Prakash Parida

Directions Website

Prakash Parida Mr- Prakash Parida Digital creator [F.B]

30/09/2026

#ଗାଁ_ପରିବେଶ_ଅତି_ସୁନ୍ଦର..🤔💭🌳
ସମାଜ କଣ କହିବ ଭାବି ଜୀବନ ବଞ୍ଚିଲେ, ଦିନେ ନିଜ
ମନ ହିଁ ପଚାରିବ‘ତୁମେ ନିଜ ପାଇଁ କେବେ ବଞ୍ଚିଲ?

 #ମାଆ_ଓ_ମମତା..?🤔💭👌ଆମକୁ ସବୁ ସମୟ ରେ ଜଣା ଅଛି ଆମ ପାଖରେ କେତେ ଧନ ଅଛି, କିନ୍ତୁ ଆମକୁ ଏ କଥା ଜଣା ନାହିଁ ଆମ ପାଖରେ କେତେ ସମୟ ଅଛି ।
30/09/2026

#ମାଆ_ଓ_ମମତା..?🤔💭👌
ଆମକୁ ସବୁ ସମୟ ରେ ଜଣା ଅଛି ଆମ ପାଖରେ କେତେ ଧନ ଅଛି, କିନ୍ତୁ ଆମକୁ ଏ କଥା ଜଣା ନାହିଁ ଆମ ପାଖରେ କେତେ ସମୟ ଅଛି ।

 #ୟାକୁ_ହିଁ_କୁହନ୍ତି_ବୋହୂ..?🤔💭☝️ଜନକ ଜନନୀ,ହେବାଟା ସହଜ ବାପା ମାଆ ହେବା, ବହୁତ- କଷ୍ଟ..ଅନୁଭବି ପାଇଁ, ବୁଝିବା ସହଜ ଆନେ ବୁଝିବାକୁ,ବଡ଼ ସଂ...
29/09/2026

#ୟାକୁ_ହିଁ_କୁହନ୍ତି_ବୋହୂ..?🤔💭☝️
ଜନକ ଜନନୀ,ହେବାଟା ସହଜ ବାପା ମାଆ ହେବା,
ବହୁତ- କଷ୍ଟ..ଅନୁଭବି ପାଇଁ, ବୁଝିବା ସହଜ ଆନେ ବୁଝିବାକୁ,ବଡ଼ ସଂକଟ ।। ♥️ 😉

ହଜିଗଲା ପରେ ମନ ବୁଝିପାରେ ସ୍ନେହ ମମତାର ମୂଲ। 🙏କିଏ' ସେ ଆପଣା କିଏ ସାତପର କିଏ କହେ ସ୍ୱାର୍ଥେ ଭଲ?
29/09/2026

ହଜିଗଲା ପରେ ମନ ବୁଝିପାରେ ସ୍ନେହ ମମତାର ମୂଲ। 🙏
କିଏ' ସେ ଆପଣା କିଏ ସାତପର କିଏ କହେ ସ୍ୱାର୍ଥେ ଭଲ?

ଭଲ କିଏ ଅଛି,କହିଲ ଆଜିରେ ସଭିଏଁ କହନ୍ତି, ଭଲରେ ଅଛୁଁ,,କହିବା ରହିବା,ଏକା କଥା ନୁହେଁ ବଚନ ମଧୁର,ମିଛ ବାଣ୍ଟୁଛୁଁ।
29/09/2026

ଭଲ କିଏ ଅଛି,କହିଲ ଆଜିରେ ସଭିଏଁ କହନ୍ତି, ଭଲରେ ଅଛୁଁ,,
କହିବା ରହିବା,ଏକା କଥା ନୁହେଁ ବଚନ ମଧୁର,ମିଛ ବାଣ୍ଟୁଛୁଁ।

 #ଅଗ୍ର_ପୂଜନୀୟା_ନାରୀ..?🌿 ଦୃଷ୍ଟିକୋଣ ବଦଳିଲେ, ଜୀବନକୁ ଦେଖିବାର ତରିକା ବଦଳିଯାଏ… ✨ସକାରାତ୍ମକ ଚିନ୍ତା ହିଁ ସୁନ୍ଦର ଭବିଷ୍ୟତର ପ୍ରଥମ ପାଦପ...
28/09/2026

