papu Bajrangi

papu Bajrangi jay shree ram

11/02/2026
ଆଜି ତା ୨୪. ୧୧. ୨୫ରିଖ ସୋମବାର ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କାର୍ଯ୍ୟକର୍ତା ସର୍ବଜିତ ମହାନ୍ତି ଙ୍କ ନିକଟ କୁ ଖବର ଆସିଲା କି କେନ୍ଦ୍ରାପଡ...
24/11/2025

ଆଜି ତା ୨୪. ୧୧. ୨୫ରିଖ ସୋମବାର ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କାର୍ଯ୍ୟକର୍ତା ସର୍ବଜିତ ମହାନ୍ତି ଙ୍କ ନିକଟ କୁ ଖବର ଆସିଲା କି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ରେ ଜଣେ ମା ଙ୍କ ପାଇଁ ଏକ ରକ୍ତ ଆବଶ୍ୟକ ସାଙ୍ଗେ ସାଙ୍ଗେ କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦର ପୁର ବଉଳ ପାଟଣା ର ରାକେଶ ସେଠି ଭାଇ ନିଜେ ରକ୍ତ ଦେବାକୁ ସ୍ଥିର କରିବା ସହ ବଜରଙ୍ଗ ଦଳ କାର୍ଯ୍ୟକର୍ତା ବାବି ଭାଇ ଏବଂ ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ପପୁ ଭାଇ ଙ୍କ ସହ ରକ୍ତ ଭଣ୍ଡାର କୁ ଆସି ୧ୟୁନିଟ ରକ୍ତ ଦାନ କରିଲେ 🚩ରାକେଶ ଭାଇ ଙ୍କ ଏହି ମହତ କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ବଜରଙ୍ଗ ଦଳ ଆଜି ଗର୍ବିତ

ଆଜି ତା, ୨୩. ୧୧. ୨୫ ରିଖ ରବିବାର ଅପରାହ୍ନ ୪ଘଟିକା ସମୟ ରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ (ତିନିମୁହା...
23/11/2025

ଆଜି ତା, ୨୩. ୧୧. ୨୫ ରିଖ ରବିବାର ଅପରାହ୍ନ ୪ଘଟିକା ସମୟ ରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ (ତିନିମୁହାଣୀ)ରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ର ମାନଙ୍କୁ ନେଇ ନିଶା ମୁକ୍ତ ଯୁବ ସମାଜ ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି 🚩
ଜୟ ଶ୍ରୀରାମ 🚩
ବଜରଙ୍ଗ ଦଳ ହିନ୍ଦୁ ମାନଙ୍କ ବଳ
ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ, କେନ୍ଦ୍ରାପଡ଼ା ଜିଲ୍ଲା

ମାନବତାର ସବୁଠାରୁ ବଡ଼ ପରିଚୟ ଦୟା ଓ କରୁଣା। 🥹କିନ୍ତୁ, ଆଜି ଆମ ସମାଜରେ କିଛି ଲୋକଙ୍କ ନିର୍ମମତା ମାନବତାକୁ ଲଜ୍ଜିତ କରୁଛି। ଧୀରେ ଧୀରେ କୁଆଡ...
05/09/2025

ମାନବତାର ସବୁଠାରୁ ବଡ଼ ପରିଚୟ ଦୟା ଓ କରୁଣା। 🥹
କିନ୍ତୁ, ଆଜି ଆମ ସମାଜରେ କିଛି ଲୋକଙ୍କ ନିର୍ମମତା ମାନବତାକୁ ଲଜ୍ଜିତ କରୁଛି। ଧୀରେ ଧୀରେ କୁଆଡେ ମରିଗଲାଣି ଆମମାନଙ୍କ ମଣିଷ ପଣିଆ !
ଯେଉଁ ପଶୁ କୁ ଆମେ ଆମର ଗୋମାତା ବୋଲି ମାନି ପୂଜା କରିଥାଉ! ଯାହାର କ୍ଷୀର ପିଇ ଆମେ ଶକ୍ତି ପାଇଥାଉ!
ସେହି ପଶୁଙ୍କୁ କେମିତି ଏଭଳି ନିର୍ମମତାର ସିକାର କରାଯାଇଛି ଥରେ ଦେଖନ୍ତୁ ଏ ଫୋଟ ଉପରେ! ସାମାନ୍ୟ ଧାନଫସଲ ଖାଇବାକୁ ଯାଇ କେମିତି ଶିକାର ହେଇଚି ଆମ ଗୋମାତା !
ଶରୀରକୁ ବିଦୀର୍ଣ୍ଣ କରିଥିବା ଲୋହାର ଛୁରା, କେତେ ଯେ ବଡ଼ ଯନ୍ତ୍ରଣା, କେତେ ବଡ଼ ଅନ୍ୟାୟ
କେତେ ଯେ କଷ୍ଟ ହେଇନଥିବ ସେଇ ଗୋମାତାକୁ !
ପଶୁମାନେ କଥା କହିପାରନ୍ତି ନାହିଁ,
କିନ୍ତୁ ସେମାନେ ଯନ୍ତ୍ରଣା, ଯନ୍ତ୍ରଣାର ଆଂଶୁ,
ମାନବଙ୍କୁ ତୁଳନାରେ ଅଧିକ ସହିଥାନ୍ତି।
ଆମର ମାନବତା କେଉଁଠି ହାରାଇଗଲା?"
ଧିକ ତମ ମଣିଷ ପଣିଆ କୁ....
ଆଜି ସମାଜରେ ଦୟା, କରୁଣା ଓ ନିତିର ପୁନର୍ଜାଗରଣ ନିହାତି ଆବଶ୍ୟକ।
ପଶୁମାନେ କେବଳ ପଶୁ ନୁହେଁ, ସେମାନେ ପ୍ରକୃତିର ଅଂଶ,
ଆମ ଜୀବନର ଅବିଭାଜ୍ୟ ସହଚର।"
"ଆସନ୍ତୁ, ଏଭଳି ନିର୍ମମତା ବିରୋଧରେ ସ୍ୱର ଉତ୍ତୋଳନ କରିବା।
ସମାଜରେ ପଶୁମାନଙ୍କ ସୁରକ୍ଷା, ସେମାନଙ୍କ ଅଧିକାର ପାଇଁ
ସବୁଠାରୁ ଆଗକୁ ଆସିବା।

'ଦୟା' ହିଁ ସବୁଠାରୁ ବଡ଼ ଧର୍ମ,
'ମାନବତା' ହିଁ ସବୁଠାରୁ ବଡ଼ ପୂଜା।"

03/09/2025

Address

Bhageswarpur
Kendrapara District
754211

Website

Alerts

Be the first to know and let us send you an email when papu Bajrangi posts news and promotions. Your email address will not be used for any other purpose, and you can unsubscribe at any time.

Share