Mr karpurari sahoo vlogs

Mr karpurari  sahoo vlogs video creator,vlogger

30/07/2026

ପଖାଳ କେବଳ ଖାଦ୍ୟ ନୁହେଁ, ଓଡ଼ିଆଙ୍କର ଭାବନା! ଶରୀରକୁ ଥଣ୍ଡା ରଖେ ଆଉ ମନକୁ ଶାନ୍ତି ଦିଏ। ❤️

29/07/2026

ବର୍ଷା ଦିନେ ରାମିଆଳ ନଦୀର ସୌନ୍ଦର୍ଯ୍ୟ ତ ଦେଖନ୍ତୁ! ✨🌧️
ଆପଣଙ୍କ ପାଖ ନଦୀରେ ଏବେ ପାଣି ବଢ଼ିଛି କି? କମେଣ୍ଟରେ ଜଣାନ୍ତୁ! 👇

09/07/2026

ଦଣ୍ଡାଧର ଡ୍ୟାମ ରେ ଦେଶୀ ମାସଂ ଝୋଳ ର ମଜା ନେଲୁ

05/07/2026

ଓଡ଼ିଶାର ଏମିତି ଏକ ସୁନ୍ଦର ଜାଗା ଦେଖିଲେ ମନ ଖୁସି ହୋଇଯିବ 😍 | Mini Chilika Vlog | Karpurari Sahoo

28/06/2026

ଖାଣ୍ଟି ଦେଶୀ ଗଞ୍ଜା ଝୋଳ 👌

23/06/2026

୧୨ଶ ଶତାବ୍ଦୀର କପିଳେଶ୍ୱର ମନ୍ଦିର! (ସବୁଠାରୁ ଭଲ ଏବଂ ସହଜ)
ଏହି ପ୍ରାଚୀନ ମନ୍ଦିରର ଇତିହାସ ଓ କଳାକୃତି!
ଶ୍ରୀ କପିଳେଶ୍ୱର ମନ୍ଦିରର ଅଜଣା କଥା
ଏମିତି କଳାକୃତି ଆପଣ କେବେ ଦେଖିନଥିବେ!

02/01/2026

ଆମ CLUB ର ବଣ ଭୋଜି

Address

Kamakhyanagar

Alerts

Be the first to know and let us send you an email when Mr karpurari sahoo vlogs posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share