Khabar Keonjhar

Directions

Khabar Keonjhar Keonjhar, Odisha
(1)

03/09/2026

ହକ୍ ପାଇଁ ରାଜରାସ୍ତାରେ ଲଢ଼େଇ, ନ୍ୟାର୍ଯ୍ୟ ଦାବି ପୂରଣ ଦାବିରେ କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦନ OMC ଖଣି କାର୍ଯ୍ୟକୁ ୧୨ ଘଣ୍ଟା ପାଇଁ ବନ୍ଦ କରିଛନ୍ତି ଖଣି ପ୍ରଭାବିତ ଅଞ୍ଚଳବାସୀ

03/09/2026

କେନ୍ଦୁଝର ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ମିଟଙ୍ଗ ଚାଲି ଥିବା ବେଳେ ମିଟିଙ୍ଗ ହଲ ବାହାରେ ଦୁଇ କର୍ମୀଙ୍କ ମଧ୍ୟ ରେ ଠିକାଦାରୀ କାର୍ଯ୍ୟ କୁ ନେଇ ଚପଲ ରେ ମାଡ ମାରାମରି

01/09/2026

ମାଆର ଆପ୍ରାଣ ଉଦ୍ୟମ…ପରେ ରି ବ #ଞ୍ଚା #ଇ ପାରିଲା ନାହିଁ ପୁଅର ଜୀ #ବ #ନ

01/09/2026

ଶେଷରେ ଜେଲ୍ ଗଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ। ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ମାନ୍ୟବର ଜଜ୍ ତାଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି

31/08/2026

ପୁରୀ ଶ୍ରୀମନ୍ଦିରରେ ବାନା ଲଗାଇବାର ଅପୂର୍ବ ଦୃଶ୍ୟ ଦେଖନ୍ତୁ , ଭାଗ୍ୟରେ ଥିଲେ ଏହା ଦେଖିବାର ସୁଯୋଗ ମିଳେ

31/08/2026

ଭିଜିଲାନ୍ସ ଜାଲରେ ପଡିଥିବା କେନ୍ଦୁଝର ଜିଲ୍ଲା ଶ୍ରମଅଧିକାରୀ ଆକାଶ ବିଶୋଇଙ୍କ ଆଜି ମେଡିକାଲ ପରୀକ୍ଷା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ରେ ଭର୍ତ୍ତି

ଭିଜିଲାନ୍ସ ଜାଲରେ ପିଡିଥିବା କେନ୍ଦୁଝର ଡିଏଲଓ ଆକାଶ ବିଷୋୟୀ ଙ୍କ ସରକାରୀ ଘରୁ ୭.୨୯ ଲକ୍ଷ ନଗଦ ଟଙ୍କା ଜବତ।* ନଗଦ ଟଙ୍କା ସହ ପ୍ରାୟ ୩୦୦ ଗ୍ରା...
31/08/2026

ଭିଜିଲାନ୍ସ ଜାଲରେ ପିଡିଥିବା କେନ୍ଦୁଝର ଡିଏଲଓ ଆକାଶ ବିଷୋୟୀ ଙ୍କ ସରକାରୀ ଘରୁ ୭.୨୯ ଲକ୍ଷ ନଗଦ ଟଙ୍କା ଜବତ।
* ନଗଦ ଟଙ୍କା ସହ ପ୍ରାୟ ୩୦୦ ଗ୍ରାମ୍‌ର ସୁନା ଗହଣା ଉଦ୍ଧାର କଲା ଭିଜିଲାନ୍ସ।
* ଇଲେକ୍ଟ୍ରିକାଲ୍ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଧରାପଡ଼ିଥିଲେ ଡିଏଲଓ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଥିବା ବେଳେ ଆଗକୁ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି

30/08/2026

ଭିଜିଲାନ୍ସ ଜାଲରେ ପଡ଼ିଲେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ , ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜିଲ୍ଲା ଶ୍ରମ ଅଧିକାରୀ ଅକାଶ ବିଶୋୟୀ

30/08/2026

ସେପ୍ଟେମ୍ବର ୩ ତାରିଖରୁ କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଲା କେନ୍ଦୁଝର ଘରୋଇ ବସ୍ ମାଲିକ ସଂଘ

Address

New Colony, Mining Road
Keonjhar
758001

Website

Alerts

Be the first to know and let us send you an email when Khabar Keonjhar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share