Odisha Kranti News

Odisha Kranti News 24×7 News Service

13/06/2026


♥️

Time to share a new post! 📸 I'm thinking of adding a fun caption and tagging some friends. Plus, I can even add a poll! ...
05/06/2026

Time to share a new post! 📸 I'm thinking of adding a fun caption and tagging some friends. Plus, I can even add a poll! What do you think? 🤔

The image captures a serene sunset over a landscape, possibly Kendrapara, with the sky illuminated by the setting sun. T...
31/05/2026

The image captures a serene sunset over a landscape, possibly Kendrapara, with the sky illuminated by the setting sun. The photograph was captured using an OPPO Find X9 with Hasselblad technology. 🌅📸✨📍

31/05/2026
Just me and my crew, enjoying some quality time together! 🏏 Soaking up these moments with my favorite people. 😊
10/05/2026

Just me and my crew, enjoying some quality time together! 🏏 Soaking up these moments with my favorite people. 😊

Just captured this beautiful moment with my OPPO Find X9, featuring that amazing Hasselblad camera! 📸 The colors are jus...
10/05/2026

Just captured this beautiful moment with my OPPO Find X9, featuring that amazing Hasselblad camera! 📸 The colors are just incredible. Thinking of adding some audio to really set the mood. What do you all think? 🤔

ସ୍ତ୍ରୀ ର ଅନ୍ତିମ ସମୟର ହୃଦବିଦାରକ ବିଦାୟ  "ମତେ ଯିବାକୁ ଦିଅ" ଯଦି ପତ୍ନୀ ଅଛି ତ ଦୁନିଆର ସବୁକିଛି ଅଛି।ରାଜା ପରି ଜୀବନଟା କାଟି ହେବ।ମୁଣ୍ଡ...
08/01/2026

ସ୍ତ୍ରୀ ର ଅନ୍ତିମ ସମୟର ହୃଦବିଦାରକ ବିଦାୟ
"ମତେ ଯିବାକୁ ଦିଅ"

ଯଦି ପତ୍ନୀ ଅଛି ତ ଦୁନିଆର ସବୁକିଛି ଅଛି।
ରାଜା ପରି ଜୀବନଟା କାଟି ହେବ।
ମୁଣ୍ଡ ଉଚ୍ଚା କରି ଚାଲି ହେବ।

ଆପଣ ଙ୍କର
ସମସ୍ତ ସୁବିଧା-ଅସୁବିଧା,
ଅବାଞ୍ଛିତ ପ୍ରଳାପ,
ଆଉ ବିନା କାରଣରେ କ୍ରୋଧ କୁ, ଧର୍ମ ପତ୍ନୀ ହିଁ, ସମ୍ଭାଳି ଥାଏ।

ତୁମ ସୁଖରେ ସୁଖୀ,
ତୁମ ଦୁଃଖରେ ଦୁଃଖୀ,
କେବଳ ପତ୍ନୀ ହିଁ ହୋଇଥାଏ।

ଚାଆ ଆଣ, ପାଣି ଆଣ, ଖାଇବା ଆଣ, ବିଛଣା ବିଛାଅ, ଇଏ ଏମିତି ହେଲା, ସିଏ ସେମିତି ହେଲା ।
କେବେ ମୁଣ୍ଡ ରେ ବୁଦ୍ଧି ପଶିବ ? ତୁମର ଟିକେ କାଣ୍ଡ ଜ୍ଞାନ ନାହିଁ ?
ଏମିତି ଅନେକ ସମାଲୋଚନା
ଅସଂଖ୍ୟ ତିରଷ୍କାର ସହ୍ୟ କରି
ସେ ହସୁଥାଏ ନିରନ୍ତର.....

