Odisha Khabar

Odisha Khabar ଅନ୍ୟାୟ ବିରୁଦ୍ଧରେ ସ୍ବର!
𝐍𝐞𝐰𝐬 & 𝐄𝐧𝐭𝐞𝐫𝐭𝐚𝐢𝐧𝐦𝐞𝐧𝐭
(2)

01/08/2026

କିଙ୍ଗୋଳ #ଶ୍ରୀ_ସତ୍ୟସାଇ_ବିଦ୍ୟାବିହାରରେ ଗୁରୁପୁଜନ ଓ ଇଂରାଜୀ ଶିକ୍ଷକଙ୍କ ାଳୀନ_ସମ୍ବର୍ଦ୍ଧନା_ଉତ୍ସବ
ଅନୁଷ୍ଠିତ।

30/07/2026

#ଘସିପୁରା_ନିର୍ବାଚନ_ମଣ୍ଡଳୀର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଘସିପୁରା କଂଗେସ ପକ୍ଷରୁ ଖଲଣା ଠାରେ ବିଏଲ୍ଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
Indian National Congress

29/07/2026

ଘସିପୁରା ବ୍ଳକ୍ #ବାତୋ_ଅଞ୍ଚଳର_ଅନେକ_ସାହି_ଜଳମଗ୍ନ! ଏପର୍ଯ୍ଯନ୍ତ ପହଞ୍ଚି ନାହିଁ ପ୍ରଶାସନ, #ଭୋକ_ଉପାସରେ_ଲୋକେ_ହନ୍ତସନ୍ତ।

28/07/2026

#ରେମାଳ_ନଦୀକୁ ଗାଧେଇବାକୁ ଯାଇ ଜଳ ସ୍ରୋତରେ ଭାସିଯାଇ #କେଶଦୁରାପାଳ ଗାଁର ଯୁବତୀ #ଉର୍ମିଳା_ପାତ୍ର_ନିଖୋଜ!

28/07/2026

#ରେମାଳ_ନଦୀ_ଜଳସ୍ରୋତରେ_ଭାସିଗଲେ_ଯୁବତୀ! ଉଦ୍ଧାର କରିବାକୁ ଯାଇ କେଶଦୁରାପାଳ ଗ୍ରାମର ୪ଯୁବକ ବିଫଳ। ମିଳିନାହିଁ ଯୁବତୀଙ୍କ ପରିଚୟ।

27/07/2026

ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା #ମାନସିକ_ପୂରଣ_ହେବାରୁ #ଝାଡେଶ୍ୱର_ମନ୍ଦିରରୁ_ବାରିଗାଁ_ମନ୍ଦିର ଯାଏଁ #ବାପାର_ଦଣ୍ଡ_ଯାତ୍ରା।

27/07/2026

କେନ୍ଦୁଝର ଜିଲ୍ଲାର #ସର୍ବ_ପୂରାତନ_ଶୈବ_ପୀଠ ଦେଓଗାଁ ସ୍ଥିତ #ବାବା_କୁଶଳେଶ୍ୱରଙ୍କ_ମନ୍ଦିରରେ ହଜାର ହଜାର କାଉଁରିଆଙ୍କ ଭିଡ଼।

26/07/2026

#କେଶଦୁରାପାଳ ବଡ଼ଦାଣ୍ଡରେ #ସୁନାବେଶରେ ଦର୍ଶନ ଦେଲେ ଦଧିବାମନ ଜୀଉ, #ମହାପ୍ରଭୁଙ୍କ_ରାଜରାଜେଶ୍ୱରୀ_ବେଶ ଦେଖି ଭାବ ବିହ୍ୱଳ ହେଲେ ଭକ୍ତ।
District Administration Kendujhar,Odisha CMO Odisha

24/07/2026

ପୁରୁଣାବାନ୍ଧଗୋଡ଼ା ଗ୍ରାମରେ #ବାହୁଡ଼ା_ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି #ଭାବବିହ୍ୱଳ_ହେଲେ_ଭକ୍ତ।

24/07/2026

#ବସନ୍ତ_ମଞ୍ଜରୀ_ଫାଉଣ୍ଡେସନ୍ ସହାୟତାରେ #ଚେର୍ଣ୍ଣାଇରୁ_ଅଳତି ଗାଁକୁ ଆସିଲା #ସୁଶାନ୍ତ_ସାମଲଙ୍କ_ମୃତଦେହ, ଗାଁରେ ଶୋକାକୁଳ ପରିବେଶ। ଛୁଆଙ୍କ ପାଠ ପଢ଼ାର ଦାୟିତ୍ୱ ଗ୍ରହଣ କରିବ ଫାଉଣ୍ଡେସନ୍।
District Administration Kendujhar,Odisha CMO Odisha

Address

Keshadurapal
Kendujhar
758025

Telephone

+919556490423

Website

Alerts

Be the first to know and let us send you an email when Odisha Khabar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share