
21/08/2025
ଦାଦନ ର ଦୁଃଖ
ନାମ-ଅରୁଣ ଚଣ୍ଡ
ବାପାଙ୍କ ନାମ-ଅଙ୍କୁର ଚରଣ ଚଣ୍ଡ
ଗ୍ରାମ-ବିଷ୍ଣୁପଡା
ବ୍ଲକ୍-ରାଜନଗର
ଜିଲ୍ଲା-କେନ୍ଦ୍ରାପଡା
ଅରୁଣ ଜଣେ ଗରିବ ଘରର ହୋଇଥିବାରୁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ ନିଜର କର୍ମ ଶେଷ କରି ଲୋକାଲ୍ ଟ୍ରେନ୍ ରେ ଫେରୁଥିବା ବେଳେ ଏ ଅଘଟଣ ଘଟିଛି ଚିକିତ୍ସା ପାଇଁ ଅନେକ ଅର୍ଥର ଆବଶ୍ୟକତା ରହିଛି ଏଣୁ ଆପଣ ମାନଙ୍କୁ ବିନିତ ଅନୁରୋଧ ଆପଣମାନେ କିଛି କିଛି ସାହାଯ୍ୟ କଲେ ପିଲାଟିର ଉତ୍ତମ ଚିକିତ୍ସା ହୋଇ ପାରନ୍ତା
ଜୟ ଜଗନ୍ନାଥ