ଆପଣଙ୍କ ପାଖରେ ବୁଦ୍ଧି ଅଛି।
ହେଲେ ତାଙ୍କ ଉପସ୍ଥିତ କାରଣ ରୁ,
ଆପଣ ଜୀବିତ ଅଛନ୍ତି ।

ନଚେତ ଦୁନିଆ ରେ, ଆପଣଙ୍କୁ କେହି ପଚାରି ନଥାଆନ୍ତେ ।

ଏବେ ଧ୍ୟାନ ଦେଇ
ଏହି ସ୍ଥିତିକୁ କଳ୍ପନା କରନ୍ତୁ:-

ଦିନେ ରାତିରେ ପତ୍ନୀଙ୍କ ଅଚାନକ ଦେହାନ୍ତ ହୋଇଗଲା।
ଘର ଭିତରୁ କାନ୍ଦଣା ଶବ୍ଦ ଶୁଭୁଛି,
ଗାଁ ସାହି ପଡିଶା ସମସ୍ତେ,
ପତ୍ନୀର ଅନ୍ତିମ ଦର୍ଶନ କରୁଛନ୍ତି ।

ଏହି ସମୟରେ ପତ୍ନୀର ଆତ୍ମା ଯାଉ ଯାଉ ଯାହା କହୁଛି (ଏହା ତାର ବର୍ଣ୍ଣନା ମାତ୍ର) :-

ମୁଁ ଏବେ ଯାଉଛି,
ଏ ଜନ୍ମରେ ଆଉ କେବେ ଭେଟ ହେବନାହିଁ ।
ମୁଁ ଏବେ ଯାଉଅଛି !

ଯେଉଁ ଦିନ ବିବାହ ବେଦିରେ
ସାତ ଫେରା ନେଇଥିଲେ
ସେହି ସମୟରେ କଥା ଦେଇ ଥିଲ
ଆମେ ସାତ ଜନ୍ମ ସାଥି ହୋଇ ରହିବା ।
ହେଲେ ମୋତେ ଆଗ ଯିବାକୁ ପଡିବ ବୋଲି
ଜଣା ନଥିଲା !
ହେଲେ ମୋତେ ଯିବାକୁ ଦିଅ !!

ନିଜର ଘର ଅଗଣାରେ ନିଜ ଶରୀର ଛାଡି ଯାଉଅଛି। ବହୁତ କଷ୍ଟ ଲାଗୁଛି ମୋତେ। କିନ୍ତୁ, ମୁଁ ଅସହାୟ, ନିରୁପାୟ,
ମୁଁ ଏବେ ଯାଉଅଛି ।
ମୋ ମନ ମାନୁନାହିଁ ।
ହେଲେ ମୁଁ କିଛି କରିପାରୁ ନାହିଁ ।
•ତେଣୁ ମୋତେ ଯିବାକୁ ଦିଅ !!

ହଁ, ମନ ସୁଦୃଢ କରିବ। ଖାମଖିଆଲି ହେବେ ନାହିଁ ।
•ମୋତେ ଏବେ ଯିବାକୁ ଦିଅ !

ଯାହାର ଜନ୍ମ ହୋଇଛି, ତାର ମୃତ୍ୟୁ ସୁନିଶ୍ଚିତ। ଧୀରେ ଧୀରେ ମୋତେ ଭୁଲି ଯିବ। ମୋତେ ଆଉ ବହୁତ ମନେ ପକାଇବ ନାହିଁ ।
ପୁଣି କାମ ରେ ବ୍ୟସ୍ତ ହେଇଯିବ।
ମୋ ବିନା, ବଞ୍ଚିବା ର ଅଭ୍ୟାସ
ଆପଣାଇ ନେବ ।
•ମୋତେ ଯିବାକୁ ଦିଅ !

ଏ ଜୀବନ ରେ, ମୋ କଥା କେବେ ମାନି ନାହଁ।
ଏବେ ଜିଦ୍ଧି ଛାଡି,
ବ୍ୟବହାର ରେ, ବିନମ୍ରତା ଆଣିବ ।
ତମକୁ, ଏକୁଟିଆ ଛାଡି,ମୋତେ= ଯିବାକୁ ବହୁତ ଚିନ୍ତା ଘାରୁଛି।
କିନ୍ତୁ ମୁଁ ଅସହାୟ ..... ଉପାୟଶୂନ୍ୟ !
•ମୋତେ ଯିବାକୁ ଦିଅ !

ତମର ବ୍ଲଡ ପ୍ରେସର ଆଉ ଡାଇବେଟିସ ।
ଭୁଲରେ ବି ମିଠା ଖାଇବ ନାହିଁ।
ନଚେତ ନିଜେ କଷ୍ଟ ଭୋଗିବ।
ସକାଳୁ ଉଠି ସବୁ ଦିନ morning walk ରେ ଯିବ।ମନେକରି ଠିକ୍ ସମୟରେ ଔଷଧ ଖାଇ ନେବ।
ଚା ଯଦି ଡେରିରେ ମିଳିଲା ତ ବୋହୂ ଉପରେ ରାଗିବ ନାହିଁ ।ଏବେ ମୁଁ ନାହିଁ।
ଏକଥା ମନେ ରଖି ଚଳିବ ।
•ମୋତେ ଯିବାକୁ ଦିଅ !

