OD NEWS PKS

OD NEWS PKS OD NEWS PKS digital news Ltd https://youtube.com/channel/UCh26Ry4Xc_c6ZkWX3usyDTQ
(1)

ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋ’ର, ମାସକ ଧରମ ମୋର
05/11/2025

ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋ’ର, ମାସକ ଧରମ ମୋର

 #ମାଲ୍‌ବାହୀ_ଟ୍ରେନ୍‌କୁ_ଧକ୍କା_ଦେଲା_ପାସେଞ୍ଜର_ଟ୍ରେନ୍ ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ମାଲ୍ ବାହୀ ଟ୍ରେନକୁ...
04/11/2025

#ମାଲ୍‌ବାହୀ_ଟ୍ରେନ୍‌କୁ_ଧକ୍କା_ଦେଲା_ପାସେଞ୍ଜର_ଟ୍ରେନ୍
ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ମାଲ୍ ବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍।
ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ। ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯାଇଛି ଯାତ୍ରାବାହୀ ଟ୍ରେନ୍‌। ବର୍ତ୍ତମାନ ସୁଦ୍ଧା ୬ ମୃତ୍ୟୁ ସୂଚନା। ଉଦ୍ଧାର କାର୍ଯ୍ୟ ଜାରି।

 #ପାଇଖାନା_ଟାଙ୍କିରେ_ପଡ଼ି_୩_ମୃତ-ନରସିଂହପୁର: ପାଇଖାନା ଟାଙ୍କିରେ ପଡ଼ି ୩ ମୃତ-ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ଅଘଟଣ-ମାମୁଘରକୁ ବୁଲି ଆସିଥିଲା...
04/11/2025

#ପାଇଖାନା_ଟାଙ୍କିରେ_ପଡ଼ି_୩_ମୃତ
-ନରସିଂହପୁର: ପାଇଖାନା ଟାଙ୍କିରେ ପଡ଼ି ୩ ମୃତ
-ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ଅଘଟଣ
-ମାମୁଘରକୁ ବୁଲି ଆସିଥିଲା ବେଳେ ପାଇଖାନା ଟାଙ୍କିରେ ପଡ଼ି ମୃତ
-୩ ମୃତକଙ୍କ ମଧ୍ୟରେ ୨ ନାବାଳକ, ଜଣେ ନାବାଳିକା
-ପାଇଖାନା ଟାଙ୍କି ପାଖରେ ଖେଳିଲା ବେଳେ ଖସି ପଡ଼ି ମୃତ

ମା ବାରାହୀ
04/11/2025

ମା ବାରାହୀ

ଗୋଟିଏ ପଟେ ମା ଦାୟିତ୍ଵ ଓ ଅନ୍ୟପଟେ ନିଜର କର୍ତ୍ତବ୍ୟ । ରାଉଲକେଲା ସହରର ରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ। ଏହି ହୋମ ଗାର୍ଡ ଭଉଣୀ ଜଣଙ୍...
04/11/2025

ଗୋଟିଏ ପଟେ ମା ଦାୟିତ୍ଵ ଓ ଅନ୍ୟପଟେ ନିଜର କର୍ତ୍ତବ୍ୟ ।
ରାଉଲକେଲା ସହରର ରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ। ଏହି ହୋମ ଗାର୍ଡ ଭଉଣୀ ଜଣଙ୍କ ଟ୍ରାଫିକ ଦାୟିତ୍ୱରେ ଥିବା ବେଳେ ନିଜର ଛୁଆ କୁ ସାଙ୍ଗରେ ଧରି କର୍ତ୍ତବ୍ୟ କରି ଚାଲିଥିଲେ। ସତରେ ଭଉଣୀ ଙ୍କ କର୍ତ୍ତବ୍ୟ ନିଷ୍ଠା ସବୁବେଳେ ପ୍ରଶଂସନୀୟ।

ସହିଦ୍ ଯବାନ୍ ଅମର ରହେ...ଖଣ୍ଡରା ,ଦଶରଥପୁର , ଯାଜପୁରର ଯବାନ ଚିତ୍ତରଞ୍ଜନ ଦାସ (ପିଣ୍ଟୁ) ଜାମ୍ମୁ କାଶ୍ମିରରେ କାର୍ଯ୍ୟରତ ଅବସ୍ଥାରେ ହୃଦ୍‌ଘା...
04/11/2025

ସହିଦ୍ ଯବାନ୍ ଅମର ରହେ...
ଖଣ୍ଡରା ,ଦଶରଥପୁର , ଯାଜପୁରର ଯବାନ ଚିତ୍ତରଞ୍ଜନ ଦାସ (ପିଣ୍ଟୁ) ଜାମ୍ମୁ କାଶ୍ମିରରେ କାର୍ଯ୍ୟରତ ଅବସ୍ଥାରେ ହୃଦ୍‌ଘାତରେ ପରଲୋକ ହୋଇଥିଲା ।
ସମଗ୍ର ଜିଲ୍ଲା ରାଜ୍ୟ ଦେଶପାଇଁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।
ଜୟ ହିନ୍ଦ୍
ଭାରତ ମାତା କି ଜୟ

 #ଚୋରି_ସୁନା_କିଣିବା_ପଡିଲା_ମହଙ୍ଗା
04/11/2025

#ଚୋରି_ସୁନା_କିଣିବା_ପଡିଲା_ମହଙ୍ଗା

04/11/2025

କାମ ସାରି ଫେରୁଥିବା ଯୁବତୀ ସହ ଏମିତି କଲେ ଦୁଇ ଯୁବକ l SUBARNPUR NEWS

04/11/2025

ଲୁଚି ଲୁଚି ପ୍ରେମିକ ସହ ସହ ଖେଳ କଲା ବେଳେ ହଟାତ ସ୍ୱାମୀ ଘର ଭିତରକୁ

03/11/2025

ମୋ ବଡ଼ ଭିଣେଇ ମତେ ଏଇ ଭିଡିଓ ଦେଖେଇ ମୋର ସବୁ ସାରିଦେଲା

କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରକୁ ❤️❤️ଲାଇକ ସେୟାର କଲେ ମନସ୍କାମନା ପୂର୍ଣ୍ଣ ହୁଏ 🚩🙏
03/11/2025

କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରକୁ ❤️❤️ଲାଇକ ସେୟାର କଲେ ମନସ୍କାମନା ପୂର୍ଣ୍ଣ ହୁଏ 🚩🙏

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଗାଁ ର ୩୭ ବୟସର ଚାଷୀ ରବି ସାହୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ ।
03/11/2025

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବୁକୁରାମୁଣ୍ଡା ଗାଁ ର ୩୭ ବୟସର ଚାଷୀ ରବି ସାହୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ ।

Address

Puri OD
Kakatpur
752108

Opening Hours

9am - 5pm

Telephone

+918280044084

Website

Alerts

Be the first to know and let us send you an email when OD NEWS PKS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OD NEWS PKS:

Share