UTKAL MEDIA

UTKAL MEDIA ଉତ୍କଳ ମିଡ଼ିଆ : କହେ ମାଟିର କଥା
-------------------------------------------------
follow us on youtube.

search on 👉 youtube link https://youtube.com/.?si=_cDkWB2CirTO-wCe

27/08/2026
 #ରାକ୍ଷୀ_ପୂର୍ଣ୍ଣିମା💞 #ଭାଇ_ଭଉଣୀ_ସମ୍ପର୍କର_ଅତୁଟ_ବନ୍ଧନପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଆମ ଉତ୍କଳ ମିଡ଼ିଆ ପର...
27/08/2026

#ରାକ୍ଷୀ_ପୂର୍ଣ୍ଣିମା💞
#ଭାଇ_ଭଉଣୀ_ସମ୍ପର୍କର_ଅତୁଟ_ବନ୍ଧନ
ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଆମ ଉତ୍କଳ ମିଡ଼ିଆ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା💐
#ଉତ୍କଳ_ମିଡ଼ିଆ

26/08/2026

#ଜନସେବାରୁ_ମିଳେ_ଆନନ୍ଦ : #ଶିବପ୍ରସାଦ🩺 #
ଗାଁ ଗାଁରେ ବୁଲି ସେବା ଯୋଗାଉଛନ୍ତି ଡ଼ାକ୍ତର ଶିବପ୍ରସାଦ🩺
ସେବା କାର୍ଯ୍ୟରୁ ସାଉଁଟୁଛନ୍ତି ଅମାପ ଖୁସି ଏବଂ ଲୋକଙ୍କ ତମାମ୍
ଭଲ ପାଇବା💞


#ରିପୋର୍ଟ : #ଉତ୍କଳ_ମିଡ଼ିଆ

26/08/2026

#ଗ୍ୟାସ୍_ସିଲିଣ୍ଡର_ଓ_ସାଇକେଲ୍_ଚୋର_ଗିରଫ୍❗
ଆପଣ୍ଡା ଗାଁରୁ ଗ୍ୟାସ୍ ସିଲିଣ୍ଡର ଓ ସାଇକେଲ୍ ଚୋରକୁ ବନ୍ତ ପୁଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଛି l

26/08/2026

#ସେବା_ହିଁ_ଜୀବନର_ମୂଳମନ୍ତ୍ର : ୍ୱାଇଁ💞
ଦୈନନ୍ଦିନ ଜୀବନରେ ବିଭିନ୍ନ ସେବାକାର୍ଯ୍ୟ କରି ଏବେ ବେଶ୍ ଚର୍ଚ୍ଚାରେ ଶରତ❗ପ୍ରକୃତି ପରିବେଶକୁ ସୁନ୍ଦର ଓ ସବୁଜିମା ପରି ଗଢ଼ି ତୋଳିବାରେ ସେ ଜଣେ ଅନନ୍ୟ ପୂଜାରୀ❗କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ କଇଁସିଆରୀ ଗ୍ରାମର ଅନନ୍ୟ ବ୍ୟକ୍ତିତ୍ୱ ଶରତ ସ୍ୱାଇଁ❗ବିଭିନ୍ନ ମଠ-ମନ୍ଦିର କାର୍ଯ୍ୟରେ ନିଜକୁ ସମର୍ପଣ ହେଉ ଅବା ବୃକ୍ଷରୋପଣ କରି ସବୁଜ ପରିବେଶ ଗଢ଼ିବା ସହ ଗରିବ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ସମସ୍ତଙ୍କ ପ୍ରିୟ ୍ୱାଇଁ❗ସ୍ୱଚ୍ଛତା ଓ ଧାର୍ମିକ ସେବାକାର୍ଯ୍ୟ ପାଇଁ ଶରତ ବେଶ୍ ପ୍ରଶଂସା ସାଉଁଟୁଛନ୍ତି l ହିନ୍ଦୁଧର୍ମରୁ ଅନ୍ୟ ଧର୍ମକୁ ଯାଇଥିବା ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କୁ ପୁନର୍ବାର ହିନ୍ଦୁଧର୍ମକୁ ଫେରାଇ ଆଣିବାରେ ସେ ସଫଳ ହୋଇଥିବା ବେଳେ ଗାଁର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନିଜସ୍ୱ ଅନୁଦାନ ଯୋଗେ ସ୍ୱାବଲମ୍ବୀ କରାଇଛନ୍ତି l ତାଙ୍କର ଏଭଳି ସେବାକାର୍ଯ୍ୟ ଯୋଗୁଁ ବିଭିନ୍ନ ଅନୁଷ୍ଠାନରୁ ସେ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି l


