Kendujhar LOCAL news

  • Home
  • Kendujhar LOCAL news

Kendujhar LOCAL  news ପରିବର୍ତ୍ତନର ସ୍ବର...
(1)

🌺ଜୟ ମା ତାରିଣୀ 🌺 ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଶୁଭ ଶନିବାର ଅବସରେ ଘଟଗାଁ ପୀଠ ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ତାରିଣୀ ଙ...
13/09/2025

🌺ଜୟ ମା ତାରିଣୀ 🌺
ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଶୁଭ ଶନିବାର ଅବସରେ ଘଟଗାଁ ପୀଠ ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ତାରିଣୀ ଙ୍କ ଆଜିର ପ୍ରଭାତ ଦର୍ଶନ 🙏🏻🌺🌺🌺🌺🙏🏻

ପବିତ୍ର ଶନିବାର ଦିନ ଶନି ଠାକୁରଙ୍କ ଦର୍ଶନ କରନ୍ତୁ🙏।। ଜୟ ଶନିଦେବ ।।
13/09/2025

ପବିତ୍ର ଶନିବାର ଦିନ ଶନି ଠାକୁରଙ୍କ ଦର୍ଶନ କରନ୍ତୁ🙏
।। ଜୟ ଶନିଦେବ ।।

କେନ୍ଦୁଝର ବିପଦପୂର୍ଣ୍ଣ ବାଙ୍କ ଥିବା ଧୃପଦା ଓଭରବ୍ରିଜ ଠାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ରେ ଜଣେ ଗୁରୁତର ...
12/09/2025

କେନ୍ଦୁଝର ବିପଦପୂର୍ଣ୍ଣ ବାଙ୍କ ଥିବା ଧୃପଦା ଓଭରବ୍ରିଜ ଠାରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ରେ ଜଣେ ଗୁରୁତର ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

କୋଡ଼ିଏ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ବାଇପାସ୍ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।
12/09/2025

କୋଡ଼ିଏ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ବାଇପାସ୍ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି ।

ମୟୂରଭଞ୍ଜ PEO ପୁଷ୍ପିତା ମହାକୁଡ଼ ଗିରଫ ...ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର୍‌ ମାମଲାରେ ଗିରଫ ହୋଇଛନ୍ତି।
12/09/2025

ମୟୂରଭଞ୍ଜ PEO ପୁଷ୍ପିତା ମହାକୁଡ଼ ଗିରଫ ...
ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହେରଫେର୍‌ ମାମଲାରେ ଗିରଫ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ (DLO) ଶ୍ରୀ ଚିତ୍ତରଞ୍ଜନ ରାଉତ କିଛି ଜଣଙ୍କ ନିର୍ମାଣ ଶ୍ରମିକ କାର୍ଡ କରାଇଦେବାକୁ କହି ଜଣେ ହିତାଧିକାରୀଙ୍କ ଠ...
12/09/2025

ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ (DLO) ଶ୍ରୀ ଚିତ୍ତରଞ୍ଜନ ରାଉତ କିଛି ଜଣଙ୍କ ନିର୍ମାଣ ଶ୍ରମିକ କାର୍ଡ କରାଇଦେବାକୁ କହି ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ l

ମ୍ୟୁଟେଶନ କେସ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମ୍ବଲପୁର ବାମରା ତହସିଲ ର ତହସିଲଦାର ଅଶ୍ଵିନୀ କୁମାର ପ...
12/09/2025

ମ୍ୟୁଟେଶନ କେସ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସମ୍ବଲପୁର ବାମରା ତହସିଲ ର ତହସିଲଦାର ଅଶ୍ଵିନୀ କୁମାର ପଣ୍ଡା ।

କେନ୍ଦୁଝର ସଦର ବନଖଣ୍ଡ ମହାଦେଈଯୋଡା ପଞ୍ଚାୟତ କୁଡିଆଘରା ଗାଁ ରେ ରାତି ତମାମ ଖୁବ୍ ଉତ୍ପାତ୍ ମଚାଇଛନ୍ତି ୨୯ ଟିକିଆ ହାତୀପଲ ।
12/09/2025

କେନ୍ଦୁଝର ସଦର ବନଖଣ୍ଡ ମହାଦେଈଯୋଡା ପଞ୍ଚାୟତ କୁଡିଆଘରା ଗାଁ ରେ ରାତି ତମାମ ଖୁବ୍ ଉତ୍ପାତ୍ ମଚାଇଛନ୍ତି ୨୯ ଟିକିଆ ହାତୀପଲ ।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଗୋଡ଼ଭଙ୍ଗା ମାଁ ଭଣ୍ଡାରଶୁଣୀ ବନଦୁର୍ଗା ଠାକୁରାଣୀ ଘାଟି ବାଙ୍କରେ ଭାରସାମ...
12/09/2025

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଗୋଡ଼ଭଙ୍ଗା ମାଁ ଭଣ୍ଡାରଶୁଣୀ ବନଦୁର୍ଗା ଠାକୁରାଣୀ ଘାଟି ବାଙ୍କରେ ଭାରସାମ୍ୟ ହରାଇ ମା ଭଣ୍ଡାରଶୁଣୀ ମୁଖଶାଳାରେ ଚଢ଼ିଗଲା ଟ୍ରକ !

କେନ୍ଦୁଝର ଚମ୍ପୁଆ ଉପଖଣ୍ଡର ଫରେଷ୍ଟ ଟ୍ରେନିଂ ସ୍କୁଲର କର୍ମଚାରୀ ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧର...
10/09/2025

କେନ୍ଦୁଝର ଚମ୍ପୁଆ ଉପଖଣ୍ଡର ଫରେଷ୍ଟ ଟ୍ରେନିଂ ସ୍କୁଲର କର୍ମଚାରୀ ରୁପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।

 #ଅଜଣା_ଗାଡ଼ି_ଧକ୍କାରେ_ଯୁବକ_ମୃତ...ରାଇସୁଆଁ ସଦର ଥାନା ନିକଟରେ ବିଳମ୍ବିତ ରାତ୍ରୀରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା...
10/09/2025

#ଅଜଣା_ଗାଡ଼ି_ଧକ୍କାରେ_ଯୁବକ_ମୃତ...
ରାଇସୁଆଁ ସଦର ଥାନା ନିକଟରେ ବିଳମ୍ବିତ ରାତ୍ରୀରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିଚୟ ମଧ୍ୟ ମିଳି ପାରି ନାହିଁ ।

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ପଞ୍ଝା ରେ ଅନୁଗୁଳ ଜିଲ୍ଲା କିଶୋରନଗର କୃଷି କାର୍ଯ୍ୟାଳୟ ଲାଞ୍ଚୁଆ କର୍ମଚାରି  !
09/09/2025

ଲାଞ୍ଚ ନେଲାବେଳେ ଭିଜିଲାନ୍ସ ପଞ୍ଝା ରେ ଅନୁଗୁଳ ଜିଲ୍ଲା କିଶୋରନଗର କୃଷି କାର୍ଯ୍ୟାଳୟ ଲାଞ୍ଚୁଆ କର୍ମଚାରି !

Address


Website

Alerts

Be the first to know and let us send you an email when Kendujhar LOCAL news posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share