#ଅଗ୍ର_ପୂଜନୀୟା_ନାରୀ..?
🌿 ଦୃଷ୍ଟିକୋଣ ବଦଳିଲେ, ଜୀବନକୁ ଦେଖିବାର ତରିକା ବଦଳିଯାଏ… ✨
ସକାରାତ୍ମକ ଚିନ୍ତା ହିଁ ସୁନ୍ଦର ଭବିଷ୍ୟତର ପ୍ରଥମ ପାଦପଥ।
ମନରେ ଭରସା ରଖନ୍ତୁ, ଭଲ ଭାବନ୍ତୁ ଓ ଆଗକୁ ବଢ଼ନ୍ତୁ। 🙏 💖

 #ଡିଜିଟାଲ_ସ୍ବାମୀ..?🤔💭👌ସାମ୍ପ୍ରତିକ ସମାଜ ଓ ବ୍ୟକ୍ତିର ଭାବନାକୁ ଅନୁଶୀଳନ କଲେ ଏମିତି କିଛି ଅନୁଭବ ହୁଏ, ଏଠି ସମ୍ପର୍କ ଅଛି, କିନ୍ତୁ ସମ୍ପର...
28/09/2026

#ଡିଜିଟାଲ_ସ୍ବାମୀ..?🤔💭👌
ସାମ୍ପ୍ରତିକ ସମାଜ ଓ ବ୍ୟକ୍ତିର ଭାବନାକୁ ଅନୁଶୀଳନ କଲେ ଏମିତି କିଛି ଅନୁଭବ ହୁଏ, ଏଠି ସମ୍ପର୍କ ଅଛି, କିନ୍ତୁ ସମ୍ପର୍କର ଉଷ୍ମତା ନାହିଁ; ମିଳନ ଅଛି, କିନ୍ତୁ ମନର ମିଳନ ନାହିଁ। ଏ ବିଷୟରେ ଆପଣଙ୍କ ମୂଲ୍ୟବାନ୍ ମତାମତ (comment) ଜଣାଇବେ !🙏✨ ❤️ ❤️❤️

 #ଆମେ_ଆଧୁନିକ_ନାରୀ..?🤔💭☝️ଦେଖି ନଥାଇ ବି, ନିଖୁଣ-ଭାବରେ କରାଯାଇପାରେ, ରୂପ ବର୍ଣ୍ଣନା,,ସୌନ୍ଦର୍ଯ୍ୟର ଛବି, ମନେ ଉଙ୍କିମାରେରୂପାୟନେ ଜାଗେ, ...
28/09/2026

#ଆମେ_ଆଧୁନିକ_ନାରୀ..?🤔💭☝️
ଦେଖି ନଥାଇ ବି, ନିଖୁଣ-ଭାବରେ କରାଯାଇପାରେ,
ରୂପ ବର୍ଣ୍ଣନା,,ସୌନ୍ଦର୍ଯ୍ୟର ଛବି, ମନେ ଉଙ୍କିମାରେ
ରୂପାୟନେ ଜାଗେ, କବି-କଳ୍ପନା II

 #ଏହି_ଆମ_ରାଜ୍ୟ_ରାଜନୀତି..?🤔💭☝️
27/09/2026

#ଏହି_ଆମ_ରାଜ୍ୟ_ରାଜନୀତି..?🤔💭☝️

 #ସୁଖ_ମିଳେ_କଣ_ଟଙ୍କାରେ..?🤔💭☝️ପିଲାଦିନେ ସାଜେ, ବାଲିଘର-ଖେଳ ମନେପଡ଼େ ସବୁ, ପାଚିଲା ବାଳେ,ସାଙ୍ଗସାଥୀ ମେଳ, ପିଲା ଦିନ- ଖେଳ ହଜି ଯାଇଥିବା,...
27/09/2026

#ସୁଖ_ମିଳେ_କଣ_ଟଙ୍କାରେ..?🤔💭☝️
ପିଲାଦିନେ ସାଜେ, ବାଲିଘର-ଖେଳ ମନେପଡ଼େ ସବୁ,
ପାଚିଲା ବାଳେ,ସାଙ୍ଗସାଥୀ ମେଳ, ପିଲା ଦିନ- ଖେଳ
ହଜି ଯାଇଥିବା, ସ୍ମୃତି ସକଳେ।।

Address

Odisha
Kendrapara
754213

Alerts

Be the first to know and let us send you an email when Prakash Parida posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share