର ଆଡମିଟ କା...
15/11/2025

#ଜରୁରୀ_ସୂଚନା
ହୋମଗାର୍ଡ ପାଇଁ ଆବେଦନ କରିଥିବା ଆବେଦନ କାରୀଙ୍କୁ ଜଣlଇ ଦିଆ ଯାଉଅଛି କି, କାକଟପୁର ଥାନା ସହ ଯୋଗାଯୋଗ କରି ନିଜନିଜର ଆଡମିଟ କାର୍ଡ ଗ୍ରହଣ କରିନିଅନ୍ତୁ |
(ଭାରପ୍ରାପ୍ତ ଅଧିକାରୀ କାକଟପୁର ଥାନା) Puri District Admin CMO Odisha SP Puri Prithiviraj Harichandan Odisha Police Organisation

କେବେ ହଟିବ ଅବୈଧ ରାସ୍ତା ଧାଡ ଦୋକାନ । ପଥଚଲାଙ୍କ ରାସ୍ତା ଅବରୋଧ । ଯାତାୟତରେ ଅସହ୍ୟ ପରିସ୍ଥିତି । ମୁଖ୍ୟ ରାସ୍ତାର ପ୍ରସ୍ଥ ପୁନରୁଦ୍ଧାର କେବ...
15/11/2025

କେବେ ହଟିବ ଅବୈଧ ରାସ୍ତା ଧାଡ ଦୋକାନ । ପଥଚଲାଙ୍କ ରାସ୍ତା ଅବରୋଧ । ଯାତାୟତରେ ଅସହ୍ୟ ପରିସ୍ଥିତି । ମୁଖ୍ୟ ରାସ୍ତାର ପ୍ରସ୍ଥ ପୁନରୁଦ୍ଧାର କେବେ ହେବ #ପୁରୀ Puri District Admin Prabhati Parida Tusharkanti Behera Prithiviraj Harichandan SP Puri Odisha Police Organisation Bibhu Prasad Tarai Governor Odisha CMO Odisha

ନୂଆପଡ଼ାର ବିଜୟ ଉପଲକ୍ଷେ କାକଟପୁର ଅସ୍ତରଙ୍ଗରେ ବିଜେପିର ଶୋଭାଯାତ୍ରା  #ନୂଆଗଡ  #ଅସ୍ତରଙ୍ଗ
15/11/2025

ନୂଆପଡ଼ାର ବିଜୟ ଉପଲକ୍ଷେ କାକଟପୁର ଅସ୍ତରଙ୍ଗରେ ବିଜେପିର ଶୋଭାଯାତ୍ରା #ନୂଆଗଡ #ଅସ୍ତରଙ୍ଗ

ରାଜ୍ୟର ଚାଷୀଙ୍କ ସମୃଦ୍ଧି,  ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ, ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍...
14/11/2025

ରାଜ୍ୟର ଚାଷୀଙ୍କ ସମୃଦ୍ଧି, ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ, ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି #କାକଟପୁର #ଅସ୍ତରଙ୍ଗ

ଆମେ କେତେ ସୁରକ୍ଷିତ ?  #ଅସ୍ତରଙ୍ଗ
13/11/2025

ଆମେ କେତେ ସୁରକ୍ଷିତ ?
#ଅସ୍ତରଙ୍ଗ

 #ଅସ୍ତରଙ୍ଗ
13/11/2025

#ଅସ୍ତରଙ୍ଗ

 #ଅସ୍ତରଙ୍ଗ  #ନୂଆଗଡ
13/11/2025

#ଅସ୍ତରଙ୍ଗ #ନୂଆଗଡ

କାକଟପୁର ଅଞ୍ଚଳରୁ ଦୁଇ ଚୋରା ମଦ ବେପାରୀଙ୍କୁ ଗିରଫ କରି ଜେଲ୍ ପଠାଇଲା କାକଟପୁର ପୋଲିସ୍ । ଏବେ ମଧ୍ୟ ତଦନ୍ତ ଜାରି ରହିଛି          #ପୁରୀ
13/11/2025

କାକଟପୁର ଅଞ୍ଚଳରୁ ଦୁଇ ଚୋରା ମଦ ବେପାରୀଙ୍କୁ ଗିରଫ କରି ଜେଲ୍ ପଠାଇଲା କାକଟପୁର ପୋଲିସ୍ । ଏବେ ମଧ୍ୟ ତଦନ୍ତ ଜାରି ରହିଛି #ପୁରୀ

କାକଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ପରେ ଅନୈତିକ ଫୋଟୋ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ...
11/11/2025

କାକଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ପରେ ଅନୈତିକ ଫୋଟୋ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଈ ଜେଲ୍ ଗଲା ଗୋପ ବ୍ଲକ ଜହ୍ନିବାଲିଆ ନିକଟ ପୋଦନା ଗ୍ରାମର ଗୁଡୁ (ବଣ୍ଟି ) ଦଳାଇ। କାକଟପୁର ପୋଲିସ୍ ପକ୍ଷରୁ ସୂଚନା #ପୁରୀ

ମୋବାଇଲ୍ ଲାଇଟ୍ ରେ ଚେକିଂ ଚାଲିଛି  #ପୁରୀ ଟର୍ଚ୍ଚ ଲାଇଟ୍ ବ୍ୟବହାର କରନ୍ତୁ । ମୋବାଇଲ୍ ଲାଇଟ୍ ରେ ଏମିତି କାର୍ଯ୍ୟ ଠିକ୍ ଲାଗୁଛି କି ? Prabh...
11/11/2025

ମୋବାଇଲ୍ ଲାଇଟ୍ ରେ ଚେକିଂ ଚାଲିଛି #ପୁରୀ
ଟର୍ଚ୍ଚ ଲାଇଟ୍ ବ୍ୟବହାର କରନ୍ତୁ । ମୋବାଇଲ୍ ଲାଇଟ୍ ରେ ଏମିତି କାର୍ଯ୍ୟ ଠିକ୍ ଲାଗୁଛି କି ?
Prabhati Parida Puri District Admin CMO Odisha Governor Odisha Prithiviraj Harichandan SP Puri Odisha Police Organisation

Address

Kakatpur Puri
Kakatpur
752108

Telephone

+919438773880

Website

Alerts

Be the first to know and let us send you an email when Kakatpur Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kakatpur Khabar:

Share