12/10/2025
#୯୦ଟି_ମାଛକୁ_କୋଟିଏ
-ଜଳେଶ୍ୱର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି କୁହାଯାଉଛି ଏହି ଭୋଳା ମାଛର ପିତ୍ତ ଓ ଅନ୍ୟାନ୍ୟ ଅଂଶ ଔଷଧ ତିଆରିରେ ବ୍ୟବହାର ହୋଇଥାଏ