26/05/2021
🌪 🌀 ବାତ୍ୟା ପରିବାର 🌀 🌪
ଜେଜେବାପା ~ ମହାବାତ୍ୟା (୧୯୯୯)
ବାପା ~ ଫାଇଲିନ୍ (୨୦୧୩)
ମାଆ ~ ହୁଡହୁଡ୍ (୨୦୧୪)
ଝିଅ ~ ତିତଲି (୨୦୧୮)
ପୁଅ ~ ଫନି (୨୦୧୯)
ବଡ ନାତି ~ ଅମ୍ପାନ୍ (୨୦୨୦)
ସାନ ନାତି ~ ୟାସ (୨୦୨୧)
ଦେଖା ଯାଉ କରୋନା କୁ ଯୌତୁକ ରେ ଆଣି ପରିବାର ବାତ୍ୟା ର ଭାଙ୍ଗିବ କି ବର୍ଷ ବର୍ଷ ପରି ଆର ବର୍ଷ ମଧ୍ଯ ଆସିବ ସବୁ ସେଇ ସମୟ କୁ ଅପେକ୍ଷା 😂