patia paban news

patia paban news The Best Platform for the Odia Latest News related to Hot topics . Education , Entertainment , Human

ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ବର ...
17/06/2024

ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ବର ...

17/06/2024
17/06/2024

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି।

ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦାହ ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଏକ୍ସପ୍ରେସ୍ ଟ୍ରେନ୍‌କୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ସ୍ତବ୍ଧ ବୋଲି ସେ ଲେଖିଛନ୍ତି। ସପେଟେ ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଓ ବିପର୍ଯ୍ୟୟ ଟିମ୍ ପହଞ୍ଚି ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି

କରମଣ୍ଡଳ ଦୁର୍ଘଟଣାକୁ ପୂରିଲା ବର୍ଷେ । ଆଜିର ଦିନରେ ହିଁ ଘଟିଥିଲା ଶତାବ୍ଦୀର ଏହି ବଡ ରେଳ ଦୁର୍ଘଟଣା ।
02/06/2024

କରମଣ୍ଡଳ ଦୁର୍ଘଟଣାକୁ ପୂରିଲା ବର୍ଷେ । ଆଜିର ଦିନରେ ହିଁ ଘଟିଥିଲା ଶତାବ୍ଦୀର ଏହି ବଡ ରେଳ ଦୁର୍ଘଟଣା ।

https://youtu.be/oaQb4jSqKgI
19/01/2024

https://youtu.be/oaQb4jSqKgI

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

https://youtu.be/B52HGMgO0Ws
19/01/2024

https://youtu.be/B52HGMgO0Ws

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

https://youtu.be/TQdFtXUJUF0
19/01/2024

https://youtu.be/TQdFtXUJUF0

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

https://youtu.be/NR2EFqqhHzY
06/12/2023

https://youtu.be/NR2EFqqhHzY

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

https://youtu.be/fe9ohpbADVI
06/12/2023

https://youtu.be/fe9ohpbADVI

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

https://youtu.be/s0oYjSFKWlM
06/12/2023

https://youtu.be/s0oYjSFKWlM

The Best Platform for the Odia Latest News related to Hot topics .Education , Entertainment , Human Rights ,Environment ,Business , JOB & Placement ,Sports ,...

30/10/2023

ବିଶୋଇ ଥାନ ଅଧିକାରିଣୀ ଙ୍କୁ ବ୍ଲେଡରେ ଆକ୍ରମଣ ଅଳ୍ପକେ ବର୍ତ୍ତିଲେ ମାଡାମ୍

29/10/2023

ବିକଳାଙ୍ଗ ଉପରେ ପରିବାର ବୋଝ , ସାହାଯ୍ୟ ପାଇଁ ନିବେଦନ କଲା BHRC INDIA

Address

Ostar
Kendrapara District
754213

Alerts

Be the first to know and let us send you an email when patia paban news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to patia paban news:

Share