ତମେ ମୋତେ ଅନେକ ଥର କହିଛ "LOVE MAKES A FAMILY." ତେଣୁ, ପୁଅ ଆଉ ବୋହୂ କିଛି କହିଲେ ଚୁପଚାପ ଶୁଣି ନେବ।
କେବେ ରାଗିବ ନାହିଁ।
ସବୁବେଳେ ହସି ହସି କଥା ହେବ।
ମନ ଦୁଃଖ କରିବ ନାହିଁ ।
•ମୋତେ ଯିବାକୁ ଦିଅ !

ଏବେ, ଆଧ୍ୟାତ୍ମିକ ମାର୍ଗ ରେ ଯିବା ପାଇଁ ଚେଷ୍ଟା କରିବ। ଧାର୍ମିକ ଜୀବନ ଆପଣାଇବ।
ଯଦି ମୋ କଥା ମନେ ପଡିବ ତ ଚୁପଚାପ କାନ୍ଦି ନେବ।
କିନ୍ତୁ କେବେ ଭାଙ୍ଗି ପଡିବ ନାହିଁ ।
•ମୋତେ ଯିବାକୁ ଦିଅ !

ମୋ ରୁମାଲ କାହିଁ,
ମୋ ଚାବି କାହିଁ,
ଏବେ ଆଉ ଚିଲ୍ଲାଇବ ନାହିଁ।
ସବୁକିଛି ଯଥା ସ୍ଥାନରେ ରଖିବ।
ଆଉ ମନେ ପକାଇ ସବୁ କାମ କରିବ।
ସକାଳେ ସନ୍ଧ୍ୟା ରେ
ନିୟମିତ ଔଷଧ ଖାଇ ନେବ। ରାଗ ରୁଷା କରିବ ନାହିଁ ।
ମୋର ଅନୁପସ୍ଥିତି ବାଧିବ। ହେଲେ ମନ ଦୁର୍ବଳ କରିବ ନାହିଁ ।
•ମୋତେ ଯିବାକୁ ଦିଅ !

ବୁଢା ହେଇଗଲେ,
ବାଡି ର ସାହାରା ନେବ।ଧିରେ ଧିରେ ଚାଲିବ।ଯଦି ବେମାର ହେଇ ଯାଅ,
ଯଦି ବିଛଣାରେ ପଡି ରୁହ,
ଅନ୍ୟ ର ସେବା, ତୁମକୁ ପସନ୍ଦ
ଆସିବ ନାହିଁ,
ମୋ କଥା ମନେ ପଡିବ।
ହେଲେ ମୁଁ ନଥିବି ।
ଭଗବାନ କରନ୍ତୁ,
ତୁମ ଗୋଡହାତ ଚାଲୁଥିଲା ବେଳେ
ଜୀବନ ଚାଲିଯାଉ ।
•ମୋତେ ଯିବାକୁ ଦିଅ

ରାତିରେ ବିଛଣାକୁ ଯିବା ପୂର୍ବରୁ,ପାଣି ବୋତଲ ଟିଏ ମାଗି ନେବ। ଶୋଷ ଲାଗିଲେ ପିଇ ନେବ। ପାଖରେ ଟର୍ଚ୍ଚ ରଖିଥିବ।
ରାତିରେ ଦରକାର ପଡି ପାରେ। ସବୁକଥା ଧ୍ୟାନ ରଖିବ ।
•ମୋତେ ଯିବାକୁ ଦିଅ !

ବିବାହ ପରେ
ଆମେ ଦୁହିଁଙ୍କ ଯୋଡି ଦେଖି
ଅନେକ ଈର୍ଷା କରୁଥିଲେ।
ଆମର ଦାମ୍ପତ୍ୟ ଜୀବନ ବହୁତ ସୁନ୍ଦର ଥିଲା।
ଆମ ପରିବାର କୁ, ଇଶ୍ଵର ଫୁଲ ପରି ୨ ଟିପୁଅ ଦେଇଛନ୍ତି ।
ଏବେ ଆଉ ସେ ଫୁଲ ର ସୁଗନ୍ଧ,
ମୋତେ ମିଳିବ ନାହିଁ।
•ମୋତେ ଯିବାକୁ ଦିଅ !