#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

26/08/2026

ିକାରୀ_ସହ_୨ଟି_ବନ୍ଧୁକ_ଜବତ୍❗
ବନବିଭାଗର ଟ୍ରାପ୍ କ୍ୟାମେରା ସାହାଯ୍ୟରେ ଟିକରପଡ଼ା ନିକଟରୁ ୨ଜଣ ବନ୍ଧୁକଧାରୀ ଶିକାରୀ ଗିରଫ୍ l ଉଭୟଙ୍କ ଠାରୁ ୨ଟି ବନ୍ଧୁକ ଜବତ୍ l କଟକ ଓ କେନ୍ଦୁଝର ବନଖଣ୍ଡ ମଧ୍ୟସ୍ଥଳ ଟିକରପଡ଼ା ନିକଟରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରା ଧରାଇଲା ୨ଶିକାରୀ l


#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

25/08/2026

#ଗାଁ_ଭିତରୁ_ଶିଙ୍ଗାଳ_ହରିଣ_ଉଦ୍ଧାର🦌
ଖାଦ୍ୟ ଅନ୍ୱେଷଣରେ ପୁରୁଣାବାନ୍ଧଗୋଡ଼ା ଗାଁ ଭିତରକୁ ପଶି ଆସିଥିବା ଶିଙ୍ଗାଳ ହରିଣ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲା l ଉଦ୍ଧାର କଲେ ଗାଁ ଯୁବଗୋଷ୍ଠୀ ଓ ବନ କର୍ମଚାରୀ l ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଉଦ୍ଧାର #ଶିଙ୍ଗାଳ_ହରିଣକୁ ଛାଡ଼ି ଦିଆଯାଇଛି ll ତେବେ, ଆଗାମୀ ଦିନରେ ହରିଣ ସୁରକ୍ଷାକୁ ନେଇ ଦାବି କରିଛନ୍ତି ଗ୍ରାମବାସୀ❗



#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

25/08/2026

#ଚିରୋ_ସ୍ମୃତିରେ_ପାର୍ଥ❗
ଚିରୋ ନିଦ୍ରାରେ ଶୋଇଗଲେ ବଞ୍ଚୋ ଗାଁର ସୁନାପୁଅ ପାର୍ଥ ll ଛାଡ଼ି ଯାଇଥିବା ତାଙ୍କ ତମାମ୍ ସ୍ମୃତିକୁ ମନେ ପକାଉଛନ୍ତି ଗାଁ ଯୁବଗୋଷ୍ଠୀ ll ସବୁଦିନ ପାଇଁ ମନେ ରହିବ ପାର୍ଥଙ୍କ ସ୍ମୃତି💞
#ରିପୋର୍ଟ : #ଉତ୍କଳ_ମିଡ଼ିଆ

25/08/2026

#ବରଡ଼ାବିଲି_ନୁଆସାହିରେ_ଜଳସଙ୍କଟ❗
#ତୃଷ୍ଣା_ମେଣ୍ଟାଉଛି_ଋଷିକୂଲ୍ୟା_ନଦୀଜଳ❗
ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ବରଡ଼ାବିଲି ନୁଆସାହିରେ
ମୁଣ୍ଡ ଟେକିଛି ଜଳ ସମସ୍ୟା l ଋଷିକୂଲ୍ୟା ନଦୀ ପାଣି ସାଜିଛି ଲୋକଙ୍କ ସାହାଭରସା ll


#ରିପୋର୍ଟ : #ଉତ୍କଳ_ମିଡ଼ିଆ

24/08/2026

#ପୂରଣ_ହେବ_ସୁଦାମଙ୍କ_ଡ଼ାକ୍ତରୀ_ସ୍ବପ୍ନ❗
#ଦମ୍_ଦେଖାଇଲା_ସାମାଜିକ_ଗଣମାଧ୍ୟମ❗
ସହାୟତାର ହାତ ବଢ଼ାଇଲେ ସୁଦୂର ବାଲେଶ୍ୱର ଜିଲ୍ଲାର ସମାଜସେବୀ #ଦିଲ୍ଲୀପ_ଦାଶ ଏବଂ ଆନନ୍ଦପୁର ଉପଖଣ୍ଡରେ ପୂର୍ବରୁ ରହିଥିବା ପୁଲିସ୍ ଅଫିସର ଏସଆଇ #ବିଶ୍ୱଜିତ_ବେହେରା ll
ସୁଦାମ ପାଠପଢ଼ି ଭବିଷ୍ୟତରେ ଜଣେ ସୁନାମଧନ୍ୟ ଡ଼ାକ୍ତର🩺 ହୋଇ ଗରିବ ଅସହାୟଙ୍କ ଆଶାବାଡ଼ି ହୁଅନ୍ତୁ💞



#ରିପୋର୍ଟ : #ଗତିକୃଷ୍ଣ_ଭୂୟାଁ

Address

Keonjhargarh

Alerts

Be the first to know and let us send you an email when UTKAL MEDIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share