Ratnakar Sethi

Ratnakar Sethi Contact information, map and directions, contact form, opening hours, services, ratings, photos, videos and announcements from Ratnakar Sethi, Digital creator, DESAHI, Kendrapara.

Motivational Speaker | Writer | Innovator
Award-winning lecturer and dedicated social worker, honored with the Governor’s Award for Social Service (2024), National Youth Award (2017), Adarsh Sikhikha Award (2025), and Digital Excellence Award (2019).

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟ ସଂଗଠନ, ଭୁବନେଶ୍ୱର, ଓଡ଼ିଶା ତରଫରୁ ୧୧ମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍...
16/05/2026

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟ ସଂଗଠନ, ଭୁବନେଶ୍ୱର, ଓଡ଼ିଶା ତରଫରୁ ୧୧ମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ -୨୦୨୬ ଅବସରରେ ଜିଲ୍ଲା ସାଂସ୍କୃତିକ ଭବନ, ଝାରସୁଗୁଡ଼ା ଠାରେ ମୋତେ "ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ କାବ୍ୟରୌପ୍ୟ ରତ୍ନସମ୍ମାନ-୨୦୨୬ " ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ବାରାହା ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଓ ଆଲୋକ ଶିଖା ନିଃଶୁଳ୍କ ଶିକ୍ଷାଦାନ ର ସଦସ୍ୟ,ଦେସାହି ଗ୍ରାମ ର ସରପଞ୍ଚ ଓ ଦଧିବାମନ ସାହିତ୍ୟ ସଂସଦ ର ସଦସ୍ୟ ମାନଙ୍କ ନିକଟରେ ଚିରଋଣୀ। ଓଡ଼ିଶା ରେ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବି। ଆପଣ ମାନଙ୍କ ଆର୍ଶୀବାଦ କାମନା କରୁଛି।

CMO Odisha PMO India Ratnakar Sethi    ゚viralシ
16/05/2026

CMO Odisha PMO India Ratnakar Sethi ゚viralシ

ତୁମ ବିନା    ゚viralシ
16/05/2026

ତୁମ ବିନା
゚viralシ

04/05/2026
ଜୟ ଜଗନ୍ନାଥ 🙏ସମସ୍ତଙ୍କୁ ନମସ୍କାର।ମୁଁ ହୃଦୟପୂର୍ବକ ଧନ୍ୟବାଦ ଜଣାଉଛି ଦେବୀ ବାରାହା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରିୟ ଅଧ୍ୟକ୍ଷ ମହୋଦୟ...
03/05/2026

ଜୟ ଜଗନ୍ନାଥ 🙏
ସମସ୍ତଙ୍କୁ ନମସ୍କାର।
ମୁଁ ହୃଦୟପୂର୍ବକ ଧନ୍ୟବାଦ ଜଣାଉଛି ଦେବୀ ବାରାହା ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରିୟ ଅଧ୍ୟକ୍ଷ ମହୋଦୟଙ୍କୁ, ଯିଏ ସଦା ସର୍ବଦା ଯୁବ ରେଡକ୍ରସ୍ ୟୁନିଟ୍‌କୁ ଉତ୍ସାହିତ କରି ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଆସୁଛନ୍ତି।
ଏହା ସହିତ, ମୁଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ, କର୍ମଚାରୀବୃନ୍ଦ ଓ ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଭାର ଜଣାଉଛି।
ବିଶେଷ କରି, ମୋର ସମସ୍ତ ସ୍ବେଚ୍ଛାସେବୀ ସହଯୋଗୀମାନଙ୍କୁ ଅନ୍ତରିକ ଧନ୍ୟବାଦ। ସେମାନଙ୍କର ନିଷ୍ଠା ଓ ପରିଶ୍ରମର ଫଳରେ ମୁଁ ସର୍ବଭାରତୀୟ ସ୍ତରରେ “ଯୁବ ନେତୃତ୍ୱ ପୁରସ୍କାର” ପାଇବାର ସୁଯୋଗ ଲାଭ କରିପାରିଛି।
ମୁଁ ମୋର ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ଚିରଋଣୀ।ନିଜର ପ୍ରଶଂସା କରିବା ଉଦ୍ଦେଶ୍ୟ ନୁହେଁ, ତଥାପି ଆପଣମାନଙ୍କର ଭଲପାଇବା ଓ ଆଶୀର୍ବାଦ ମୋ ପାଇଁ ଏକାନ୍ତ ଆବଶ୍ୟକ।
ଆଗାମୀ ଦିନରେ ମଧ୍ୟ ଆପଣମାନଙ୍କ ସହଯୋଗ ଏଭଳି ରହୁ ଭାବି ଆଶା କରୁଛି।
ଧନ୍ୟବାଦ 🙏
゚viralシ CMO Odisha PMO India

With RJ Sangram – I just got recognised as one of their top fans! 🎉
25/04/2026

With RJ Sangram – I just got recognised as one of their top fans! 🎉

ଜୀବନରେ ପ୍ରତ୍ୟେକ ମୂହୁର୍ତ୍ତ ଉପଭୋଗ କରିବା ହିଁ ଖୁସି    ゚viralシ
21/04/2026

ଜୀବନରେ ପ୍ରତ୍ୟେକ ମୂହୁର୍ତ୍ତ ଉପଭୋଗ କରିବା ହିଁ ଖୁସି
゚viralシ

Good morning 🌄    ゚viralシ
20/04/2026

Good morning 🌄
゚viralシ

Address

DESAHI
Kendrapara
755061

Alerts

Be the first to know and let us send you an email when Ratnakar Sethi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ratnakar Sethi:

Share