Social news odia

Social news odia ଆଞ୍ଚଳିକ ଖବର ପ୍ରତି ମୁହୁର୍ତ୍ତରେ ଅପଡେଟ ଆମ ସହ ଯୋଡି ହେଇ ରୁହନ୍ତୁ ।
(1)

ଆଜି ୨୦୨୫ ବର୍ଷ ଦୁର୍ଗାପୂଜା ପାଇଁ  ଶାନ୍ତି କମିଟି ବୈଠକ ତହସିଲ୍ ଅଫିସ ପ୍ରାଙ୍ଗଣ ରେ  ଅନୁଷ୍ଠିତ ହୋଇଛି।ଏହି ବୈଠକ ରେ ସଭାପତି ଭାବେ ତହସିଲ ଦ...
16/09/2025

ଆଜି ୨୦୨୫ ବର୍ଷ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ତହସିଲ୍ ଅଫିସ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଛି।ଏହି ବୈଠକ ରେ ସଭାପତି ଭାବେ ତହସିଲ ଦାର ,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ,ସବୁ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ପଟ୍ଟାମୁଣ୍ଡାଇ ର ସବୁ ପୂଜା ମଣ୍ଡପ ର ସଭାପତି ଓ ସମ୍ପାଦକ ,ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ରହି ସେମାନଙ୍କ ମତାମତ ଦେଇଥିଲେ। କି ପରୀ ଭାବରେ ଗତ ବର୍ଷ ପରି ଏହି ବର୍ଷ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହେବ ସେଇ ବିଷୟରେ ଆଲୋଚନା ହୋଇଥିଲା।

 #କୁଚିଣ୍ଡା_ତହସିଲଦାର_ସସ୍‌ପେଣ୍ଡସମ୍ବଲପୁର -କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ସସ୍‌ପେଣ୍ଡ-ଜମିଜମା ମାମଲାରେ ପକ୍ଷପାତିତା କରିଥି...
16/09/2025

#କୁଚିଣ୍ଡା_ତହସିଲଦାର_ସସ୍‌ପେଣ୍ଡ

ସମ୍ବଲପୁର -କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ସସ୍‌ପେଣ୍ଡ
-ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗ

ଅଯୋଧ୍ୟା-ବାରଣାସି  ତୀର୍ଥରୁ ଫେରିଲେ  ବରିଷ୍ଠ ନାଗରିକ | ଜିଲ୍ଲାପାଳ ସ୍ୱାଗତ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ତୀର୍ଥ ଭ୍ରମଣର ଅନୁଭୂତି ପ...
16/09/2025

ଅଯୋଧ୍ୟା-ବାରଣାସି ତୀର୍ଥରୁ ଫେରିଲେ ବରିଷ୍ଠ ନାଗରିକ | ଜିଲ୍ଲାପାଳ ସ୍ୱାଗତ କରିବା ସହିତ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ତୀର୍ଥ ଭ୍ରମଣର ଅନୁଭୂତି ପଚାରି ବୁଝିଛନ୍ତି ଜିଲ୍ଲପାଳ




ିଶା

14/09/2025

ଏକ୍ ପେଡ୍ ମା କେ ନାମ୍ ୨.୦' ପ୍ରୋଗ୍ରାମ ଭିତରକନିକା ଜାତୀୟ ଉଦ୍ୟାନ ରେ ଅନୁଷ୍ଠିତ #ଭିତରକନିକା #ଡାଙ୍ଗମାଳ

14/09/2025

ବେଆଇନ ଭାବେ ମାଛ ମାରୁଥିବା ବ୍ୟକ୍ତିଙ୍କୁ ଗିରଫ କଲା ରାଜନଗର ବନ ବିଭାଗ....

ଓଡ଼ିଶା ଉପରେ ପାଣିପାଗର ସ୍ଥିତି
14/09/2025

ଓଡ଼ିଶା ଉପରେ ପାଣିପାଗର ସ୍ଥିତି

ଓଡ଼ିଶା ଉପରେ ପାଣିପାଗର ସ୍ଥିତି
14/09/2025

ଓଡ଼ିଶା ଉପରେ ପାଣିପାଗର ସ୍ଥିତି

13/09/2025

ପିଲାଙ୍କ ଚାଉଳକୁ ନିମ୍ନର ମାନର କହି ବିକି ଖାଇଗଲେ ପ୍ରଧାନ ଶିକ୍ଷକ ...ଗୋଟେ କି ଦୁଇ ବସ୍ତା ନୁହେଁ ସାତ ସାତ ବସ୍ତା ଚାଉଳ କୁ ହଡ଼ପ କରି ନିଜ ପକେଟକୁ ଗରମ କରିଦେଲେ ଏହି... ପ୍ରଧାନ ଶିକ୍ଷକ....

12/09/2025
୨୦୧୯ ବ୍ୟାଚ ଓ ପି ଏସ ସି ବା ଓ ଏ ଏସ ଟପ୍ପର ଥିବା ଆଶ୍ୱିନୀ କୁମାର ପଣ୍ଡା ଏକ ମ୍ୟୁଟେସନ୍ କେସ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରା ...
12/09/2025

୨୦୧୯ ବ୍ୟାଚ ଓ ପି ଏସ ସି ବା ଓ ଏ ଏସ ଟପ୍ପର ଥିବା ଆଶ୍ୱିନୀ କୁମାର ପଣ୍ଡା ଏକ ମ୍ୟୁଟେସନ୍ କେସ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରା ପଡିଛନ୍ତି। ଏହାପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ସମୟରେ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି।ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଛି।

 #ଭାରତ_ସୀମାରେ_୩୫ନେପାଳୀ_କଏଦୀ_ଅଟକ-ନେପାଳ ଜେଲ୍‌ରୁ ଫେରାର ୩୫ କଏଦୀ ସଶସ୍ତ୍ର ସୀମା ବଳ ଦ୍ବାରା ଅଟକ-ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରି...
12/09/2025

#ଭାରତ_ସୀମାରେ_୩୫ନେପାଳୀ_କଏଦୀ_ଅଟକ
-ନେପାଳ ଜେଲ୍‌ରୁ ଫେରାର ୩୫ କଏଦୀ ସଶସ୍ତ୍ର ସୀମା ବଳ ଦ୍ବାରା ଅଟକ
-ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଲାଣି ସଶସ୍ତ୍ର ସୀମା ବଳ
-ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨ କଏଦୀ ଧରାପଡ଼ିଲେଣି
-ବିହାରରେ ୧୦ ଓ ପଶ୍ଚିମବଙ୍ଗ ସୀମାରୁ ୩ କଏଦୀ ଧରାପଡ଼ିଛନ୍ତି

10/09/2025

ଆଳି ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ଖରସ୍ରୋତା ନଦୀରେ ଭାସିଯାଉଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ସାହସୀ ଯୁବକ

#ଆଳିବ୍ଲକ
#ଗୋବିନ୍ଦପୁର
#ମହିଳାଉଦ୍ଧାର
#ଖରସ୍ରୋତାନଦୀ
#ସାହସୀଯୁବକ




Address

Kendrapara District
754246

Alerts

Be the first to know and let us send you an email when Social news odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Social news odia:

Share