"ଉଠ ସକାଳ ହେଲାଣି ",
ଏବେ ଆଉ କେହି କହିବେ ନାହିଁ ।
ଆପେ ଆପେ ଉଠିବା ଅଭ୍ୟାସ କରି ନେବ।
କାହାର ପ୍ରତୀକ୍ଷା କରିବ ନାହିଁ।
•ମୋତେ ଯିବାକୁ ଦିଅ !

ଆଉ ହଁ....
ଗୋଟିଏ କଥା ତୁମକୁ ଲୁଚାଇ ଥିଲି।
ମୋତେ କ୍ଷମା କରିଦେବ।
ତମକୁ ନ'ପଚାରି, ପାଖ ପୋଷ୍ଟ ଅଫିସ ରେ,କିଛି ଟଙ୍କା ଜମା କରିଛି।
ଏଥିରୁ କିଛି ଦୁହି ବୋହୂ କୁ
ଆଉ କିଛି ଦୁଇ ପୁଅକୁ
ଆଉ କିଛି ତୁମେ ପାଖରେ ରଖିଥିବ ନିଜପାଇଁ ।
•ମୋତେ ଯିବାକୁ ଦିଅ !

ଭଗବାନଙ୍କୁ ନିତିଦିନ ଭକ୍ତି ଆଉ ପୂଜା କରିବାକୁ ଯେମିତି ଭୁଲି ନ'ଯାଅ ।
ଏବେ ଆଉ ଏ ଜୀବନରେ କେବେ ଭେଟ ହେବନାହିଁ ।
ମୋ ଦ୍ବାରା ଯଦି କିଛି ବି ଭୁଲ ହୋଇଥିବ
ମୋତେ କ୍ଷମା କରିଦେବ।
ମୋତେ ଯିବାକୁ ଦିଅ !
ମୋତେ ଯିବାକୁ ଦିଅ।

22/08/2025

Celebrating my 5th year on Facebook. Thank you for your continuing support. I could never have made it without you. 🙏🤗🎉

 #ସୁରକ୍ଷା_ବ୍ୟବସ୍ତା_ଚିନ୍ତଜନକ  #ପୁରୀସରକାର ଆଇନ ଶୃଙ୍ଖଳା ବ୍ୟବସ୍ତାରେ ପୁରାପୁରି ଢ଼ିଲା, ଅପାରଗତା lପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଧମକଆତଙ...
13/08/2025

#ସୁରକ୍ଷା_ବ୍ୟବସ୍ତା_ଚିନ୍ତଜନକ #ପୁରୀ
ସରକାର ଆଇନ ଶୃଙ୍ଖଳା ବ୍ୟବସ୍ତାରେ ପୁରାପୁରି ଢ଼ିଲା, ଅପାରଗତା l
ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଧମକ
ଆତଙ୍କବାଦୀ ଶ୍ରୀମନ୍ଦିର ଭାଙ୍ଗିବା ନେଇ ଧମକପୂର୍ଣ୍ଣ ଲେଖା
ପରିକ୍ରମା ମାର୍ଗ କାନ୍ଥରେ ଧମକପୂର୍ଣ୍ଣ ଲେଖା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ନିକଟରେ ଥିବା ହବାଳିଖଟିରେ କୂଳ ଲଙ୍ଘିଛି ସୁମୁଦ୍ର। ଭିତରକନିକାର ଆକର୍ଷଣୀ...
03/08/2025

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ନିକଟରେ ଥିବା ହବାଳିଖଟିରେ କୂଳ ଲଙ୍ଘିଛି ସୁମୁଦ୍ର। ଭିତରକନିକାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହବାଳିଖଟି ନେଚର କ୍ୟାମ୍ପର କଟେଜ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିଛି। ଫଳରେ ପର୍ଯ୍ୟଟକଙ୍କୁ ହବାଳିଖଟିକୁ ବାରଣ କରାଯାଇଛି।

Address

Kendrapara
Kendrapara

Alerts

Be the first to know and let us send you an email when Odisha Kranti News posts news and promotions. Your email address will not be used for any other purpose, and you can unsubscribe at any time.

Share